ବୈବାହିକ ଜୀବନରେ ଖୁସି ମିଳେ ନାହିଁ ଏହି ଦୁଇଟି ନାମର ଝିଅଙ୍କୁ….

ତେବେ ମନୁଷ୍ୟ ଜୀବନ ଅନେକ ସମୟରେ ବୈଜ୍ଞାନିକ ସହ ଜଡିତ ରହିଥିବା ବେଳେ ଅନେକ ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ସହ ଜଡିତ ରହିଥାଏ। ତେବେ ଯଦି ଏହାକୁ ଅବମାନନା କରନ୍ତି ତାହାଲେ ମନୁଷ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ କିଛି ହସ୍ତ ରେଖା ଶାସ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିବା ପରେ ଆପଣ ନିଜେ ଜାଣି ପାରିବେ ଆପଣଙ୍କ ପାଇଁ ତାହା ଶୁଭ କି ଅଶୁଭ।

ମନୁଷ୍ୟ ଜୀବନ ଅନେକ ସୁଖ ଦୁଃଖ ହାନି ଲାଭ ଦେଇ ଗତି କରିଥାଏ। ମନୁଷ୍ୟ ଯେତେବେଳେ ଦାରିଦ୍ର୍ୟତାର ଶିକାର ହୋଇଥାଏ ସେତେବେଳେ ସେ ନିଜର ସର୍ବସ୍ବ ହରାଇ ଦେଇଥାଏ। ଯେଉଁ ଲୋକମାନେ ଟଙ୍କା ଥିବା ସମୟରେ ପାଖରେ ଥାନ୍ତି ସେହିମାନେ ଦାରିଦ୍ର୍ୟତା ସମୟରେ ଏଡେଇ ହୋଇ ଚାଲି ଯାଆନ୍ତି।

ମନୁଷ୍ୟ ଜନ୍ମ ହେବା ଆଗରୁ ଆମ ରାଶି ନକ୍ଷେତ୍ର ସ୍ତିର ହୋଇ ସାରିଥାଏ। ତେବେ ଏହି ରାଶି ନକ୍ଷେତ୍ରକୁ ଆଧାର କରି ମନୁଷ୍ୟର ସୁଖ, ଦୁଃଖ, ଭଲ ମନ୍ଦ ଜାଣି ହୁଏ। ବ୍ୟକ୍ତିର ବ୍ୟକ୍ତିଗତ ଜୀବନ କିପରି ଆଗକୁ ରହିବ ପ୍ରାକ୍ ଭବିଷ୍ୟତ ମଧ୍ୟ ଏହି ରାଶି ଏବଂ ନକ୍ଷେତ୍ରକୁ ଗଣନା କରି ଜାଣି ହୁଏ। ତେବେ ଶାସ୍ତ୍ର ଅନୁସାରେ ଏହି ଦୁଇଟି ନାମର ଝିଅ ମାନେ ସର୍ବଦା ଦୁଃଖ ରେ ରୁହନ୍ତି। ତେବେ କେଉଁ ଦୁଇଟି ନାମ ଆଜି ଆମେ ସେ ବିଷୟରେ ଜାଣିବା।

ଗୋଟିଏ ଝିଅ ପାଇଁ ବାପ ଘରେ ଥିଲେ ବାପା ମାଆ ତା’ର ସବୁକିଛି ହୋଇଥାନ୍ତି। ସେହିଭଳି ଶାଶୁ ଘରକୁ ଗଲେ ସ୍ୱାମୀ ତା’ପାଇଁ ସବୁକିଛି ପାଲଟି ଯାଏ। ବିବାହର ବନ୍ଧନ ବାନ୍ଧି ହେବା ପରେ ସ୍ୱାମୀକୁ ନିଜର ଈଶ୍ୱର ବୋଲି ମାନି ନେଇଥାଏ ଏବଂ ସ୍ୱାମୀର ସେବା କରିଥାଏ। ବାହାଘର ଏକ ପବିତ୍ର ବନ୍ଧନ ହୋଇଥାଏ ଯେଉଁଥିରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପରସ୍ପରକୁ ସାହାଯ୍ୟ କରିଥାନ୍ତି। କିନ୍ତୁ ଏପରି କିଛି ହତ ଭଗିନୀ ଅଛନ୍ତି ଯିଏକି ନିଜ ପରିବାର ପାଇଁ ସବୁକିଛି କରିବା ପରେ ମଧ୍ୟ ଜୀବନରେ ଖୁସି ରହି ପାରନ୍ତି ନାହିଁ। ତେବେ ଆସନ୍ତୁ ଜାଣିବା ସେହି ୨ ଟି ନାମର ସ୍ତ୍ରୀ ଙ୍କ ସମ୍ବନ୍ଧରେ।

୧. P ନାମର ଝିଅ:- P ନାମର ଝିଅ ମାନେ ବିବାହ ପରେ ନିଜ ଶାଶୁ ଶଶୁର ଏବଂ ସ୍ୱାମୀଙ୍କ ସେବାରେ ଲାଗି ଯାଇଥାଏ। ସ୍ୱାମୀଙ୍କ ମନକୁ କେବେବି ଦୁଃଖ ପହଞ୍ଚିଲା ଭଳି କୌଣସି କଥା କୁହନ୍ତି ନାହିଁ। କିନ୍ତୁ ଏହି ନାମର ଝିଅମାନେ କେବେବି ସ୍ତ୍ରୀର ସୁଖ ପାଆନ୍ତି ନାହିଁ। ସ୍ୱାମୀ କେତେବେଳେ ମଧ୍ୟ ନିଜ ସ୍ତ୍ରୀର ଭଲ ପାଇବା ବୁଝି ପାରେ ନାହିଁ। ଯେଉଁ କାରଣରୁ ସାରା ଜୀବନ ଦୁଃଖରେ କାଟିଥାଏ।

୨. K ନାମର ଝିଅ:- ଯେଉଁ ଝିଅମାନଙ୍କ ନାମ K ରେ ଆରମ୍ଭ ସେମାନେ କେବେବି ବୈବାହିକ ଜୀବନରେ ଖୁସି ପାଆନ୍ତି ନାହିଁ। ତାଙ୍କର କୌଣସି ଭୁଲ ନଥିଲେ ମଧ୍ୟ ସେ ସମସ୍ତ ଦୋଷର ଶିକାର ହୋଇଥାନ୍ତି। ସ୍ୱାମୀଙ୍କ ସନ୍ଦେହରେ ସର୍ବଦା ରୁହନ୍ତି। ସେମାନେ କେବେବି ସ୍ୱାମୀଠାରୁ ଭଲ ପାଇବା ଓ ଖୁସି ପାଆନ୍ତି ନାହିଁ।

Leave a Reply

Your email address will not be published. Required fields are marked *