ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁଙ୍କୁ ଗୁ-ଳି କଲେ ବିହାରୀ ସୁ-ପାରି କି-ଲର…

ଦୀର୍ଘ ଦିନ ହେଲା ସାରା ଓଡ଼ିଶାକୁ ହଇଚଇ କରିଦେଇଛି ଲେଡୀ ବ୍ଲାକ-ମେଲର ଅର୍ଚ୍ଚନା ନାଗର କଳା କାର-ନାମା । ଗୋଟିଏ ପରେ ଗୋଟିଏ ସତ୍ୟ କଥା ସାମ୍ନାକୁ ଆସିବାରେ ଲାଗିଛି । କିପରି ଜଣେ ମହିଳା ବ୍ଲାକ-ମେଲ୍ କରି ଟଙ୍କା ଲୁ-ଟି ଚାଲି ଥିଲେ ଆଉ ଏଥିରେ ତାଙ୍କ ସାଥ ଦେଉଥିଲେ ତାଙ୍କ ସ୍ଵାମୀ । ଯିଏକି ସ୍ତ୍ରୀ ଏପରି କରୁଛି ବୋଲି ଜାଣି ମଧ୍ୟ ଚୁପ୍ ରହୁଥିଲେ ଆଉ ସ୍ତ୍ରୀକୁ ସ-ପୋର୍ଟ କରି ଚାଲିଥିଲେ କାରଣ ସେମାନଙ୍କୁ ଏହି କାମରୁ ମିଳୁଥିଲା ପୂଳା ପୁଳା ଟଙ୍କା ।

ସ୍ତ୍ରୀ ଅନ୍ୟ ଲୋକମାନଙ୍କ ସହିତ ରଖୁଥିଲେ ଶାରୀ-ରିକ ସ-ମ୍ପର୍କ ଆଉ ଏପଟେ ସ୍ଵାମୀ ଏଗୁଡ଼ିକର ଭିଡିଓ କରିଥିଲେ ରେ-କର୍ଡ । ପରେ ଏଗୁଡ଼ିକ ନିଜ ଲାପଟପ୍ ମାଧ୍ୟମରେ ସେହି ଲୋକମାନଙ୍କ ପାଖକୁ ପଠାଇ ଆଣୁଥିଲେ ଟଙ୍କା । ତେବେ ଏତିକିରେ ବି ମନ ମାନୁ ନଥିଲା ଫେସବୁକ୍ ରେ ମଧ୍ୟ ଶହ ଶହ ସାଙ୍ଗ ବନାଇ ଅର୍ଚ୍ଚନା ଲୁ-ଟୁଥିଲା ଟଙ୍କା । ତେବେ କୁହାଯାଏ ଦିନେ ନା ଦିନେ ସଠିକ୍ ସମୟ ଆସିବ ଆଉ ଏହି ସମୟ ଆସିଥିଲା ଅର୍ଚ୍ଚନା ଆଉ ତାଙ୍କ ସ୍ଵାମୀ ଜଗବନ୍ଧୁଙ୍କର ।

ଭଗବାନ ଆଉ ସହି ପାରି ନଥିଲେ ଆଉ ଶେଷରେ ଧ-ରା ପଡ଼ିଥିଲେ ଦୁହେଁ । ବର୍ତ୍ତମାନ ଅର୍ଚ୍ଚନା ଜେ-ଲରେ ଦିନ କାଟୁ ଥିବା ବେଳେ ତାଙ୍କ ସ୍ଵାମୀ କେଉଁଠି ଫେ-ରାର ଅଛନ୍ତି । ତେବେ ଏସବୁ ମଧ୍ୟରେ ଶୁଣିବାକୁ ମିଳୁଛି କି , ଜଗବନ୍ଧୁଙ୍କୁ ବିହାରୀ ସୁପାରି କି-ଲର ଗୁ-ଳି କରି ଦେଇଛନ୍ତି । ଆଉ ଏହା ପଛର କାରଣ ହେଉଛନ୍ତି ଅର୍ଚ୍ଚନା । କିଛି ବର୍ଷ ଆଗରୁ ରାଉରକେଲା ର ଜଣେ ବ୍ୟବସାୟୀଙ୍କୁ ହଇ-ରାଣ କରି ତାଙ୍କ ଠାରୁ କୋଟି କୋଟି ଟଙ୍କା ଲୁ-ଟି ଥିଲେ ଅର୍ଚ୍ଚନା ।

ତେବେ ଏହି କଥାର ପ୍ରତି-ଶୋଧ ନେବା ପାଇଁ ବ୍ୟବସାୟୀ ଜଣକ ଅର୍ଚ୍ଚନା ଆଉ ତାଙ୍କ ସ୍ଵାମୀ ଜଗବନ୍ଧୁଙ୍କୁ ଟା-ର୍ଗେଟ କରୁଥିଲେ । ସେମାନେ କୁଆଡେ ଯାଉଛନ୍ତି ଆଉ କଣ କରୁଛନ୍ତି ସବୁଥିରେ ତାଙ୍କର ଥିଲା ନଜର । ଆଉ ଶେଷରେ ସେ ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ । ତେବେ ଏଥିପାଇଁ ସେ ଅଣ ଓଡ଼ିଆ ବିହାରୀ ସୁ-ପାରି କି-ଲର ମାନଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିଲେ ବୋଲି ଶୁଣିବାକୁ ମିଳୁଛି ଆଉ ସେମାନେ ଜଗବନ୍ଧୁଙ୍କ ଉପରକୁ ଗୁ-ଳି ମା-ଡ କରିଛନ୍ତି ଆଉ ଗୁ-ଳି ଯାଇ ତାଙ୍କ ବେକରେ ବାଜିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *