ଲେଡିଜ୍ ହଷ୍ଟେଲରେ ରାତି ଅଧରେ ପଶୁଛନ୍ତି ଯୁବକ , କରୁଛନ୍ତି ଏପରି ହଇ-ରାଣ ହରକତ

ଝିଅ ମାନଙ୍କ ଉପରେ କିଛି ପୁଅ କରୁଛନ୍ତି ଅ-ତ୍ୟାଚା-ର । ରାତି ଅଧରେ ହଷ୍ଟେଲ ମଧ୍ୟରେ ପଶି ଯାଇ କରୁଛନ୍ତି ଏପରି କିଛି ହଇ-ରାଣ । ଯାହା ଫଳରେ ଝିଅ ମାନେ ଯେତେ ପାଟି କରିବା ପରେ ମଧ୍ୟ ସେମାନେ ଆହୁରି ସେମାନଙ୍କୁ ଡରାଇବାକୁ ଲାଗିଛନ୍ତି । ସେମାନଙ୍କ ଶବ୍ଦ ଶୁଣିଲେ ଯେ କେହି ବି ଭ-ୟଭୀ-ତ ହୋଇ ଯାଉଛନ୍ତି । ଏମିତି କାମ କିଏ କରିପାରେ ବୋଲି ସମସ୍ତେ ସନ୍ଦେହ କରିବାରେ ଲାଗିଛନ୍ତି କିନ୍ତୁ ଜଣା ପଡୁନାହିଁ ସେମାନେ କିଏ ଆଉ କାହିଁକି ଏମିତି କାମ ସେମାନେ ବାରମ୍ବାର କରି ଚାଲିଛନ୍ତି ।

ତେବେ ହଁ ଆଜ୍ଞା ଏହା ବର୍ତ୍ତମାନ ସମୟର ଘ-ଟଣା ନୁହେଁ । ଆଜିକୁ ସାତ ମାସ ଧରି ଏପରି ହୋଇ ଆସିଛି ଜଗତସିଂହପୂର ଜିଲ୍ଲା ଏସଭିଏମ ଅଟୋନୋମାସ କଲେଜରେ । କଲେଜ ପରିସରରେ ଚାରି ଚାରିଟି ଲେଡିଜ ହଷ୍ଟେଲ ଅଛି । ଆଉ ଆଜିକୁ ସାତ ମାସ ହେବ ସାତ ଜଣ ପୁଅ ତାଙ୍କ ହଷ୍ଟେଲ ମଧ୍ୟରେ ପଶି ଯାଉଛନ୍ତି ବୋଲି ଛାତ୍ରୀ ମାନେ ଅଭି-ଯୋଗ କରୁଛନ୍ତି । ସେହି ପୁଅ ମାନଙ୍କୁ କଲେଜ ପରିସରରେ କେଉଁଠି କଣ ରହିଛି ସବୁକିଛି ଜଣା ଅଛି । ସେମାନେ ପ୍ରଥମେ ଆସି ଲାଇଟ ବନ୍ଦ କରି ଦେଇଛନ୍ତି ।

ଆଉ ତାପରେ ଆରମ୍ଭ କରୁଛନ୍ତି ତାଙ୍କ କାମ । ଏପରିକି ଲାଇଟ କୋଉଠି ଅଛି , ସେଠାକୁ ଯାଇ ଲାଇଟ୍ ସିଷ୍ଟମ ପୁରାପୁରି ବନ୍ଦ କରି ଦେଉଛନ୍ତି । ତେବେ ଏହା ପରେ ଝିଅ ଜଣଙ୍କୁ ଡରାଇବା ଆରମ୍ଭ କରି ଦେଉଛନ୍ତି । ବାସ୍ ଝିଅ ମାନଙ୍କ ପାଖରେ ଭ-ୟ କରିବା ଛଡା ଆଉ କିଛି ଉପାୟ ନାହିଁ । କାହିଁକି ନା ହଷ୍ଟେଲ ପରିସରରେ ସିକ୍ୟୁରିଟି ବ୍ୟବସ୍ଥା ନାହିଁ । ଯାହାର ଫାଇଦା ନେଇ ସେମାନେ ଆସି ଯାଉଛନ୍ତି । ତେବେ ଆଗରୁ ଏହାକୁ ନେଇ ଛାତ୍ରୀ ମାନେ ବାରମ୍ବାର କଲେଜ କର୍ତ୍ତୃପକ୍ଷଙ୍କୁ ଅଭି-ଯୋଗ କରି ଆସିଛନ୍ତି ।

କିନ୍ତୁ ଦୀର୍ଘ ସାତ ମାସ ବିତି ଯାଇଥିବା ପରେ ମଧ୍ୟ ସେମାନେ ପଦକ୍ଷେପ ନେଉ ନାହାଁନ୍ତି । ଯାହାର ପରିଣାମ ସ୍ୱରୂପ ପୁଣି ଥରେ ଗତକାଲି ସେହି ପୁଅ ମାନେ ଆସି ହଷ୍ଟେଲ ମଧ୍ୟରେ ଝିଅ ମାନଙ୍କୁ ହଇ-ରାଣ କରିବାରେ ଲାଗିଛନ୍ତି । ଏପରି ପରିସ୍ଥିତିରେ ଗତକାଲି ଛାତ୍ରୀ ମାନେ ଧାରଣା ଦେବା ପାଇଁ ନିଷ୍ପତି ନେଇଛନ୍ତି । ଯଦି ସେମାନଙ୍କୁ ଉଚିତ୍ ନ୍ୟା-ୟ ନ ମିଳେ , ତେବେ ସେମାନେ କିଛି ବି କରିବାକୁ ରାଜି ଅଛନ୍ତି ଆଉ ଏହି କଥା ମଧ୍ୟ କଲେଜ କର୍ତୁପକ୍ଷଙ୍କୁ ଜଣାଇ ଦେଇଛନ୍ତି ସେମାନେ ।

Leave a Reply

Your email address will not be published. Required fields are marked *