ମେଡ଼ିସିନ ଦୋକାନୀ ନାମରେ ଅଭି-ଯୋଗ , ଇଞ୍ଜେକସନ ଦେବି କହି ଜବ-ରଦସ୍ତ ରଖିଲା ଶାରୀ-ରିକ ସ-ମ୍ପର୍କ

ଆପଣ ମେଡିସିନ ଦୋକାନ ଯାଉଛନ୍ତି କି । ବିଶେଷ କରି ସେତେବେଳେ ଯେତେବେଳେ ଆପଣଙ୍କୁ ଇଞ୍ଜେକସନ ନେବାର ଥିବ । ତେବେ ହୋଇ ଯାଆନ୍ତୁ ସାବଧାନ । କାହିଁକି ନା ଆଜିକାଲି ଏପରି କିଛି ଲୋକ ଅଛନ୍ତି , ଯେଉଁ ମାନେ ଆପଣଙ୍କ ଏକୁଟିଆପଣର ଫାଇଦା ଉଠାଇ ପାରନ୍ତି । ତେବେ ହଁ ଆଜ୍ଞା ଏ କଥା ଆମେ କହୁ ନାହୁଁ , ଏ କଥା ସମାଜ ନିଜେ କହୁଛି । ଏପରି କିଛି ଘଟଣା ଆମ ଆଖପାଖରେ ଘଟି ଯାଉଛି , ଯାହା ଆମକୁ ଭୟଭୀତ କରି ଦେଉଛି । ତେବେ ଆମେ ଆପଣଙ୍କୁ ସେପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ସୂଚନା ଅନୁଯାୟୀ , ଜଣେ ମେଡ଼ିସିନ ଦୋକାନୀ ନାମରେ ଆସିଛି ଏପରି ଚାଞ୍ଚଲ୍ୟକର ଅଭି-ଯୋଗ । ମେଡ଼ିସିନ ଦୋକାନୀ ଜଣକ ଜଣେ ଯୁବତୀଙ୍କୁ ଦୁ-ଷ୍କର୍ମ କରିଥିବାର ଅଭି-ଯୋଗ ହୋଇଛି । ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି , ଚୌଦ୍ଵାର ଥା-ନା ଅନ୍ତର୍ଗତ ଶଙ୍କରପୁର ଗାଁରେ । ଏହି ଗାଆଁରେ ରହିଛି ଜଗନ୍ନାଥ ମେଡ଼ିସିନ ଷ୍ଟୋର। ତେବେ ଶଙ୍କରପୁର ଗାଆଁରେ ନିଜକୁ ଡାକ୍ତର ବୋଲି କହୁଥିଲେ ଜଗନ୍ନାଥ ମେଡ଼ିସିନ ଷ୍ଟୋରର ମାଲିକ ପ୍ରଶାନ୍ତ କୁମାର ନାୟକ । ଆଉ ପ୍ରତିଦିନ ଅନେକ ଲୋକ ତାଙ୍କ ପାଖକୁ ଆସିଥାନ୍ତି ।

ତେବେ ଗତକାଲି ମଧ୍ୟ ଯୁକ୍ତ ଦୁଇରେ ପାଠ ପଢୁଥିବା ଜଣେ ଯୁବତୀ ନିଜର ଜ୍ଵର ଦେଖାଇବା ପାଇଁ ତାଙ୍କ ପାଖକୁ ଯାଇଥିଲେ । ତାଙ୍କୁ ଭୀଷଣ ଜ୍ଵର ହୋଇଥିବା ତାଙ୍କର ମନ ପାଠ ପଢାରେ ଲାଗୁ ନଥିଲା । ତେଣୁ କରି ସେ ଯାଇଥିଲେ । ତେବେ ପ୍ରଥମେ ଦୋକାନରେ ଭିଡ ହୋଇଥିବା ଯୋଗୁଁ ତାଙ୍କୁ ଶେଷ ପର୍ଯ୍ୟନ୍ତ ପ୍ରଶାନ୍ତ ରଖିଥିଲେ । ଆଉ ସବୁ ଲୋକ ଚାଲିଯିବା ପରେ ଏବଂ ଆଖାପାଖରେ କେହି ନଥିବାର ସୁଯୋଗ ଉଠାଇ ଥିଲେ । ଏହାପରେ କହିଥିଲେ ଘର ଭିତରକୁ ଯିବା ପାଇଁ , କାହିଁକି ନା ସେ ତାଙ୍କୁ ଇଞ୍ଜେକସନ ଦେବେ ।

ଏହାପରେ ଯୁବତୀ ଜଣକ ମାନି ଯାଇଥିଲେ । ତେବେ ଇଞ୍ଜେକସନ ବାହାନା ଦେଖାଇ ଘରର ଝରକା କବାଟ ବନ୍ଦ କରିଦେଇଥିଲେ । ଆଉ ପ୍ରଥମେ ଯୁବତୀର ଛାତିରେ ହାତ ମା-ରିଥିଲେ ଆଉ ତାପରେ ତାଙ୍କ ସହିତ ଜୋର୍ ଜବ-ରଦସ୍ତ କରି ଶାରୀ-ରିକ ସ-ମ୍ପର୍କ ରଖିଥିଲେ । ତେବେ ଏହି କଥା ଯୁବତୀ ନିଜ ଘରେ କାହାକୁ ମଧ୍ୟ କହି ନଥିଲେ । କାହିଁକି ନା ସେ ଅତ୍ୟନ୍ତ ଭ-ୟଭୀ-ତ ହୋଇ ଯାଇଥିଲେ । ତେବେ ଅନେକ ଥର ପଚ-ରାଉ-ଚରା କରିବା ପରେ ସେ ଘର ଲୋକଙ୍କୁ ସବୁ କଥା କହିଥିଲେ । ତେବେ ଘର ଲୋକ ବର୍ତ୍ତମାନ ଚୌଦ୍ଵାର ଥା-ନାରେ ପ୍ରଶାନ୍ତ ନାୟକ ନାମରେ ଅଭି-ଯୋଗ ଆଣିଛନ୍ତି ଏବଂ ପୋ-ଲିସ ତାଙ୍କୁ ଗି-ରଫ କରି ନେଇଛି ।

Leave a Reply

Your email address will not be published. Required fields are marked *