କେନ୍ଦ୍ରାପଡ଼ା ପରେ କେନ୍ଦୁଝରରେ କୁମ୍ଭୀର ଖାଇଦେଲା ଷଣ୍ଡକୁ ।

ରାଜ୍ୟରୁ ଥମୁନି କୁମ୍ଭୀର ଆ-ତଙ୍କ । ମଣିଷ ଖିଆ କୁମ୍ଭୀର ମଣିଷ ମାଂସ ଲୋଭରେ କେବଳ ନଦୀ ହିଁ ପରିବର୍ତ୍ତନ କରୁଛି । କେତେବେଳେ ଯାଜପୁର ତ କେତେବେଳେ କେନ୍ଦ୍ରାପଡ଼ାରେ ମଣିଷକୁ ମାରି ନିଜର ଭୋକ ମେଣ୍ଟାଇ ପେଟ ପୂଜା କରୁଥିଲା । ହେଲେ କେନ୍ଦ୍ରାପଡ଼ା, ଯାଜପୁର,ଭଦ୍ରକ ଭଳି ଅଞ୍ଚଳରେ ଜଣଙ୍କ ପରେ ଜଣଙ୍କ ଜୀବନ କୁମ୍ଭୀର ମୁହଁରେ ଯିବା ପରେ ଲୋକେ ସଚେତନ ହୋଇ ଯାଇଥିଲେ । ଆଉ ଏହା ପରେ କୁମ୍ଭୀରକୁ ମିଳି ନଥିଲା ମଣିଷର ମାଂସ ।

ତେଣୁ କୁମ୍ଭୀର ମଣିଷ ମାଂସ ନପାଇ ଧାଇଁ ଯାଇଥିଲା କେନ୍ଦୁଝର । ଏବେ କେନ୍ଦୁଝରରେ କୁମ୍ଭୀର ଆ-ତଙ୍କ ସୃଷ୍ଟି କରୁଥିବା ବେଳେ ଲୋକଙ୍କ ଆଖିର ନିଦ ହଜାଇ ଦେଇଛି । କେନ୍ଦୁଝର ନଈରେ କୁମ୍ଭୀର ଘୁରି ବୁଲୁଥିବା ବେଳେ ଜଣେ ବୃଦ୍ଧ ପଡ଼ି ଯାଇଥିଲେ କୁମ୍ଭୀର ସାମ୍ନାରେ । ଆଉ ଏହା ପରେ କୁମ୍ଭୀର ମଣିଷ ଭିତରେ ଆରମ୍ଭ ହୋଇଯାଇଥିଲା ଲୁ-ଚକା-ଳୀ ଖେଳ । କୁମ୍ଭୀର ନଦୀ କୂଳରେ ଲୁଚି ରହି ମଣିଷକୁ ଅପେକ୍ଷା କରିଥିବା ବେଳେ ଜଣେ ବୃଦ୍ଧଙ୍କୁ ମା-ରି ଖାଇବାକୁ କରୁଥିଲା ଯୋଜନା ।

ଆଉ ଏହା ପରେ କୁମ୍ଭୀର ମଣିଷ ମାନଙ୍କ ଭିତରେ ଲଢେ଼ଇ ଘମାଘୋଟ ହେବା ପରେ । ଶେଷରେ ବୃଦ୍ଧ ତାଙ୍କ ଆୟୁଷ ବଳରେ କୁମ୍ଭୀର ମୁହଁରୁ ଖସି ଆସିଥିଲେ । ଏହା ପରେ କୁମ୍ଭୀର ମଣିଷ ମାଂସ ନପାଇ ଭୋକରେ ଆଉଟ ପାଉଟ ହୋଇ ଶେଷରେ ଏକ ଷଣ୍ଡକୁ ମାରି ଖାଇଦେଇଥିବା ଚର୍ଚ୍ଚା ଜୋର ଧରିଛି । କୁମ୍ଭୀର ମଣିଷ ମାଂସ ଲୋଭରେ ବିକଳ ହୋଇ ନଦୀ କୂଳରେ ଘୁରି ବୁଲୁଥିଲା । ଏହା ପରେ ମଣିଷ ଯେତେବେଳେ ଦେଖିଥିଲା ନଦୀକୁ କୁମ୍ଭୀର ଆସିଛି ସେ ସଚେତନ ହୋଇ ଯାଇଥିଲା ।

ଆଉ ଏହା ପରେ କୁମ୍ଭୀର ମଣିଷ ଭିତରେ ଲୁ-ଚକା-ଳୀ ଖେଳ ଚାଲିଥିବା ବେଳେ କୁମ୍ଭୀରକୁ ପାନେ ଦେବାକୁ ଜିଲ୍ଲାବାସୀ ଯୋଜନା କରିଥିଲେ । ହେଲେ କୁମ୍ଭୀର ବି ଭୋକରେ ଆଉ ଅଧିକ ସମୟ ନ ରହି ପାରି ଷଣ୍ଡକୁ ନଦୀ ପାଣିକୁ ଟାଣି ନେଇ ଖାଇଦେଇଥିଲା । ତେବେ ଏହି ଘଟ-ଣା ସାରା ରାଜ୍ୟରେ ଆତଙ୍କ ସୃଷ୍ଟି କରୁଥିବା ବେଳେ । ମଣିଷ ଏବେ ନଦୀ ପାଣିରେ ଗୋଡ ବୁଡ଼ାଇବାକୁ ଭ-ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *