ଡାକ୍ତରୀ ଛାତ୍ରୀଙ୍କ ଆ-ତ୍ମହ-ତ୍ୟା , ବାପା ମାଆ କହୁଛନ୍ତି ଭୁବନେଶ୍ୱର ପଠାଇ ହୋଇଗଲା ଭୁଲ

ବାପା ମାଆଙ୍କ କୋଳକୁ ଆସିଥିଲା ଝିଅଟିଏ । ବାପା ମାଆ ତାକୁ ପାଠ ପଢ଼ାଇ ବଡ ମଣିଷ କରିବେ ବୋଲି କେତେ ସ୍ବପ୍ନ ଦେଖିଥିଲେ । ଆଉ ଝିଅ ବଡ ହୋଇ ମଧ୍ୟ ତାହା କରିଥିଲା ଯାହା ବାପା ଚାହିଁଥିଲେ । ବାପାଙ୍କ ପଥ ଅନୁସରଣ କରି ଝିଅ ଆଗକୁ ବଢିଥିଲା । ଆଉ ଦିନେ ସେହି ଜାଗାରେ ପହଞ୍ଚିବାକୁ ଚାହିଁଥିଲା ଯେଉଁଠି ତା ବାପା ତାକୁ ଦେଖିବାକୁ ଚାହୁଁଛନ୍ତି । ତେବେ ଝିଅ ବଡ ହୋଇ ହେବାକୁ ଚାହିଁଲା ଜଣେ ଡାକ୍ତର । ଆଉ ତା ପାଇଁ ବାପା ତାକୁ ଭୁବନେଶ୍ୱର ପଠାଇ ଥିଲେ ।

ଭୁବନେଶ୍ୱର ଆସି ଭରତପୁର ଥା-ନା ଅନ୍ତର୍ଗତ ଏକ ଘରୋଇ ମେଡିକାଲରେ ପାଠ ପଢୁଥିଲେ ଝିଅ । କୋଲକାତା ରୁ ଆସି ନୂଆ ଜାଗାରେ ଲୋକଙ୍କ ସହ ମିଶିବା ଟିକିଏ କଷ୍ଟକର ଥିଲା । କିନ୍ତୁ ଧୀରେ ଧୀରେ ସମସ୍ତଙ୍କ ସହିତ ମିଶି ଯାଇଥିଲେ ସେ। ଆଉ ଡେଣ୍ଟାଲ କଲେଜରେ ମଧ୍ୟ ପାଠ ପଢା ଭଲ ଚାଲିଥିଲା । କଲେଜରେ ଜଣେ ଭଲ ଛାତ୍ରୀ ଭାବରେ ମଧ୍ୟ ଥିଲେ ପରିଚିତ । କିନ୍ତୁ ହଠାତ୍ କଣ ହୋଇଗଲା ଯେ , ତାଙ୍କ ମୃ-ତଦେ-ହ ଏକ କଠୋରୀ ମଧ୍ୟରୁ ହେଲା ଉ-ଦ୍ଧାର । ଆଉ ଯାହା ପରେ ସମସ୍ତେ ଚିନ୍ତାରେ ।

ତେବେ ହଁ ଆଜ୍ଞା ଆମେ କହୁଛୁ , କୋଲକାତା ରୁ ଡେଣ୍ଟାଲ କଲେଜରେ ପାଠ ପଢୁଥିବା ମୌବନି ଦାସଙ୍କ ବିଷୟରେ । ଗତ ଦୁଇ ଦିନ ତଳେ ଏକ ବନ୍ଦ କଠୋରୀ ମଧ୍ୟରୁ ତାଙ୍କର ମୃ-ତଦେ-ହ ଉ-ଦ୍ଧାର କରା ଯାଇଥିଲା । ଯାହା ପରେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦିଆ ଯାଇଥିଲା । ସାଙ୍ଗେ ସାଙ୍ଗେ କୋଲକାତାରୁ ଆସି ଭୁବନେଶ୍ଵରରେ ପହଞ୍ଚିଥିଲେ ବାପା । ଆଉ ଝିଅର ଫୋଟ ଦେଖି କା-ନ୍ଦି କା-ନ୍ଦି ଗଡ଼ି ଯାଇଥିଲେ । ଭୁବନେଶ୍ୱର ଝିଅକୁ ପଠାଇବା ଭୁଲ ବୋଲି ସେ କହୁଥିଲେ ।

ଆଉ କହୁଥିଲେ ମୋ ଝିଅ କଦାପି ଏମିତି କରି ନଥିବ , ତାକୁ କେହି ମା-ରି ଦେଇଛନ୍ତି । ହଠାତ୍ ସେ ଏମିତି କାହିଁକି କରିବ , ସେ ଘର ଲୋକଙ୍କ ସହିତ ତା ଆଗ ଦିନ କଥା ହୋଇଥିଲା ଆଉ ସବୁକିଛି ଠିକ୍ ଠାକ୍ ଅଛି ବୋଲି କହିଥିଲା କିନ୍ତୁ ହଠାତ୍ କଣ ହୋଇଗଲା। ତା ସହିତ କଣ ଗୋଟିଏ ହୋଇଛି ଆଉ ଯେଉଁଥିପାଇଁ ସେ ଏମିତି ପଦକ୍ଷେପ ନେଇଗଲା ବୋଲି ଘର ଲୋକ କହିଛନ୍ତି । ତେବେ ବର୍ତ୍ତମାନ ପୋ-ଷ୍ଟମୋ-ର୍ଟମ ରି-ପୋର୍ଟ ଆସିବା ପରେ ଜଣା ପଡ଼ିବ , ପ୍ରକୃତରେ ତାଙ୍କ ସହିତ କଣ ହୋଇଛି ।

Leave a Reply

Your email address will not be published. Required fields are marked *