ବାହା ହେଇ ପର ଘରକୁ ଗଲା ବେଳେ ଝିଅଟି ଭାବେ ବାପାମାଆଙ୍କ ପରି ଶାଶୂ ଶ୍ଵଶୁର ମିଳନ୍ତୁ। ଶାଶୂ ଶ୍ଵଶୁର ମଧ୍ୟ ଭାବନ୍ତି ଯିଏ ଆମ ଘରକୁ ବୋହୂ ହେଇ ଆସୁ ସେ ଆମ ଝିଅ ପରି ଆମର ଆଦର ଯତ୍ନ ନେଉ ଏବଂ ସମ୍ମାନ ଦଉ। କିନ୍ତୁ ଆଜିର ଦିନରେ ନା ଆମକୁ ବାପାମାଆଙ୍କ ପରି ଶାଶୂ ଶ୍ଵଶୁର ମିଳୁଛନ୍ତି ନା ଝିଅ ପରି ଯତ୍ନ ନେଉଥିବା ବୋହୂ। କେନ୍ଦ୍ରାପଡା ଜିଲ୍ଲାରେ ଏମିତି ଏକ ଅଭା-ବନିୟ ଘ-ଟଣା ଦେଖିବାକୁ ମିଳୁଛି।
କେନ୍ଦ୍ରାପଡା ଜିଲ୍ଲାରେ ସାମାନ୍ୟ ଇଲେକ୍ଟ୍ରି ବିଲ୍ ପାଇଁ ଘରର ସାନ ପୁଅ ଏବଂ ସାନ ବୋହୂ ପ୍ରଥମେ ଶାଶୂ ଏବଂ ଶ୍ଵଶୁରଙ୍କ ସହିତ ଝ-ଗଡା କଲେ। ଝ-ଗଡା କିଛି ସମୟ ଚାଲିବା ପରେ ସାନ ବୋହୂ ରା-ଗି ଯାଇ ଶ୍ଵଶୁରଙ୍କୁ ଗୋଇଠା ମାରି ଖଟ ତଳେ ପକେଇ ଦେଲେ ଏବଂ ଶାଶୂଙ୍କ ଘୋଷାଡି ଆଣି ବାହାରେ ପକେଇ ବାଡେଇଲେ।
ଯେତେବେଳେ ଘରର ବଡ଼ ପୁଅ ଏ କଥା ଶୁଣିଲେ ସେ ବିଲରୁ ଦୌଡ଼ି ଆସି ସାନ ବୋହୂଙ୍କୁ ରୋକିବାକୁ ଚେଷ୍ଟା କଲେ କିନ୍ତୁ ସାନ ବୋହୂ ରାଗିଯାଇ ପାଖରେ ଥିବା ପାନିକିରେ ତାଙ୍କୁ ଗୋଟେ ଚୋଟ ପକାଇଲେ। ଯାହାଦ୍ଵାରା ତାଙ୍କ ମୁଣ୍ଡ ଫାଟିଗଲା।
ସେ ବୋହୂଙ୍କୁ ଅଟକାଇବା ପାଇ ମଝିଆ ଭାଇକୁ ଡାକିଲେ ଏବଂ ଦୁହେଁ ମିଶି ତାଙ୍କୁ ରୋକିଲା ବେଳେ ସେ ମଝିଆ ଭାଇକୁ ମଧ୍ୟ ମା-ଡ଼ କରିଥିଲେ। ପୋ-ଲିସ୍ ଷ୍ଟେସ-ନରେ ଅଭି-ଯୋଗ ପରେ ପୋ-ଲିସ୍ ସାନ ବୋହୂଙ୍କୁ ଥା-ନଙ୍କୁ ଡାକିଥିଲେ କିନ୍ତୁ ସାନ ବୋହୂ କୁଆଡେ ପଳେଇ ଯାଇଛନ୍ତି।