ଧରମ ଭଉଣୀ ସହ ପର-କୀୟା ପ୍ରୀତି କରି ଶେଷରେ ସ୍ତ୍ରୀକୁ ଛାଡ଼ିଲା ସ୍ୱାମୀ :-

ବର୍ତ୍ତମାନ ସମୟରେ ସ୍ତ୍ରୀ ମାନେ ସୁର-କ୍ଷିତ ବୋଲି ଯେଉଁ କଥା ଆସୁଛି ତାହା ସମ୍ପୂର୍ଣ୍ଣ ମି-ଥ୍ୟା ଅଟେ । ବିବାହ ପରେ ଝିଅଟିଏ ପ୍ରଥମେ ନିଜ ସ୍ୱାମୀ ଉପରେ ଭରସା କରି ଶାଶୁ ଘରକୁ ଯାଇଥାଏ । କିନ୍ତୁ ଯଦି ସେଇ ସ୍ୱାମୀ ତାକୁ ଧୋ-କା ଦିଏ ତେବେ ତାହାହିଁ ଦୁନିଆରେ ସବୁଠାରୁ ଭ-ୟଙ୍କର କଥା ହୋଇଯାଏ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏକ ମାମ-ଲା ବିଷୟରେ କହିବୁ ଯେଉଁଠି ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଥାଉ ଥାଉ ନିଜ ଧରମ ଭଉଣୀ ସହିତ ପର-କୀୟା ପ୍ରୀତି କରି ଧ-ରା ପଡ଼ିଛନ୍ତି ଏବଂ ସ୍ତ୍ରୀ ପିଲା ଛୁଆଙ୍କୁ ଛାଡିଛନ୍ତି ।

ସୂଚନା ଅନୁଯାୟୀ ଏହି ଘ-ଟଣା କୋରେଇ ଥା-ନା ଅନ୍ତର୍ଗତ ରନେଶପୁରର ଅଟେ । ପିଡ଼ିତା ପ୍ରଭାସିନୀ ମଲ୍ଲିକ ନିଜ ସ୍ୱାମୀ ଏବଂ ଶାଶୁ ଘର ଲୋକଙ୍କ ନାମରେ ଥା-ନାରେ ଏକ ଲିଖିତ ଅଭି-ଯୋଗ ଆଣିଛନ୍ତି । ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ କିପରି ତାଙ୍କ ସ୍ୱାମୀ ତାଙ୍କ ସହିତ ପ୍ରତା-ରଣା କରିଛନ୍ତି ଏବଂ ଅନ୍ୟ ମହିଳା ସହିତ ଖରାପ ସମ୍ପ-ର୍କରେ ରଖିଛନ୍ତି । ଯେଉଁଥିପାଇଁ ମହିଳା ଜଣକ ନିଜର ଦୁଇ କୁନି ପିଲାଙ୍କୁ ସାଥିରେ ଧରି କୋର୍ଟ ଏବଂ ଥା-ନାରେ ଆସି ହାଜର ହେଉଛନ୍ତି । ଥା-ନାରେ ବର୍ତ୍ତମାନବି କେ-ଶ ଚାଲିଛି । ତେବେ ବର୍ତ୍ତମାନ ମହିଳା ଜଣଙ୍କ ନିଜ ପିଲାଙ୍କ ପାଇଁ ନ୍ୟା-ୟ ମାଗିବା ଉଦ୍ଦେଶ୍ୟରେ ଲ-ଢ଼େଇ କରଛନ୍ତି।

ସୂଚନା ଅନୁଯାୟୀ ଥା-ନା କୋରେଇ ଅନ୍ତର୍ଗତ କୋରୋଡ଼ିରେ ଏପରି ଏକ ଘ-ଟଣା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ମହିଳା ଜଣକ ସମ୍ପୂର୍ଣ୍ଣ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ତାଙ୍କ ବିବାହ ୨୦୧୪ ରେ ହୋଇଥିଲା । ମାତ୍ର ୨୦୧୮ ଏହିସବୁ ସମସ୍ୟା ଆରମ୍ଭ ହୋଇଥିଲା । ଏମିତି କହିବାକୁ ଗଲେ ସ୍ୱାମୀ ଜଣେ ମହିଳାଙ୍କୁ ନିଜର ଧରମ ଭଉଣୀ କହି ତାଙ୍କ ସହିତ ପର-କୀୟା ପ୍ରୀତିରେ ମା-ତିଥିଲେ । ଯେଉଁ ବିଷୟରେ ପରେ ସ୍ତ୍ରୀକୁ ଜଣା ପଡିଥିଲା । ଏପଟେ ସ୍ତ୍ରୀ କୁ ହୋଇଥିଲା ବ୍ରେସ୍ଟ କ୍ୟାନସର ।

ତଥାପି ସ୍ୱାମୀ ଅନ୍ୟ ମହିଳା ସହିତ ଶାରୀ-ରିକ ସ-ମ୍ପର୍କ ରଖିଥିଲା । ତେବେ ଏହା ଜାଣିବା ପରେ ଉପାୟ ସ୍ୱାମୀ ଏବଂ ମହିଳା ପ୍ରଭାସିନୀଙ୍କୁ ମା-ଡ଼ ମା-ରିଥିଲେ । ଏବଂ ତାଙ୍କୁ ଧ-ମକ ଦେଇ ସେମାନେ ଏମିତି ସାଥିରେ ରହିବେ ବୋଲି କହିଥିଲେ । ପରେ ନଣଦ ଏବଂ ଶାଶୁ ଶ୍ୱଶୁର ମଧ୍ୟ ତାଙ୍କୁ ଅ-ତ୍ୟାଚା-ର କରିବା ସହିତ ତାଙ୍କ ପୁଅକୁ ଘରେ ରଖି ତାଙ୍କୁ ଘରୁ ବାହାର କରି ଦେଇଥିଲେ । ତେଣୁ ବର୍ତ୍ତମାନ ମହିଳା ଜଣକ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ହାଇକୋର୍ଟରେ ମା-ମ-ଲା ଦାଖଲ କରିଛନ୍ତି । ତେବେ କେବଳ ମହିଳା ଜଣକ ନ୍ୟା-ୟ ଚାହୁଁଥିବା ଅର୍ଥାତ ନିଜ ପିଲାଙ୍କ ଭରଣା ପାଇଁ ଟଙ୍କା ଦାବି କରିଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *