ରାତି ଅଧରେ ଘରେ ପଶିଲେ ଚାରି ଜଣ ପୋ-ଲିସ । ମହିଳାଙ୍କ ସହିତ ଟଣା ଓଟରା କରି ଉଠାଇ ନେଲେ ସ୍ୱାମୀଙ୍କୁ ।

ନିଜର ସାମ୍ବିଧାନିକକୁ ବେଖାତିର କରି ପୋ-ଲିସ ଜୁଲମ କରିବା ସମାଜରେ କୌଣସି ନୂଆ କଥା ନୁହେଁ । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମାଛକୁଣ୍ଡ ସଦରରେ । ସୂଚନାଯୋଗ୍ୟରେ ମାଛକୁଣ୍ଡ ଅଞ୍ଚଳର ବି.ଶିବା ନିଜ ପରିବାରର ପ୍ରତିପୋଷଣ ପାଇଁ ଏକ ଛୋଟ ମୋବାଇଲ ଦୋକାନ ଟିଏ କରିଛନ୍ତି । ସେଥିରେ ପରିବାର ଖୁବ କଷ୍ଟରେ ଚଳି ଯାଉଥିଲା ।

କିନ୍ତୁ ଶିବାଙ୍କର ଆଜି ଏଭଳି ଅବସ୍ଥା ଦେଖି ବାପା ସମ୍ପୂର୍ଣ୍ଣ ଭା-ଙ୍ଗି ପଡ଼ିଛନ୍ତି । ପୋ-ଲିସ ଥର୍ଡ଼ ଡିଗ୍ରୀ ଦେଇ ଲୋହୁ ଲୁହାଣ କରିଥିବା ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂହ ମିନାଙ୍କ ନିକଟରେ ବି.ଶିବା ଅଭି-ଯୋଗ କରିଛନ୍ତି ଏବଂ ମାଛକୁଣ୍ଡ ଥା-ନା ଓ ଲମତାପୁଟ ଫାଣ୍ଡିରେ ବିଧାୟକୀୟ ତ-ଦନ୍ତ ପାଇଁ ଆରମ୍ଭ ହୋଇଛି ।

ପୀ-ଡିତ ଯୁବକଙ୍କ ସ୍ତ୍ରୀଙ୍କ କହିବା କଥା ଯେ ତାଙ୍କ ସ୍ୱାମୀଙ୍କ ସହିତ ରାତିରେ ଖାଇସାରି ଶୋଇବା ବେଳେ ହଠାତ ଚାରି ଜଣ ପୋ-ଲିସ ତାଙ୍କ ଘରକୁ ପଶି ଆସିଥିଲେ । ହଠାତ ତାଙ୍କ ସ୍ୱାମୀଙ୍କୁ ମା-ଡ଼ ମା-ରିବା ସହିତ ତାଙ୍କୁ ମଧ୍ୟ ଟଣାଓଟରା କରିଥିଲେ । ତାଙ୍କ ସ୍ତ୍ରୀ ଯେତେ କହିଲେ ବି ପୋ-ଲିସ ମାନେ କିଛି ଶୁଣି ନଥିଲେ ।

ଏପଟେ ଘର ସର୍ଚ୍ଚ କରିବା ସହିତ ବିନା ମହିଳା ପୋଲି-ସରେ ମହିଳାଙ୍କ ସହିତ ଏଭଳି କରିଥିବା ଅଭି-ଯୋଗ ଆଣିଛନ୍ତି ମହିଳା । ତେବେ ଖାଲି ସେତିକି ନୁହେଁ ନିଜ ସ୍ୱାମୀଙ୍କ ମା-ଡ଼ ମା-ରିବା ସହିତ ତାଙ୍କୁ ରାତି ୧୧ ରୁ ସକାଳ ୩ ପର୍ଯ୍ୟନ୍ତ ମା-ଡ଼ ମା-ରି ର-କ୍ତାକ୍ତ କରିଥିବା ଅଭି-ଯୋଗ ଆଣିଛନ୍ତି ମହିଳା ଜଣକ । ଏପଟେ ପରିବାର ଲୋକେ ଅଭି-ଯୋଗ କରିବା ପରେ ଉକ୍ତ ପୋ-ଲିସ ଜଣକ ଟଙ୍କା ଦେଇ ମୁଁହ ବନ୍ଦ କରିଦେବାକୁ ଚେଷ୍ଟା କରିଥିଲେ ।

ବିଧାୟକୀୟ ତ-ଦନ୍ତ ଚାଲିଥିବା ବେଳେ ଲମତାପୁଟ ଥା-ନା ଅଧିକାରୀ ଚିତ୍ତ ରଞ୍ଜନ ପ୍ରଧାନ , ଜଣେ କନେଷ୍ଟବଳ ଏବଂ ଅନ୍ୟ ଜଣେ ହାବିଲଦାରଙ୍କୁ କୋରାପୁଟ ମୁଖ୍ୟାଳୟକୁ ବଦଳି କରାଯାଇଛି । ଏହାସହିତ କୋରାପୁଟ ଏସପି ମାଛକୁଣ୍ଡ ଥା-ନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ କହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ବି.ଶିବାଙ୍କ ନାମରେ ଜନୈକ ମହିଳା ରାତିରେ ସେମାନଙ୍କ ପରିବାର ସହିତ ଶୋଇଥିବା ବେଳେ ଝରକା ଫାଙ୍କରେ ଲୁ-ଚି ଭିଡ଼ିଓ ଉତ୍ତୋଳନ କରୁଥିବା ଦେଖିବାକୁ ପାଇଥିଲେ । ଏହି ବାବ-ଦରେ ଥା-ନାରେ ଅଭି-ଯୋଗ କରିବା ପରେ ଥା-ନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ଜିଲ୍ଲା ଅରୋକ୍ଷ ଅଧିକ୍ଷକ ଅଭିନଙ୍କ ସଙ୍କାରଙ୍କୁ ଏହା ଉପରେ ନିରୀକ୍ଷଣ କରବାକୁ ନିର୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *