ରାତା ରାତି ଧନୀ ହେବାକୁ ବରମୁଣ୍ଡାରୁ ଆରମ୍ଭ ହୋଇଥିଲା ଅର୍ଚ୍ଚନାଙ୍କ ବ୍ୟବସାୟ କଳା କାର-ନାମା।

ବରମୁଣ୍ଡାରୁ ଆରମ୍ଭ କରିଥଲେ ନିଜ ଦେହ ବ୍ୟବସାୟ। ବରମୁଣ୍ଡାରୁ ହିଁ ଶୁଭ ଦେଇଥିଲେ ଦେହ ବ୍ୟବସାୟକୁ ବିଜିନେସ ବୋଲି ଭାବିଥିବା ଅର୍ଚ୍ଚନା। କୋଳା-ହଳ ରେ ପ୍ରତ୍ୟକ ଦିନ କମ୍ପି ଉଠେ ବରମୁଣ୍ଡା ବସ ଷ୍ଟାଣ୍ଡର ଘୋ ଘା ଶବ୍ଦ ଭିତରେ ଅର୍ଚ୍ଚନା କରୁଥିଲେ ଦେହ ବ୍ୟବସାୟ। କୁହାଯାଉଛି କି ବରମୁଣ୍ଡାରେ ବସ ଷ୍ଟାଣ୍ଡ ଥିବାରୁ ଗରାଖ ମାନେ ବସ ଷ୍ଟାଣ୍ଡରୁ ଓହ୍ଲାଇ ସିଧା ଘରକୁ ଆସିବା ସହଜ ହେଉଥିଲା।

କେବଳ ଏତିକି ନୁହେଁ ଏବେ ଲୋକେ କହୁଛନ୍ତି ବରମୁଣ୍ଡାର ଭଡା ଘରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଅର୍ଚନାଙ୍କୁ କୋଟି ପତି କରିଦେଇଥିଲା। ଧୀରେ ଧୀରେ ବଢିଥିଲା ଅର୍ଚନାଙ୍କ ସାମ୍ରାଜ୍ୟ। ବିନା ପରିଶ୍ରମରେ ଗୋଟିଏ ରାତିରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କୁ ଅ-ନ୍ଧ କରି ପାଗଳ କରିଦେଇଥିଲା।

ତା ପରେ ଏହି କାର୍ଯ୍ୟ ଦୁହିଁଙ୍କ ପାଇଁ ପାଲଟି ଯାଇଥିଲା ନି-ଶା ଏବଂ ପେଷା। ବଣ ପାହାଡ଼ ଇଲାକାର ପାହାଡ଼ ଝରଣା ଓ ପ୍ରକୃତିର କୋଳରେ ବଢିଥିବା ଅର୍ଚନା ଯେତେବେଳେ ଲକ୍ଷପତି ହେବାର ସ୍ୱପ୍ନ ନେଇ ଆସିଥିଲେ ଭୁବନେଶ୍ୱର ତାଙ୍କ ସ୍ୱପ୍ନ ଏହି ବାଟରେ ବାସ୍ତବତାର ରୂପ ନେଇଥିଲା। ଆଉ ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ପାଟିରେ ଟଙ୍କା ନି-ଶା ଲାଗିଯିବା ପରେ ସେମାନେ ଏହି ହନି-ଟ୍ରାପକୁ ନି-ଶା ଏବଂ ପେଷା କରିନେଇଥିଲେ ବୋଲି ଲୋକେ କହୁଛନ୍ତି। ସେପଟେ ଏହି ହନି-ଟ୍ରାପକୁ ନେଇ ସାଂଘା-ତିକ ତଥ୍ୟ ପୋ-ଲିସ ହାତରେ ଲାଗିଛି।

ଅର୍ଚ୍ଚନା ଯେତେବେଳେ କଳାହାଣ୍ଡି ରୁ ପ୍ରଥମେ ଭୁବନେଶ୍ୱର ଆସିଥିଲେ ସେତେବେଳେ ସେ ଏକ ବିୟୁଟି ପାଲର ରେ କାର୍ଯ୍ୟ କରୁଥିଲେ ଆଉ ଭୁବନେଶ୍ୱର ରେ ରହିବା ପାଇଁ ଘର ଭଡା ମଧ୍ୟ ଖୋଜୁଥିଲେ। ରାଜଧାନୀ ଅର୍ଚନାଙ୍କୁ ବେଶ ଭଲ ଲାଗୁଥିଲା। ଆଉ ରାଜଧାନୀରେ ନିଜେ ଜୀଇଁବାକୁ ଚାହୁଁଥିଲେ ବିଳାସ ପୂର୍ଣ୍ଣ ଜୀବନ। ଅର୍ଚନାଙ୍କୁ କୋଟିପତି ହେବାର ନି-ଶା ଘାରି ଥିଲା।

ଦିନକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କିପରି ହେବ ତାହା ସେ ଚାହୁଁଥିଲେ। ଆଉ ତା ପରେ କୌଣସି ପ୍ରକାରେ ଧନୀ ବ୍ୟକ୍ତି ମାନଙ୍କ ସହ ଅର୍ଚ୍ଚନାଙ୍କର ଭେଟ ହୁଏ ବାସ ତା ପରେ ଅର୍ଚନା ଆରମ୍ଭ କରନ୍ତି ତାଙ୍କର ବ୍ୟବସାୟ।କେବଳ ଏତିକି ନୁହେଁ ହିରୋଇନ ହେବାକୁ ମଧ୍ୟ ଅର୍ଚନାଙ୍କର ବହୁତ ସ୍ୱପ୍ନ ଥିଲା ବୋଲି ଲୋକେ ଏବେ ଆଲୋଚନା କରୁଛନ୍ତି।

ତେବେ ଶେଷରେ ଭଡା ଘରୁ ଅର୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଯେଉଁ ଯାତ୍ରା ଆରମ୍ଭ କରିଥିଲେ ତାହା ତାଙ୍କ ପାଇଁ ସଫଳ ହଉଥିଲା ଆଉ ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି କୋଟିପତି ହେବାର ନି-ଶା ମଧ୍ୟ ସଫଳ କରିଥିଲେ। ଆଉ ଧିରେ ଧିରେ ସେମାନଙ୍କ ପାଖରେ ଥିଲା ଦାମୀ ଘର ଦାମୀ ଗାଡି ଆଉ ପୁଳା ପୁଳା ଟଙ୍କା। ହେଲେ ସତ ଦିନେ ନା ଦିନେ ସାମ୍ନାକୁ ଆସିବା ପରି ଏବେ ପୋ-ଲିସ ହେପା-ଯତରେ ସୁନ୍ଦରୀ ଅର୍ଚ୍ଚନା।

ଅର୍ଚ୍ଚନା ଧନୀ ବ୍ୟକ୍ତି ମାନଙ୍କୁ ଫସା-ଇବା ଅଭି-ଯୋଗରେ ଏବେ ଜେଲ ଭିତରେ ଅର୍ଚ୍ଚନା। ତେବେ ଆଗକୁ କେଉଁ ମୋଡ଼ ନେବ ଅର୍ଚନା ଓ ଜଗବନ୍ଧୁଙ୍କ ଘ-ଟଣା ତାହା ଦେଖିବାକୁ ବାକି ରହିଲା। ସେପଟେ ଧୀରେ ଧୀରେ ପୋ-ଲିସ ଯେତେ ତ-ଦନ୍ତ ଭିତକୁ ଯାଉଛି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆଗକୁ ଆଉ କେଉଁ ତଥ୍ୟ ସାମ୍ନାକୁ ଆସୁଛି ତାହା ଉପରେ ଲୋକଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *