ସାରା ଓଡ଼ିଶାରେ ଗୋଟିଏ ଚର୍ଚ୍ଚା ଘରେ ଘରେ ଗୋଟିଏ କଥା ସୁନ୍ଦରୀ ଅର୍ଚ୍ଚନାଙ୍କ ଖେଳ ଶେଷ। ହେଲେ ବନ୍ଧୁଗଣ ଅର୍ଚ୍ଚନାଙ୍କୁ ନେଇ ପୋ-ଲିସ ଯେତେ ଖୋଳ ତାଡ଼ କରୁଛି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଯାହା ଜାଣିବା ପରେ ଆପଣ ବି ହୁଏତ ହୋଇ ଯାଇ ପାରନ୍ତି ତାଯୁବ। ହଁ ଆଜ୍ଞା ଅର୍ଚ୍ଚନା ଟଙ୍କା ଲୋଭରେ ପର ପୁରୁଷଙ୍କ ସାଥିରେ ଶାରୀ-ରିକ ସ-ମ୍ପର୍କ ରଖୁଥିବା ବେଳେ ଅର୍ଚ୍ଚନାଙ୍କ ନିଜ ସ୍ୱାମୀ ଜଗବନ୍ଧୁ ସେହି ଅନ୍ତ-ରଙ୍ଗ ମୁହୂର୍ତ୍ତର ଫଟୋ ଲୁ-ଚି ଲୁ-ଚି ଆସି କ୍ୟାମେରାରେ କ-ଏଦ କରୁଥିଲେ।
ଏହି ଘଟ-ଣା ଏବେ ସାମ୍ନାକୁ ଆସିବା ପରେ ସାରା ଓଡ଼ିଶାରେ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସମସ୍ତେ କହୁଛନ୍ତି ତୁମେ ଏମିତି ସ୍ୱାମୀ ଜଗବନ୍ଧୁ ତୁମ ପରି ସ୍ୱାମୀ ଏ ଦୁନିଆ କଣ ସାରା ଦୁନିଆରେ ମଧ୍ୟ ମିଳିବେ ନାହିଁ। ହଁ ଏମିତି ସ୍ୱାମୀ ଜଗତେ ନାହିଁ। ଯେଉଁ ସ୍ୱାମୀ ନିଜ ସ୍ତ୍ରୀକୁ ପର ପୁରୁଷ ସାଥିରେ ସ-ମ୍ପର୍କ ରଖିବାକୁ କହି ଧନୀ ହେବାର ନି-ଶାରେ ସ୍ତ୍ରୀ ଓ ପର ପୁରୁଷର ଅନ୍ତ-ରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇ ରଖୁଛନ୍ତି।
ରାଜଧାନୀର ଦୁଇ ଦୁଇଟି ଥା-ନାରେ ଏବେ ଅର୍ଚ୍ଚନାଙ୍କ ନାମରେ ମାମ-ଲା ରୁ-ଜ୍ଜୁ ହୋଇଛି। ଗୋଟିଏ ଖଣ୍ଡଗିରି ଥା-ନାରେ ହୋଇଥିବା ବେଳେ ଅନ୍ୟଟି ନୟାପଲ୍ଲୀ ଥା-ନାରେ ତେବେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ନାମରେ ମଧ୍ୟ ଲୁକ ଆଉଟ ନୋଟିସ ମଧ୍ୟ ଜାରି କରାଯାଇଛି। କେବଳ ଏତିକି ନୁହେଁ ଅର୍ଚ୍ଚନାଙ୍କ ନାମରେ ଯେତେ ସାରା ବ୍ୟାଙ୍କ ପାସ ବୁକ ଓ ଘରେ ଯେତେ ମୋବାଇଲ ଓ ଲ୍ୟାପଟପ ସମସ୍ତ ଜିନିଷକୁ ପୋ-ଲିସ ହେପାଯତକୁ ନେଇ ତାର ଛାନଭିନ ଆରମ୍ଭ କରିଛି।
ତେବେ ସେପଟେ ଅର୍ଚନାଙ୍କ ଏକାଉଣ୍ଟ ରେ କେତେ ଟଙ୍କା ଅଛି ଓ ଦେଶର କେଉଁ କେଉଁ ସ୍ଥାନରେ ଅର୍ଚନାଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଅଛି ତାହାର ଖୁଲାସା କରିବାକୁ ପୋ-ଲିସ ଜୋର ସୋରରେ ଲାଗିପଡିଛି। ସୁନ୍ଦରୀ ଅର୍ଚ୍ଚନା ଖେଳ ଏବେ ପୋ-ଲିସ ହାତରେ ଗୋଟି ଗୋଟି କରି ଧ-ରା ପଡିବ। ଆଉ ଯାହା କୁହାଯାଉଛି କି ଏହି ଘଟ-ଣାରେ ଅର୍ଚ୍ଚନାଙ୍କ ସ୍ୱାମୀ ମଧ୍ୟ ପୋଲି-ସର ତ-ଦନ୍ତ ପରିସର ଭୁକ୍ତ ହେବେ।
ଏବେ ଅର୍ଚ୍ଚନାଙ୍କ ଖେଳ ଶେଷ ହେବା ପୂର୍ବରୁ ପୋ-ଲିସ ଆଉ ଏକ ନୂଆ ଖୁଲାସା କରିଛି। କି ଅର୍ଚ୍ଚନା ଏବେ ଏବେ ଜଣେ ଯୁବକଙ୍କ ସହ ସ-ମ୍ପର୍କ ରଖିଥିବା ବେଳେ ପ୍ରଥମେ ସେହି ଯୁବକଙ୍କ ସହ ବନ୍ଧୁତା କରିଥିଲେ ତା ପରେ ଯୁବକଙ୍କ ମନ କିଣିବାକୁ ଚେଷ୍ଟା କରି ତାଙ୍କ ସହ ମିଠା ମିଠା କଥା ହୋଇଥିଲେ ଆଉ ପରେ ଯୁବକ ଜଣଙ୍କୁ ଶାରୀ-ରିକ ସମ୍ପ-ର୍କ ରଖିବା ପାଇଁ ଅଫର କରିଥିଲେ
ଯେତେବେଳେ ଯୁବକ ଜଣଙ୍କ ସୁନ୍ଦରୀ ଅର୍ଚ୍ଚନାଙ୍କ ଜା-ଲରେ ପଡିଯାଇଥିଲେ ସେତେବେଳେ ଅର୍ଚ୍ଚନା ତାଙ୍କ ସହ ଗୁପ୍ତ କୋଠରୀରେ ସ-ମ୍ପର୍କ ରଖିଥିଲେ। ଯେତେବେଳେ ଅର୍ଚ୍ଚନା ଆଉ ଯୁବକ ଶାରୀ-ରିକ ସମ୍ପ-ର୍କ ରଖୁଥିଲେ ସେହି ସମୟରେ ଜଗବନ୍ଧୁ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଉଠାଇ ନେଇଥିଲେ।
ସ୍ତ୍ରୀ ରଖୁଥିଲେ ଶାରୀ-ରିକ ସ-ମ୍ପର୍କ ଆଉ ସ୍ୱାମୀ ଲୁ-ଚି ଲୁ-ଚି ଫଟୋ ଉଠାଉଥିଲେ। ଆଉ ସେହି ଫଟୋକୁ ପରେ ଯୁବକଙ୍କୁ ପଠାଇ ତାଙ୍କୁ ବ୍ଲା-କମେ-ଲ କରି ଲୁ-ଟିଥିଲେ ଲକ୍ଷ ଲକ୍ଷ ଟଙ୍କା ସମାଜ କୁ ଡରି ସମାଜର ଲ-ଜ୍ୟାକୁ ଡରି ନିଜ ସମ୍ମାନ ପାଇଁ ଯୁବକ ଜଣଙ୍କ ଅର୍ଚ୍ଚନାଙ୍କୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଦେଉଥିଲେ। ତେବେ ଯାହା ବର୍ତ୍ତମାନ ପୋ-ଲିସ ହାତରେ ଲାଗିଛି ଆଉ ଏହି ଖୁଲାସା ନିଜେ ପୋ-ଲିସ ଡିସିପି କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଆଗକୁ ଆଉ କେଉଁ କେଉଁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।