ରାଜରାସ୍ତାରେ ମହିଳାଙ୍କ ହାଇଡ୍ରାମା, ଉଚ୍ଛେଦକୁ ନେଇ ଅଫିସରଙ୍କ ଉପରେ ଗର୍ଜିଲେ ମହିଳା। ଦେଖନ୍ତୁ ଏହି ଭିଡ଼ିଓ।

ସୋସିଆଲ ମିଡ଼ିଆରେ ସର୍ବଦା ବିଭିନ୍ନ ପ୍ରକାର ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିଲା ପରେ ହସକୁ ରୋକି ହୁଏ ନାହିଁ। ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। ତେବେ ବର୍ତ୍ତମାନ ସମୟରେ ଏହିଭଳି ଏକ ଭିଡ଼ିଓ ଭାଇରାଲ ହେଉଛି। ମହିଳାଙ୍କ ସହ ହେଉଥିବା ଅ-ତ୍ୟାଚା-ର ଭିଡ଼ିଓ ଭାଇରାଲ ହେଉଛି।

ତେବେ ଆପଣମାନେ ଜାଣିଛନ୍ତି ସହରାଞ୍ଚଳର ରାସ୍ତା କଡରେ ଦୋକାନ କରିବା ଏବଂ ସାମଗ୍ରୀ ବିକ୍ରି କରିବା ଏହା ଶକ୍ତ ଭାବରେ ବିଏମସି ପକ୍ଷରୁ ମନା କରାଯାଇଛି। ଯଦି ଆପଣ ରାସ୍ତା କଡରେ ବିକ୍ରି କରୁଛନ୍ତି ଏବଂ ଏହାର ନଜର ବିଏମସି ଉପରେ ପଡେ ତେବେ ସେ ଆପଣଙ୍କୁ ସଙ୍ଗେ ସଙ୍ଗେ ଉଠିବା ପାଇଁ ତାଗିଦ କରିବ। କାରଣ ସହରାଞ୍ଚଳ ରାସ୍ତା କଡରେ ବିକ୍ରି କଲେ ଗହଳି ଦେଖିବାକୁ ମିଳିଥାଏ ଏବଂ ଗହଳି ଯୋଗୁଁ ସଡକ ଦୁର୍ଘ-ଟଣାର ସମ୍ଭାବନା ବଢିଯାଏ। ବର୍ତ୍ତମାନ ସମୟରେ ଏହିଭଳି ଏକ ମା-ମ-ଲା ସାମ୍ନାକୁ ଆସିଛି

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଜଣେ ମହିଳା ରାସ୍ତା କଡରେ ବିକ୍ରି କରୁଥିବା ବେଳେ କିଛି ବିଏମସି ଅଫିସର ଆସିବା ସହିତ ତାଙ୍କର କର୍ମଚାରୀ ମଧ୍ୟ ଆସିଥିଲେ। ତେବେ ବିନା କୌଣସି ନୋଟିସରେ ମହିଳାଙ୍କ ଜିନିଷ ପତ୍ର ବିଏମସି ଆଣିଥିବା ଗାଡି ଉପରକୁ ଫୋପାଡ଼ି ନେଇ ଯିବା ପାଇଁ ଚେଷ୍ଟା କରୁଥିବାର ଆପଣ ଦେଖିବାକୁ ପାଇବେ।

ମହିଳା ଜଣକ ଏହାକୁ ସହି ନ ପାରି ପ୍ର-ତିବା-ଦ କରୁଥିବାର ଆପଣ ମଧ୍ୟ ଭିଡ଼ିଓରେ ଦେଖିବାକୁ ପାଇବେ। ମହିଳା ଜଣକ କର୍ମଚାରୀ ମାନଙ୍କୁ ଅଭ-ଦ୍ର ଭାଷାରେ ଗା-ଳି ଗୁ-ଲ-ଜ କରୁଛନ୍ତି। କେବଳ ସେତିକି ନୁହେଁ ମହିଳା ଜଣକ ବ୍ୟକ୍ତିଙ୍କୁ ଠେଲୁ ଛନ୍ତି ଆଉ ବ୍ୟକ୍ତିଙ୍କ ବେକକୁ ଧରି ପଛକୁ କରିଦେଉଛନ୍ତି। ବ୍ୟକ୍ତିଙ୍କୁ ଠେଲିବା ପରେ ମହିଳା ଜଣକ ନିଜ ଜିନିଷ ଉପରେ ଛିଡା ହୋଇଯାଉଛନ୍ତି। କିନ୍ତୁ ମହିଳାଙ୍କୁ କୌଣସି କର୍ମଚାରୀ ଖାତିର କରୁ ନାହାଁନ୍ତି।

ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓ ଭାଇରାଲ ହେବା ପରେ ଲୋକମାନେ ନିଜେ ନିଜର ମତାମତ ଦେଉଛନ୍ତି। ତେବେ କିଛି ଲୋକେ ବିଏମସି କର୍ମଚାରୀ ମାନଙ୍କ ଦୋ-ଷ ଦେଉଥିବା ବେଳେ ଆଉ କିଛି ମହିଳାଙ୍କ ଦୋ-ଷ ଦେଉଛନ୍ତି।

Leave a Reply

Your email address will not be published. Required fields are marked *