ବିବାହିତା ପୁରୁଷ ମହିଳାଙ୍କ ସହ ସମ୍ପର୍କ ରଖିବେ ନାହିଁ ଅବିବାହିତ ଯୁବକ ଯୁବତୀ।

ସବୁ ଜାଣି ଶୁଣି ଗୋଟେ ପରିବାରକୁ ଯେଉଁ ଧ୍ୱଂ-ସ କରୁଛ ସେଇଟା କେତେଦୂର ଠିକ ? ଜାଣୁଛ ସେ ଜଣେ ବିବାହିତା ପୁରୁଷ ବା ମହିଳା ତଥାପି ତୁମର ଏତେ ପ୍ରେମ ଉଛୁଳି ଯାଉଛି ଯେ ତମେ ତା ସଂସାର ଭା-ଙ୍ଗି ନିଜ ସଂସାର ଗଢିବାକୁ ଭାବୁଛ। ଆଉ ତା ପରେ ସାମାଜିକ ଗଣମାଧ୍ୟମରେ ଏ ଖବର ଡିଣ୍ଡିମ ପି-ଟୁଛ ତାଙ୍କ ନାମରେ ଦୁ-ଷ୍କର୍ମ ଅଭି-ଯୋଗ ଆଣୁଛ କିଛି ନହେଲେ ତା ଘର ଆଗରେ ଧାରଣାରେ ବସୁଛ। ତମେ କଣ ଆଗରୁ ଜାଣି ନଥିଲ ସେ ଜଣେ ବିବାହିତା ବୋଲି।

ତାର ସ୍ୱାମୀ ଅଛି ତାର ସ୍ତ୍ରୀ ଅଛି ଏବଂ ତୁମେ ଯାହାଙ୍କ ପ୍ରେମରେ ଉବୁଟୁବୁ ହେବା କଥା ଭାବୁଛ ତାର ଗୋଟେ ସଂସାର ବି ଅଛି। ହେଲେ ନଇଁ ସବୁ ଜାଣି ଶୁଣି ପ୍ରେମ କରୁଛ ଶାରୀ-ରିକ ସ-ମ୍ପର୍କ ରଖୁଛ ଆଉ ଶେଷରେ ଗୋଟେ ସଂସାରକୁ ଉଚ୍ଛନ୍ନ କରିଦେଉଛ। ବନ୍ଧୁଗଣ ଏକଥା ଆମେ କହୁନୁ ଏ କଥା କହୁଛନ୍ତି ଜଣେ ସମାଜସେବୀ। କେରଳ ହାଇକୋର୍ଟ ଏହା ଉପରେ ଏକ ଅ-ର୍ଡର ଆଣିବା ପରେ ଏହାକୁ ସ୍ୱାଗତ କରିଛନ୍ତି ସମାଜସେବୀ ମହିଳା ଜଣଙ୍କ।

ସେ କହିଛନ୍ତି କି କେରଳ ହାଇକୋର୍ଟର ନିପ୍ସତ୍ତି କୁ ସେ ସମ୍ମାନ ଜଣାଉଛନ୍ତି କାରଣ ବିବାହିତା ପୁରୁଷକୁ ଅବିବାହିତ ଯୁବତୀ ଓ ବିବାହିତା ଯୁବତୀଙ୍କୁ ଅବିବାହିତ ଯୁବକ ଯେଉଁ ଭଳି ପ୍ରେମ କରୁଥିଲେ ଓ ପୂର୍ବରୁ ସେମାନେ ବିବାହିତ ବୋଲି ଜାଣିବା ପରେ ମଧ୍ୟ ସେମାନଙ୍କ ସହ ସ-ମ୍ପର୍କ ରଖୁଥିଲେ ଓ ପରେ ବିବାହ କରିବାକୁ ଜିଦ କରୁଥିଲେ ହେଲେ କୌଣସି କାରଣରୁ ଯଦି ବିବାହ କରିବାକୁ ସେମାନେ ମନା କରୁଥିଲେ ତା ପରେ ତାଙ୍କ ବିରୋ-ଧରେ ଦୁଷ୍କ-ର୍ମ ଅଭି-ଯୋଗ ଆଣୁଥିଲେ ଆଉ ବାଧ୍ୟ କରାଇ ବିବାହ କରିବାକୁ ଜିଦ ଧରୁଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି କି କିଛି ଯୁବତୀ ଅଛନ୍ତି ସେ ସବୁ ଜାଣୁଛନ୍ତି କି ଏ ଯୁବକ ଜଣଙ୍କ ବିବାହିତ ହେଲେ ତଥାପି ସେମାନେ ସେହି ବିବାହିତ ଯୁବକଙ୍କୁ ନିଜ ପ୍ରେମ ଜା-ଲରେ ଟଙ୍କା ପାଇଁ ହେଉ କି ସମ୍ପ-ତ୍ତି ପାଇଁ ହେଉ ଫ-ସାଇ ଗୋଟେ ସଂସାର ଭା-ଙ୍ଗି ଦେଉଛନ୍ତି ବିବାହ କରିବାକୁ ଜବ-ରଦସ୍ତ କରୁଛନ୍ତି ଆଉ ନ ବାହାହେଲେ ଶେଷରେ ସେମାନଙ୍କ ପାଖରେ ଗୋଟିଏ ଶେଷ ବିକଳ୍ପ ବିବାହିତ ଯୁବକଙ୍କ ନାମରେ ଦୁ-ଷ୍କର୍ମ ଅଭି-ଯୋଗ ଆଣୁଛନ୍ତି।

କେରଳ ହାଇକୋର୍ଟ କହିଛନ୍ତି କି ଯଦି ଜଣେ ସ୍ୱାମୀ ପୂର୍ବରୁ ବିବାହିତା ଓ ଜଣେ ସ୍ତ୍ରୀ ପୂର୍ବରୁ ବିବାହିତା ସେହି କ୍ଷେତ୍ରରେ ପ୍ରଥମ ସ୍ୱାମୀ- ସ୍ତ୍ରୀ ଥିବା ଜାଣି ମଧ୍ୟ ଯେତେବେଳେ ତୁମେ ସେମାନଙ୍କ ସହ ସମ୍ପ-ର୍କ ରଖୁଛ ସେତେବେଳେ ଯଦି ସେମାନେ ବିବାହ କରୁ ନାହାଁନ୍ତି। ତେବେ ଜଣେ ଅବିବାହିତ ଯୁବତୀ ବିବାହିତା ପୁରୁଷ,ବା ଅବିବାହିତ ଯୁବକ ବିବାହିତା ମହିଳାଙ୍କ ନାମରେ ଦୁ-ଷ୍କର୍ମ ଅଭି-ଯୋଗ ଆଣି ପାରିବେ ନାହିଁ। କାରଣ ସେମାନଙ୍କର ସ୍ୱାମୀ-ସ୍ତ୍ରୀ ଅଛନ୍ତି ତୁମେ ସବୁ ଜାଣି କାହିଁକି ସେମାନଙ୍କ ସଂସାର ଭାଙ୍ଗୁଥିଲ।

ତେବେ ଏହି ରାୟ ଆସିବା ପରେ ଟଙ୍କା ଲୋଭରେ ଫ-ସାଉଥିବା ଯୁବକ ଯୁବତୀ ମାନଙ୍କୁ ବର୍ତ୍ତମାନ ବଡ଼ ଝଟକା ଲାଗିଛି। ତେଣୁ ସମାଜ ସେବୀ ମହିଳା ଜଣଙ୍କ କହିଛନ୍ତି କୋର୍ଟଙ୍କ ଏହି ରାୟ ସମାଜ ଉପରେ ଏକ ବଡ଼ ପ୍ର-ଭାବ ପକାଇବ। ଏବେ ଅବିବାହିତ ଯୁବକ ଯୁବତୀ ସ-ତର୍କ ହେବେ ସେମାନଙ୍କ ମନରେ ଭ-ୟ ରହିବ କି ଯଦି ଆମେ ବିବାହିତ ପୁରୁଷ ମହିଳାଙ୍କ ସାଥିରେ ସ-ମ୍ପର୍କ ରଖୁଛନ୍ତି ତେବେ ପରବର୍ତ୍ତୀ ସମୟରେ ଆମେ ଦୁଷ୍କ-ର୍ମ ଅଭି-ଯୋଗ ଆଣି ପାରିବୁ ନାହିଁ। ତେଣୁ ଏବେ ସଂସାର ଭା-ଙ୍ଗିବାରୁ ର-କ୍ଷା ପାଇପାରିବ।

ଯେଉଁ ଯୁବକ ଯୁବତୀ ମାନେ ସ୍ୱପ୍ନ ଦେଖୁଥିଲେ ପ୍ରଥମ ସ୍ତ୍ରୀକୁ ବାହାର କରି ସେମାନେ ସ୍ତ୍ରୀ ହୋଇ ରହିବେ ଓ ଯେଉଁ ଯୁବକ ମାନେ ଭାବୁଥିଲେ ପ୍ରଥମ ସ୍ୱାମୀକୁ ଛାଡି ସ୍ତ୍ରୀ ତାଙ୍କ ପାଖକୁ ଆସିବା ପରେ ସେ ତାଙ୍କ ସ୍ୱାମୀ ହୋଇ ରହିବେ ତାହା ବର୍ତ୍ତମାନ ଠାରୁ ହେବ ନାହିଁ। ତେଣୁ ଏବେ ଯୁବକ ଯୁବତୀଙ୍କ ମନରେ ଭ-ୟ ରହିବ ସମାଜରେ ପ୍ରତ୍ୟକ ଦିନ ଯେଉଁ ଘ-ଟଣା ଘଟୁଥିଲା ତାହା ଆଉ ହୁଏତ ଘଟି ନପାରେ। ତେବେ ସମାଜସେବୀ ମହିଳା ଜଣଙ୍କ ଗତ କାଲି ଗଣମାଧ୍ୟମରେ ଏହି ଘଟ-ଣାକୁ ନେଇ ପ୍ରତି-କ୍ରିୟା ରଖିଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *