ଆଜି ଆମେ ଆପଣଙ୍କୁ ଏକ ସତ୍ୟ ଘ-ଟଣା ବିଷୟରେ କହିବୁ । ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ମୃ-ତ୍ୟୁ ପରେ କଣ କେହି କେବେ ଜୀବିତ ହୋଇପାରେ ? କିନ୍ତୁ ସୁମିତ୍ରାଙ୍କ କ୍ଷେତ୍ରରେ ଏହିଭଳି ହୋଇଛି । ସୁମିତ୍ରାଙ୍କର ପିଲାଦିନରୁ ମା’ ମୃ-ତ୍ୟୁ ବରଣ କରିଥିଲେ । ପରିବାରରେ କେବଳ ବାପା ଏବଂ ପରିବାର ଖୁବ ଦୁଃ-ଖ ଅନଟନ ଏବଂ ଅଭାବରେ ଚଳି ଯାଉଥିଲା ।
କିନ୍ତୁ ସୁମିତ୍ରା ସମ୍ପୂର୍ଣ୍ଣ ଏକା ହୋଇ ଯାଇଥିଲେ । ତେବେ ଯେତେବେଳେ ସୁମିତ୍ରାଙ୍କର ବିବାହ କରିବାର ବୟସ ହେଲା ସେତେବେଳେ ବାପା ଭଲ ଘର ଏବଂ ଭଲ ବର ଦେଖି ବିବାହ କରାଇଦେଲେ । ପରିବାର ଖୁବ ଭଲ ଥିଲା । ଆଉ ସୁମିତ୍ରାଙ୍କୁ ମଧ୍ୟ ଭଲ ପରିବାର ଟିଏ ମିଳିବା ପରେ ସେ ମଧ୍ୟ ଖୁବ ଖୁସି ରହୁଥିଲେ । ପରିବାରରେ ତଥାପି ଅଭାବ ରହିଥାଏ ।
ଏପଟେ ସୁମିତ୍ରାଙ୍କର ଏକ ପୁଅଟିଏ ହୁଏ ଯାହାକୁ ସୁମିତ୍ରା ଖୁବ ଭଲ ପାଉଥିଲେ । ପୁଅକୁ ଗାମୁଛା ଯୋଗେ ପିଠିରେ ବାନ୍ଧି ସେ ନଈକୁ ପାଣି ଆଣିବାକୁ ଯାଉଥିଲେ । କିନ୍ତୁ ଗୋଟିଏ ଦିନ ଏକ ଭିନ୍ନ ଘ-ଟଣା ଘଟି ଯାଇଥିଲା । ନଈରୁ ପାଣି ନେଇ ଆସିବା ସମୟରେ ହଠାତ ସୁମିତ୍ରାଙ୍କ ବେକ ଏବଂ ହାତ ମୋଡ଼ି ହୋଇ ଗଲା ଏବଂ ସେ ଚେ-ତାଶୂ-ନ୍ୟ ହୋଇଗଲେ ।
ଲୋକେ ତାଙ୍କୁ ଦେଖି ଭ-ୟଭୀ-ତ ହୋଇ ଯାଇଥିଲେ । ସୁମିତ୍ରା ଉଠିବା ପରେ ତାଙ୍କର କିଛିବି କଥା ମନେ ନଥିଲା । ମାତ୍ର ସେହିଦିନ ଠାରୁ ସୁମିତ୍ରାଙ୍କ ଠାରେ ସେହି ସମାନ ସମସ୍ୟା ଦେଖା ଦେଇଥିଲା । କୌଣସି ଗୁଣିଆ କିମ୍ବା ବଇଦ ଭଲ କରି ପାରିଲେ ନାହିଁ । ଏମିତି ତିନି ଦିନ ପରେ ସୁମିତ୍ରାଙ୍କ ମୃ-ତ୍ୟୁ ହୋଇଗଲା ।
ତାଙ୍କୁ କୋକେଇରେ ନେଇ ସ୍ମଶା-ନରେ ସ-ତ୍କାର କରିବା ସମୟରେ ହଠାତ ସୁମିତ୍ରା ଉଠି ବସିଲେ । ଲୋକେ ଭ-ୟରେ ଦୌଡ଼ିବାରେ ଲାଗିଲେ । କିନ୍ତୁ ବଇଦ ନିଶ୍ଚିତ କଲେ ଯେ ସୁମିତ୍ରା ବଞ୍ଚିଛି ବୋଲି । ଏମିତି ଖୁସିରେ ସୁମିତ୍ରାକୁ ସ୍ୱାମୀ କୁଣ୍ଢେଇ ପକାଇବାରୁ ସୁମିତ୍ରା ତାଙ୍କୁ ଫିଙ୍ଗି ଦେଇଥିଲା ଏବଂ କହିଥିଲା ଯେ ସେ ସୁମିତ୍ରା ନୁହଁନ୍ତି ସେ ଶିବା ଅଟନ୍ତି ।
ଯାହାକୁ ତାଙ୍କର ଶାଶୁ ଘର ଲୋକେ ହ-ତ୍ୟା କରିଥିଲେ । ଶିବାଙ୍କ ବାପାଙ୍କୁ ଡକା ଯିବାରୁ ସବୁ କଥା ସାମ୍ନାକୁ ଆସିଥିଲା । ତେବେ ସେ କହିଛନ୍ତି ଯେ ଅତୃପ୍ତ ଆତ୍ମା ଭାବରେ ଘୁରି ବୁଲୁଥିଲେ ଏବଂ ସୁମିତ୍ରାଙ୍କ ଶ-ବରେ ପଶି ଯାଇଥିଲେ । ତେବେ ଏଠାରେ କହି ରଖିବୁ ଯେ ଏହି ଘଟ-ଣା ୧୯୮୪ ର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଲୋକେ ଏହି ଘଟ-ଣାକୁ ମନେ ପକାଇ ଭ-ୟ କରୁଛନ୍ତି ।