ଛାତ ଉପରେ ଲି-ପ କି-ସ ଦେଲା ଆଉ ତାପରେ ଏଭଳି କିଛି କଲା ସ୍ତ୍ରୀ । ସ୍ୱାମୀ ବର୍ତ୍ତମାନ ମଶାଣୀରେ ।

ଦିନକୁ ଦିନ ପର-କୀୟା ପ୍ରୀ-ତି ସମ୍ବନ୍ଧୀୟ ମାମ-ଲା ବଢ଼ିବାରେ ଲାଗିଛି । ପର-କୀୟା ପ୍ରୀତି ବିବାହିତ ଲୋକଙ୍କୁ ଏତେ ଘାରୁଛି ଯେ ସେମାନେ ନିଜର ହିତାହତ ଜ୍ଞାନ ସୁଦ୍ଧା ଭୁଲି ଯାଉଛନ୍ତି । ଆଉ ଯାହାର ଏକାଧିକ ଉଦାହରଣ ଆପଣ ବାସ୍ତବ ଜୀବନରେ ଦେଖିବାକୁ ପାଉଥିବେ । ବର୍ତ୍ତମାନ ମଧ୍ୟ ଏଭଳି କିଛି ଘ-ଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

କାରଣ ଏହି ଘ-ଟଣା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଜଣେ ଏତେ ଭଲ ପାଉଥିବା ମଣିଷକୁ ଜଣେ ବ୍ୟକ୍ତି କିପରି ହ-ତ୍ୟା କରିପାରେ । ଏଭଳି ଘ-ଟଣା ବର୍ତ୍ତମାନ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । କାରଣ ଏଭଳି ଘ-ଟଣା ପ୍ରେମ ଏବଂ ବିବାହ ନାମରେ କ-ଳଙ୍କ ଲଗାଇ ଦେଇଛି ।

ଘଟଣା ଅନୁଯାୟୀ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ନିଜ ପ୍ରେମିକ ସହିତ ମିଶି ମା-ରି ଦେଇଛି । ଆଉ ଘ-ଟଣା ଥିଲା କିଛି ଏମିତି – ସୂଚନା ଅନୁଯାୟୀ ଏପରି ଏକ ଘ-ଟଣା ଡାଭାନଗର ତାଲୁକର ହାଲବିଲାସୀ ଗାଁରେ ଘଟି ଯାଇଛି । ଯେଉଁଠି ଲିଙ୍ଗରାଜ ଏବଂ କାବ୍ୟା ଉଭୟେ ଏତେ ପରସ୍ପରକୁ ଭଲ ପାଉଥିବା ଦମ୍ପତ୍ତି ରହୁଥିଲେ । କିନ୍ତୁ ସ୍ତ୍ରୀର ପ୍ରେମରେ ଉଣା ରହିଥିଲା । ଯେଉଁ କାରଣରୁ ସେ ଏତେ ବଡ଼ କା-ଣ୍ଡ ଘଟାଇ ପାରିଲା । ତେବେ କଥା ଏହା ଯେ ଉଭୟଙ୍କ ସୁଖ ଶାନ୍ତିର ଜୀବନ ଭିତରକୁ ପଶି ଆସିଥିଲା ଜଣେ ତୃତୀୟ ବ୍ୟକ୍ତି ଯାହାର ନାମ ବିରେଶ । ଆଉ ସେ କାବ୍ୟାକୁ ପସନ୍ଦ କରିବାରେ ଲାଗିଥିଲା ।

ଉଭୟେ ପରସ୍ପରର ପ୍ରେମରେ ଏତେ ମସଗୁଲ ହୋଇଗଲେ ଯେ ଲିଙ୍ଗରାଜଙ୍କୁ ରାସ୍ତାରୁ ହଟାଇ ଦେବାକୁ ନିଷ୍ପତ୍ତି ନେଲେ । ଖାଲି ଯେ ନିଷ୍ପତ୍ତି ନେଲେ ତାହା ନୁହେଁ ଲିଙ୍ଗରାଜଙ୍କୁ ଛାତ ଉପରୁ ଠେଲି ହ-ତ୍ୟା ମଧ୍ୟ କଲେ । ଲିଙ୍ଗରାଜ କେବେ ଭାବିନଥିଲେ ଯେ ଯେଉଁ ସ୍ତ୍ରୀକୁ ସେ ଏତେ ଭଲ ପାଉଥିଲେ ଏବଂ ଯାହା ପାଇଁ ସବୁକିଛି କରୁଥିଲେ ସେ ହିଁ ତାଙ୍କ ମୃ-ତ୍ୟୁର କାରଣ ହେବ ବୋଲି । ଆଉ ବର୍ତ୍ତମାନ ସ୍ୱାମୀକୁ ହ-ତ୍ୟା କରିଥିବା ଅପରାଧରେ ପୋ-ଲିସ କାବ୍ୟା ଏବଂ ତାର ପ୍ରେମିକକୁ ଗି-ରଫ କରିଛି । ପ୍ରଥମେ କାବ୍ୟା ନିଜ ଭୁଲ ମାନି ନଥିଲା ମାତ୍ର ପରେ ପୋ-ଲିସ ସାମ୍ନାରେ ସବୁ ସତ ବଖାଣି ଦେଇଥିଲା । ଆଉ ବର୍ତ୍ତମାନ ପ୍ରେମିକ ପ୍ରେମିକା ଜେ-ଲରେ ।

Leave a Reply

Your email address will not be published. Required fields are marked *