୮ ମାସର ବିବାହ ପରେ ସ୍ତ୍ରୀ ଆଗରେ ସ୍ବାମୀଙ୍କୁ ଦୁ-ର୍ବୃତ୍ତ କଲେ ହ-ତ୍ୟା , କାର ଭିତରେ ଥିଲା ସ୍ତ୍ରୀ

ବିବାହ ଥିଲା ମାତ୍ର ୮ ମାସର ଆଉ ଏହି ୮ ମାସ ଭିତରେ ସ୍ତ୍ରୀ ମଥାରୁ ଲିଭି ଗଲା ସିନ୍ଦୂର । ଆଉ ଆରପାରିକୁ ଚାଲିଗଲା ସ୍ଵାମୀ । ଏପରି ଏକ ଦୁଃ-ଖଦ ଘ-ଟଣା ଯାହା ସମସ୍ତଙ୍କ ଆଖିରୁ ଲୁହ ଝରାଇ ଦେବ ଆଉ ଏହାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା । ତେବେ ଏହି ସ୍ଵାମୀ ଜଣକ ମ-ରିଲେ କେମିତି ତା ବିଷୟରେ ଜାଣିଲେ ଆପଣ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ହଁ ଆଜ୍ଞା ଏହା କିଛି ସାଧାରଣ ମୃ-ତ୍ୟୁ ନୁହେଁ ବ୍ୟକ୍ତି ଜଣଙ୍କୁ ହତ୍ୟା କରାଯାଇଛି । ଆଉ ତାଙ୍କ ହ-ତ୍ୟାକା-ଣ୍ଡ ପଛରେ କାହାର ହାତ ଅଛି ଜାଣିଛନ୍ତି କି ।

ବ୍ୟକ୍ତି ଜଣକ ହ-ତ୍ୟାକା-ଣ୍ଡ ପଛରେ ରହିଛି ତାଙ୍କ ନିଜ ଶଶୁରଙ୍କ ହାତ । ତେବେ ଆମେ କହୁଛୁ ତେଲେଙ୍ଗାନା ନାଲୋକେଣ୍ଡା ଜିଲ୍ଲାର ମିରୀୟାରାକୁଡ ଅଞ୍ଚଳର କଥା । ପ୍ରଳୟ ଏବଂ ଅମୃତା ଦୁହେଁ ସ୍ୱାମୀ ସ୍ତ୍ରୀ । ଉଭୟ ସ୍ବାମୀ ସ୍ତ୍ରୀ ହାଇଦ୍ରାବାଦରେ ଇଞ୍ଜିନିୟର ଡିଗ୍ରୀ ହାସଲ କରିଥିଲେ ଆଉ ଚାକିରୀ ମଧ୍ୟ କରୁଥିଲେ । ତେବେ ଦୁହେଁ ପରସ୍ପରକୁ ଅନେକ ବର୍ଷ ହେବ ଭଲ ପାଇ ଆସୁଥିଲେ ଆଉ ୮ ମାସ ପୂର୍ବରୁ ପ୍ରେମ ବିବାହ କରିଥିଲେ । ତେବେ ଏହି ବିବାହରେ ଉଭୟ ପରିବାର ବର୍ଗ ସାମିଲ ରହିଥିଲେ ଆଉ ଝିଅ ପୁଅଙ୍କୁ ଆଶୀର୍ବାଦ କରିଥିଲେ ।

ତେବେ ବିବାହ ସିନା ହୋଇ ଯାଇଥିଲା କିନ୍ତୁ ଝିଅ ଘର ପରିବାର ଏହି ବିବାହରେ ଖୁସି ନଥିଲେ । କେବଳ ସେମାନେ ଉପରେ ହିଁ ହସୁଥିଲେ । କାହିଁକି ନା ପୁଅ ଘର ଲୋକ ତାଙ୍କ ଭଳି ଏତେ ଧନୀ ନଥିଲେ । ଆଉ ସେହି ବିବାହ ପର ଠାରୁ ଜ୍ବାଇଁଙ୍କୁ ହ-ତ୍ୟା କରିବା ପାଇଁ ଶଶୁର ରଚିଥିଲା ଷ-ଡଯ-ନ୍ତ୍ର । ତେବେ ଶେଷରେ ସେହି ଦିନ ୮ ମାସ ପରେ ଆସିଥିଲା । ଯେତେବେଳେ ଝିଅ ଏବଂ ଜ୍ବାଇଁ ଗୋଟିଏ ଦିନ ଏକାଠି ବୁଲିବାକୁ ଯାଉଥିଲେ ସେତେବେଳେ ଶଶୁର ସେମାନଙ୍କ ଉପରେ ନଜର ରଖିଥିଲେ ।

ଆଉ କାର ମଧ୍ୟରେ ଝିଅ ରହିଥିବା ବେଳେ ଜ୍ବାଇଁ ବାହାରକୁ ଆସିଥିଲେ । ଏହି ସମୟ ମଧ୍ୟରେ ଦୁ-ର୍ବୃତ୍ତ ମାନେ ଆସି ଜ୍ବାଇଁଙ୍କୁ ମାଡ଼ ମାରିଥିଲେ । ଆଉ ପି-ଟି ପି-ଟି ତାଙ୍କୁ ହ-ତ୍ୟା କରି ଦେଇଥିଲେ । ତେବେ ସ୍ତ୍ରୀ ଆଗରେ ସ୍ବାମୀ ମାଡ଼ ଖାଉଥିବା ବେଳେ ସେ କିଛି କରି ପାରିନଥିଲେ । କାହିଁକି ନା ସେ କାର ମଧ୍ୟରୁ ବାହାରକୁ ବାହାରି ନଥିଲେ । ସେ ବହୁତ ଭ-ୟଭୀ-ତ ହୋଇ ଯାଇଥିଲେ । ଶେଷରେ ସ୍ବାମୀଙ୍କୁ ହ-ତ୍ୟା କରି ଫୋପାଡ଼ି ଦେଇଥିଲେ ଦୁ-ର୍ବୃତ୍ତ ମାନେ । ତେବେ ଯେତେବେଳେ ତ-ଦନ୍ତ କରାଗଲା ସେତେବେଳେ ଗୋଟି ଗୋଟି କରି ସବୁ ସତ ସାମ୍ନାକୁ ଆସିଥିଲା ଆଉ ଜଣା ପଡ଼ିଥିଲା କି ହ-ତ୍ୟାକା-ଣ୍ଡ ପଛରେ ରହିଛି ଶଶୁରଙ୍କ ହାତ ।

Leave a Reply

Your email address will not be published. Required fields are marked *