ବାତ୍ୟା ରେମଲ’ର ପ୍ରଭାବ, ମାଳାକାନାଗିରିରେ ଉଡିଲା ଚାଳ ଛପର। ବର୍ଷାରେ ଭିଜିବ ଓଡିଶା।
ସକାଳେ ସମ୍ଭାବ୍ୟ ବାତ୍ୟା ଅବପାତରେ ପରିଣତ ହେବା ପରେ ତାଣ୍ଡବ ରଚିଲାଣି। ୨୬ ତାରିଖ ରାତିରେ ହୁ ହୁ ଗର୍ଜନ କରି ମାଡି ଆସିବ ପବନ ଆଉ କ୍ଷଣିକ ମାତ୍ରାକେ ସବୁକିଛି ଛାରଖାର କରିଦେବ। ଆଉ ଏବେଠୁ ଦେଖାଇଲାଣି କରାଳ ରୂପ। …
Read More