ଶରୀର ଦେଖେଇ ଟଙ୍କା ରୋଜଗାର କରିବାକୁ ସ୍ୱାମୀ ବାଧ୍ୟ କରୁଛି ।

ମାତ୍ର କିଛି ସମୟ ଭିତରେ ଆମେ କୋଟି ପତି ହେଇଯିବା । ତୁ କିଛି ସମୟ ପାଇଁ ପର ପୁରୁଷକୁ ଭରଚୁଆଲ ଦେହ ସୁଖ ଦେବୁ ଆଉ ତା ବଦଳରେ ଆମେ ପୁଳା ପୁଳା ଟଙ୍କା ରୋଜଗାର କରିବା। କେବଳ ରାତି ହେଲେ ତୁ ଭିଡିଓ କଲରେ ପର ପୁରୁଷ ମାନଙ୍କୁ ଦେହ ସୁଖ ଦେବୁ । ହଁ ବନ୍ଧୁଗଣ ସ୍ୱାମୀ କହୁଛି ପର ପୁରୁଷଙ୍କୁ ଦେହ ଦେଖା । ପର ପୁରୁଷଙ୍କୁ ଭିଡିଓ କଲରେ ଦେହ ଦେଖାଇଲେ ଭଲ ରୋଜଗାର ହେବ ।

ଆଉ ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କଥା ଶୁଣି ଆପଣ ନିହାତି ଭାବେ ସ୍ୱାମୀକୁ ଖରାପ ଭାବୁଥିବେ ମାତ୍ର ସ୍ତ୍ରୀର କାର୍ଯ୍ୟକଳାପ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ । ହଁ ଆଜ୍ଞା ସ୍ୱାମୀ ଯେମିତି ସ୍ତ୍ରୀ ମଧ୍ୟ ଠିକ ସେମିତି। ସ୍ୱାମୀ ଡାଳେ ଡାଳେ ଗଲେ ସ୍ତ୍ରୀ ପତ୍ରେ ପତ୍ରେ ଯାଏ । ପୁରା ଘଟଣା ଆସନ୍ତୁ ନଜର ପକାଇବା। ଆଉ ଆପଣ ପୁରା ଘଟଣା ଜାଣିଲେ ମୁଣ୍ଡରେ ହାତ ଦେବେ ଆଉ ଧନ୍ୟ କହିବେ ସେ ସ୍ୱାମୀକୁ ଧନ୍ୟ କହିବେ ତାଙ୍କ ସ୍ତ୍ରୀକୁ ।

ସ୍ୱାମୀ ସ୍ତ୍ରୀକୁ ବାଧ୍ୟ କରୁଛି ଖରାପ କାର୍ଯ୍ୟ କରିବାକୁ।ସ୍ୱାମୀ ରାତି ହେଲେ କହୁଛି ଭିଡିଓ କଲରେ ଶରୀର ଦେଖାଇବାକୁ। ସ୍ଵାମୀ ସ୍ତ୍ରୀର ଦେହ ବିକି ଟଙ୍କା ରୋଜଗାର କରିବାକୁ ଚାହୁଛି।ସ୍ଵାମୀ କଥାରେ ରାଜି ନହେଲେ ପରିସ୍ଥିତି ଖରାପ ହେବ ବୋଲି ଧମକ ଦେଉଛି । ଆଉ 420 ସ୍ତ୍ରୀ ମଧ୍ୟ ସ୍ୱାମୀଠୁ କୁଆଡେ ଚାରି ପାଦ ଆଗରେ ।

ପ୍ରଥମେ ସ୍ତ୍ରୀ ଏକ ୱେବସାଇଟରେ ସ୍ୱାମୀକୁ ଲୁଚାଇ ଦେହ ବ୍ୟବସାୟ କରୁଥିଲା । ମାନେ ଭିଡିଓ କଳରେ ନିଜର ଶରୀର ଦେଖାଇ ସ୍ତ୍ରୀ କୁଆଡେ ଅନେକ ଟଙ୍କା ସ୍ୱାମୀ ଅଜାଣତରେ ରୋଜଗାର ମଧ୍ୟ କରିଥିଲା । ଆଉ ଯେତେବେଳେ ସ୍ତ୍ରୀର ଏଭଳି କାର୍ଯ୍ୟକଳାପ ସ୍ୱାମୀ ଜାଣିବାକୁ ପାଇଲା ସ୍ୱାମୀ ମଧ୍ୟ ସ୍ତ୍ରୀକୁ ଏହି ବାଟ ଆପଣେଇବାକୁ ଚାହିଁଲା । ଆଉ ତା ପରେ ସ୍ବାମୀ କହିଲା ଏହି କାର୍ଯ୍ୟ କଲେ ଆମେ କୋଟିପତି ହୋଇଯିବା ।

ଲୋକେ କହୁଛନ୍ତି ସେ ସ୍ଵାମୀ ନା ସୈତାନ୍ । ଏଭଳି ସ୍ଵାମୀ ଦୁନିଆରେ ବିରଳ। ସାରା ଭ୍ରହ୍ମାଣ୍ଡରେ ଖୋଜିଲେ ବି ମିଳିବନି । ଟଙ୍କା ପାଇଁ ଅନ୍ଧ ସାଜିଥିବା ଏହି ସ୍ଵାମୀ ଜଣଙ୍କ କେତେ ତଳକୁ ଖସି ଯାଇଛନ୍ତି ଆପଣ ବିଶ୍ବାସ ବି କରି ପାରିବେନି। ସ୍ଵାମୀ ସ୍ତ୍ରୀର ସମ୍ପର୍କ ହେଉଛି ପବିତ୍ର ସମ୍ପର୍କ। ସେ ସମ୍ପର୍କରେ ନା ଥାଏ ସ୍ବାର୍ଥ ନା ଥାଏ ସର୍ତ୍ତ ।

ସ୍ଵାମୀ ଅଗ୍ନିକୁ ସାକ୍ଷୀ ରଖୀ ସ୍ତ୍ରୀ ମଥାରେ ସିନ୍ଦୂର ପିନ୍ଧାଇ ସାତ ଜନ୍ମର ସାଥୀ ହୁଏ। ଜୀବନର ସବୁ ଝଡ଼ ଝଞ୍ଜାକୁ ସାଥୀ ହୋଇ ସାମ୍ନା କରିବାକୁ କଥା ଦିଏ । ମାତ୍ର ଏମିତି ସ୍ଵାମୀ ସାରା ଦୁନିଆରେ ମିଳିବେନି ଆଜ୍ଞା । ସ୍ତ୍ରୀର କାର୍ଯ୍ୟକଳାପକୁ ଦେଖିବା ପରେ ସ୍ବାମୀ ସ୍ତ୍ରୀକୁ ବୁଝାଇବା ପରିବର୍ତ୍ତେ ସ୍ୱାମୀ ମଧ୍ୟ ସ୍ତ୍ରୀକୁ କହୁଛି ତୁ ଦେହ ଦେ ଆମେ ଟଙ୍କା ରୋଜଗାର କରିବା। ଆଉ ଏହି ଘଟଣା ସାରା ଅଞ୍ଚଳରେ ସମସ୍ତଙ୍କୁ ଚକିତ କରିଛି । ଲୋକେ କହୁଛନ୍ତି ମଣିଷ ଟଙ୍କା ପାଇଁ କଣ ଏତେ ତଳକୁ ଖସି ପାରେ ।ମଣିଷକୁ ଟଙ୍କାର ଲୋଭ କଣ ଏମିତି ଅନ୍ଧ କରିଦିଏ ।

ବନ୍ଧୁଗଣ ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଲକ୍ଷ୍ନୌରୁ । ସ୍ଵାମୀ ବେଶ୍ୟାବୃତି ପାଇଁ ବାଧ୍ୟ କରାଉ ଥିବା ଦର୍ଶାଇ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି ମହିଳା । ମହିଳାଙ୍କ କହିବା କଥା ଏଭଳି ସୈତାନ୍ ସ୍ଵାମୀଙ୍କ ସହ ଆଦୌ ରହି ପାରିବେ ନାହିଁ । ତେବେ ଏହି ଘଟଣା ଯିଏ ଶୁଣିଛନ୍ତି ସେ ଚକିତ ହେଉଛନ୍ତି । କାରଣ ଏମିତି ଘଟଣା ଦୁନିଆରେ ଖୁବ୍ କମ୍ ନଜର ଆସେ। ସ୍ତ୍ରୀ ଟଙ୍କା ପାଇଁ ଯେତେ ତଳକୁ ଖସିଯାଇ ପାରେ । ସ୍ୱାମୀ ତା ଠୁ ଦୁଇ ପାଦ ଆଗକୁ ଯାଇ ସେହି ଖରାପ କାର୍ଯ୍ୟ କରିବାକୁ ସ୍ତ୍ରୀକୁ ପର୍ବତାଇ ପାରେ ।

Leave a Reply

Your email address will not be published. Required fields are marked *