ଗତ କିଛିଦିନ ଧରି ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିବା ଦିନେଶ ଏବଂ ଦୀପିକା ମାମ-ଲା ବର୍ତ୍ତମାନ ଆହୁରି ଗମ୍ଭୀର ହେବାରେ ଲାଗିଛି । ପୁଣି କଲି ହଠାତ ଦିନେଶଙ୍କ ଘର ସାମ୍ନାରେ ଭୟଙ୍କର ପରିସ୍ଥିତି ଏବଂ ବାଦ ବି-ବାଦ ସୃଷ୍ଟି ହୋଇଥିଲା । ତେବେ ବର୍ତ୍ତମାନ ସମୟରେ ନିଜେ ଦୀପିକା ଗଣମାଧ୍ୟମ ସାମ୍ନାକୁ ଆସି ନିଜର କିଛି ମତ ରଖିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯେଉଁଠି ଏହି ବିବା-ଦ ମାମ-ଲା ମଧ୍ୟରେ ଅନ୍ୟ ଜଣେ ଭିଲେନ ବୋଲି କହିଛନ୍ତି ଦୀପିକା । ତେବେ ମାମ-ଲା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।
ତେବେ ଦୀପିକା ନିଜ ମା ଏବଂ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହିତ ଗତ ଅନେକ ଦିନ ହେବ ନ୍ୟା-ୟ ପାଇଁ ଦିନେଶଙ୍କ ଘର ସାମ୍ନାରେ ବସି ରହିଛନ୍ତି । ତଥାପି ଦିନେଶଙ୍କ ଘରର ତାଲା ସେମିତି ବନ୍ଦ ରହିଛି । ଏପଟେ ଦିନେଶଙ୍କର ମଧ୍ୟ ଦେଖା ନାହିଁ । ବରଂ ଗତକାଲି ତାଙ୍କ ପରିବାର ଲୋକେ ଦୀପିକାଙ୍କୁ ଅନେକ ଅ-ଶ୍ଳୀଳ ଭାଷାରେ ଗା-ଳି କରିଥିବା ମଧ୍ୟ ଶୁଣିବାକୁ ମିଳିଥିଲା ।
ଯାହାକୁ ନେଇ ପରିସ୍ଥିତି ମଧ୍ୟ ବେଶ ଗମ୍ଭୀର ହୋଇ ଯାଇଥିଲା । ତେବେ ପୁଣି ଏହି ମାମ-ଲା ଉପରେ ଦୀପିକାଙ୍କ ବ-ୟାନ ଭାଇରଲ ହେଉଛି । ଯେଉଁଠି ସେ ଏସବୁ ପାଇଁ ଅନ୍ୟ ଜଣେ ଲୋକଙ୍କୁ ଦାୟୀ କରିଛନ୍ତି ।
ଦୀପିକାଙ୍କ ସୁଲଭ କହିବା କଥା ଯେ , ସେ ନିଜ ମା ଏବଂ ତାଙ୍କ ସପକ୍ଷରେ ଥିବା ଲୋକଙ୍କ ସହିତ ଏତେ ଦିନ ଅନ୍ୟ ଲୋକର ଘର ସାମ୍ନାରେ ବସିବାର କାରଣ ହେଉଛି ନ୍ୟା-ୟ । ସେ ନିଜ ପିଲା ପାଇଁ ଏବଂ ନିଜ ପାଇଁ ଆଜି ରାସ୍ତାରେ ବସିଛନ୍ତି । କିନ୍ତୁ ଦିନେଶଙ୍କ ସହ ଏବଂ ଦିନେଶଙ୍କ ପରିବାର ସହିତ ସଂପୃକ୍ତ ଝିଅର ଜଣେ ଦାଦା ଜାଣିଶୁଣି ଦୀପିକା ଏବଂ ତାଙ୍କ ମାଙ୍କୁ ହଇ-ରାଣ କରୁଛନ୍ତି । ସେ କହିଛନ୍ତି ଯେ ଟୁକୁ ଗୌଡ଼ ନାମକ ଜଣେ ବ୍ୟକ୍ତି ଯିଏକି ଉକ୍ତ ଝିଅର ଦାଦା ଅଟନ୍ତି । ସେ ଜାଣିଶୁଣି ପ୍ଲାନ କରି ଦୀପିକାଙ୍କ ଘର ଭା-ଙ୍ଗୁଛନ୍ତି । ଯାହାକୁ ନେଇ ଦୀପିକା ଅଭି-ଯୋଗ ଆଣିଛନ୍ତି ।
ଦୀପିକା କହିଛନ୍ତି ଯେ ସେ ନିଜ ପିଲାର ବାପା ପାଇଁ ଏବଂ ନିଜ ସ୍ତ୍ରୀର ଷ୍ଟେଟସ ପାଇଁ ସେଠାରେ ବସିଛନ୍ତି । ସେ ଅନ୍ୟ କାହା ଘରକୁ ଯାଇ ନାହାଁନ୍ତି । କିନ୍ତୁ ଟୁକୁ ଗୌଡ଼ ତାଙ୍କ ଘର ଭା-ଙ୍ଗିବାକୁ ଚେଷ୍ଟା କରୁଛି । ପୁଣି ଏସବୁରେ ଦୀପିକା ଏବଂ ତାଙ୍କ ମାଙ୍କର ଯେଉଁ ସମ୍ମାନ ହାନୀ ହୋଇଛି , ସେଥିପାଇଁ ସେ ନିଶ୍ଚୟ କେସ କରିବେ । ଯଦି କିଛି ସମସ୍ୟା ହୁଏ ତେବେ ସେଥିପାଇଁ ଦିନେଶଙ୍କ ପରିବାର ଏବଂ ଟୁକୁ ଗୌଡ଼ ଦାୟୀ ହେବେ ବୋଲି କହିଛନ୍ତି ।