ବାହାଘରକୁ ୧୨ ଦିନ। ହେଲେ ଗୋରୀଙ୍କୁ ନେଇ ହସ୍ପିଟାଲକୁ ଯାଇଥିଲେ ସ୍ୱାମୀ। ଆଉ ଫେରିଲେନି…ଏ ଦୁନିଆରୁ…।
ଏଇ ଏବେ ଏବେ ବାହା ହୋଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର ଜଣକ।ସବୁଦିନ ଭଳି ଆଜିବି ସ୍ୱାମୀର ବାଟକୁ ଚାହିଁ ବସିଥିଲା ସ୍ତ୍ରୀ। ସାଙ୍ଗ ହୋଇ ଖାଇବେ ବୋଲି ଅପେକ୍ଷା କରି ବସିଥିଲା ସ୍ତ୍ରୀ। ହେଲେ ସ୍ୱାମୀ ଫେରିଲାନି। ସ୍ୱାମୀ ଶବ ହୋଇ ଯାଇଥିଲା। …
Read More