ଧାନ ବିଲ ମଝିରେ ଉତୁରିଲା ପ୍ରେମ ନି-ଶା। ମହିଳାଙ୍କ ଚପଲ ମା-ଡରେ ଉତୁରି ଗଲା ପ୍ରେମ ନି-ଶା। ବିଲ ମଝିରେ ମହିଳାଙ୍କୁ ଖରାପ କଥା କହିବା ପଡିଲା ମହ-ଙ୍ଗା। ଧାନ ବିଲରେ ପ୍ରେମ ନିବେଦନ କରି ନି-ର୍ଧୁମ ଛେ-ଚା ଖାଇଲେ ଜଣେ ବ୍ୟକ୍ତି। ଚପଲରେ ସେକିକି ଗାଲକୁ ଫୁଟବଲ ବନାଇ ଦେଲେ ମହିଳା
ଏପରି ଘ-ଟଣା ସାମ୍ନାକୁ ଆସିଛି ନିପାପଡା ଥା-ନା ଅଞ୍ଚଳରୁ। ସୂଚନା ଅନୁଯାୟୀ ଏହି ଅଞ୍ଚଳର ଏକ ମହିଳା ଧାନ କାର୍ଯ୍ୟ କରିବା ପାଇଁ ବିଲକୁ ଯାଇଥିବା ବେଳେ ଏକ ଯୁବକ ତାଙ୍କ ବିଲରେ ଧାନ କାର୍ଯ୍ୟ କରୁଥିଲେ। ମହିଳାଙ୍କ କହିବା ଅନୁଯାୟୀ ଉକ୍ତ ଯୁବକ ତାଙ୍କୁ ଦୁର୍ବ୍ୟ-ବହାର କରିବା ସହ ତାଙ୍କ ହାତକୁ ଧରି ଟଣା ଓ-ଟରା କରିଥିଲେ। ଏପରିକି ମହିଳାଙ୍କୁ ପାନ ଖଣ୍ଡେ ଦେଇ କହିଥିଲେ କି ମୋ ସ୍ତ୍ରୀ ସହ ମୋର ଛ ମାସ ହେଲାଣି ପଡୁନି ତୁ ମତେ ଟିକେ ଦେ । ତା ପରେ ମହିଳା ଜଣଙ୍କ ଭଲ କରି ପାନେ ଦେଇଥିଲେ।
ଚପଲରେ ଧରି ଅଦା ଭଳିଆ ଛେଚି ଦେଇ ଯାଇଥିଲେ ଉକ୍ତ ଯୁବକଙ୍କୁ। ମାତ୍ର ମହିଳାଙ୍କ ମାଡର ପ୍ରତି-ଶୋଧ ନେବାକୁ ଯାଇଁ ମହିଳାଙ୍କ ସ୍ୱାମୀଙ୍କୁ ଅଟୋରେ ଟେକି ନେଇ ଉକ୍ତ ଯୁବକଙ୍କ ପରିବାର ଲୋକେ ମା-ଡ଼ ମା-ରିବା ସହ ମହିଳାଙ୍କ ସ୍ୱାମୀଙ୍କ ମୁଣ୍ଡ କୁ ଫଟେଇ ଦେଇଥିଲେ। ଓ ଏଥିସହିତ ଯୁବକଙ୍କ ପରିବାର ଲୋକେ ମହିଳାଙ୍କ ଘରେ ପ-ଶି ଭଙ୍ଗାରୁଜା କରିଥିବା ମଧ୍ୟ ମହିଳା ଅଭି-ଯୋଗ କରିଛନ୍ତି। ଏନେଇ ସେ ପୋଲି-ସରେ ଅଭି-ଯୋଗ କରିଥିଲେ ବି ତାଙ୍କୁ ନ୍ୟା-ୟ ମିଳିନଥିବା ମହିଳା ଜଣଙ୍କ ଦୁଃ-ଖର ସହ ପ୍ରକାଶ କରିଛନ୍ତି।
ମହିଳାଙ୍କ କହିବା ଅନୁଯାୟୀ ସେ ପୋ-ଲିସ ନିକଟରେ ଅଭି-ଯୋଗ କରିଥିଲେ ମଧ୍ୟ ପୋ-ଲିସ ନ୍ୟା-ୟ ବଦଳରେ ତାଙ୍କୁ ଖରାପ ବ୍ୟବହାର କରିଥିଲେ। ଜଣେ ମହିଳା କନେଷ୍ଟବଳ ତାଙ୍କ ଘରକୁ ଆସି ଗା-ଳି ଗୁ-ଲଜ କରିକି ଯାଇଥିଲେ। ମହିଳାଙ୍କ ସ୍ୱାମୀଙ୍କ ମୁଣ୍ଡକୁ ମା-ରି ଫଟେଇ ଦେଇଥିବାରୁ ଓ ମହିଳାଙ୍କୁ ଖରାପ ବ୍ୟବହାର ଦେଖାଇ ଥିବାରୁ ମହିଳା ଅନୁରୋଧ କରିଛନ୍ତି କି ଉକ୍ତ ଯୁବକଙ୍କ ବିରୋ-ଧରେ ପୋ-ଲିସ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରନ୍ତୁ। ତେବେ ଦେଖିବାକୁ ବାକି ରହିଲା କେବେ ମିଳୁଛି ଉକ୍ତ ମହିଳାଙ୍କୁ ନ୍ୟା-ୟ।