ସାରା ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟ ନେଇ ଚର୍ଚ୍ଚା ଚାଲିଛି । ସରକାର କହିଛନ୍ତି କି , ସମସ୍ତଙ୍କୁ ନୂଆ ନମ୍ୱର୍ ପ୍ଲେଟ ଲଗାଇବା ବାଧ୍ୟତାମୂଳକ ଅଟେ । ନଚେତ୍ ଜନ ସାଧାରଣ ମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିବ । ରାସ୍ତାରେ ଧରା ପଡ଼ିଲେ ଲୋକଙ୍କୁ ଦେବାକୁ ପଡ଼ିବ ୧୦୦ କି ୫୦୦ ଟଙ୍କା ନୁହେଁ ବରଂ ୧୦,୦୦୦ ଟଙ୍କା ଦେବାକୁ ପଡିବ ।
ତେବେ ବର୍ତ୍ତମାନ ସରକାରଙ୍କ ଏପରି ନିଷ୍ପତ୍ତି ପାଇଁ ଜନ ସାଧାରଣ ଚିନ୍ତାରେ । ଏତେ ଟଙ୍କା ଜୋ-ରିମା-ନା ସହିତ ନମ୍ୱର୍ ପ୍ଲେଟ କାରିଗର ମାନଙ୍କର ରୋଜଗାର ଚାଲିଯାଇଛି । ସେମାନେ ନିଜ ରୋଜଗାର ହରାଇ ବସିଛନ୍ତି । ଆଉ ସେମାନେ କଣ କରିବେ ଭାବି ପାରୁ ନାହାଁନ୍ତି । ତେଣୁ ସେମାନେ ରାଜ ରାସ୍ତାରେ ଧାରଣା ଦେଇଛନ୍ତି ।
ନମ୍ୱର୍ ପ୍ଲେଟ କାରିଗର ମାନଙ୍କୁ ସେମାନଙ୍କ କାମ ମିଳିଯାଉ ବୋଲି ଏହି କଥାକୁ ପ୍ରତି-ବାଦ କରି , ଭୁବନେଶ୍ୱର ଠାରେ କାଲି ଜନ ସାଧାରଣ ଧାରଣା ଦେଇଛନ୍ତି । ସରକାର ଏହି ନମ୍ୱର୍ ପ୍ଲେଟ କାମ ନେଇ ଡିଲର ମାନଙ୍କୁ ଦେଇ ଦେଉଛନ୍ତି । ଯାହା ଫଳରେ ଏପଟେ କାରିଗର ମାନେ ରୋଜଗାର ହରାଇ କା-ନ୍ଦି ପକାଉଛନ୍ତି । ତେଣୁ ଏହାକୁ ପ୍ରତି-ବାଦ କରି ଧାରଣା ଦେଇଛନ୍ତି ସେମାନେ ।