ଶ୍ରଦ୍ଧା ମ-ର୍ଡର ମାମ-ଲାରେ ନୂଆ ଖୋଲାସା , ଶ-ବକୁ କା-ଟିବା ପାଇଁ ଅଫତାବ କରିଥିଲା ଏପରି କା-ଣ୍ଡ

ସାରା ଦେଶରେ ଚର୍ଚ୍ଚା ହେଉଛି ଶ୍ରଦ୍ଧା ହ-ତ୍ୟା ମା-ମଲା । କିପରି ଅତି ନୃ-ଶଂସ ଭାବରେ ହ-ତ୍ୟା କରି ଅଫତାବ ଶ୍ରଦ୍ଧାର ମୃ-ତଦେ-ହକୁ କା-ଟିଥିଲା ଆଉ ସେ ସବୁକୁ ଫୋପାଡ଼ି ଥିଲା , ସେ ବିଷୟରେ ଆପଣ ସବୁ ଶୁଣି ସାରିଥିବେ । ତେବେ ଏହାକୁ ନେଇ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି , ଯାହା ବିଷୟରେ ଶୁଣିବା ପରେ ଆପଣଙ୍କ ଦେହ ଶୀତେଇ ଉଠିବ । ସତରେ କଣ ମାନବିକତା ଏତେ ତଳକୁ ଖସି ଯାଇଛି ଆଉ ମଣିଷ , ମଣିଷକୁ ଖାତିର କରୁ ନାହିଁ ।

ତେବେ ଦିଲ୍ଲୀ ପୋଲି-ସର କହିବା ଅନୁଯାୟୀ , ଅଫତାବ ଅତ୍ୟନ୍ତ ଚତୁରତାର ସହିତ ଶ୍ରଦ୍ଧାକୁ ହ-ତ୍ୟା କରି ସାରି ଘରେ ରହୁଥିଲା । ସେ ବାହାରକୁ ବାହାରୁ ନଥିଲା ଆଉ ଘରେ ସବୁବେଳେ ରହୁଥିଲା । ସେ ଘରକୁ ଦୁଇ ଜଣଙ୍କ ପାଇଁ ଖାଦ୍ୟ ମଗାଇବା ସହିତ ଘରକୁ ଚା ମଧ୍ୟ ମଗାଉଥିଲା । ଘରେ ଯେମିତି ଦୁଇ ଜଣ ଅଛନ୍ତି ବୋଲି ସମସ୍ତେ ଭାବିବେ , ସେଥିପାଇଁ ଚେଷ୍ଟା କରୁଥିଲା । ଅନ୍ୟ ପକ୍ଷରେ ଏକ ଛାତି ଥରା କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।


ହ-ତ୍ୟା କରିବା ପରେ ଅଫତାବ , ଶ୍ରଦ୍ଧାର ମୃ-ତଦେ-ହକୁ ବାଥରୁମ ଭିତରକୁ ନେଇ ଯାଇଥିଲା । ଆଉ ପାଣି ଟ୍ୟାପ ଖୋଲି ନଥିଲା କାରଣ ର-କ୍ତ ନାଳ ବାଟେ ବାହାରି ଯିବ । ସେଥିପାଇଁ ସେ ର-କ୍ତ ସଫା କରିବା ପାଇଁ ଭ୍ୟାକୁମ୍ କ୍ଲିନର ଘରକୁ ମଗାଇ ଥିଲା । ଆଉ ସେଥିରେ ର-କ୍ତ ସଫା କରିଥିଲା । ଅନ୍ୟ ପକ୍ଷରେ ତାର କହିବା ଅନୁଯାୟୀ , ଶରୀର ଟିକିଏ ନରମ ନ ହେଲେ କା-ଟି ହେବ ନାହିଁ । ତେଣୁ ସେ ବ୍ଲି-ଚ ପାଉଡର ମଗାଇଥିଲା , ଯାହା ଶରୀରକୁ ନରମ କରିଦେବ ।

ଆହୁରିମଧ୍ୟ ବାଥରୁମର ଗିଜର କାମ ନ କରିବାରୁ ସେ ପାଣି ଗରମ କରିବା ପାଇଁ ଏକ ରଡ ମଗାଇ ଥିଲା , ଯାହା ଦ୍ଵାରା ସେ ପାଣି ଗରମ କରି ଶ୍ରଦ୍ଧାର ଶରୀର ଉପରେ ପକାଇ ଥିଲା ଆଉ ତାପରେ , ସେହି ଜାଗାରେ ବ୍ଲିଚ ପାଉଡର ପକାଇ ତାକୁ ନରମ କରିଥିଲା ଆଉ ତାକୁ ଧୀରେ ଧିରେ କା-ଟିଥିଲା । ଆଉ ସେ ସବୁକୁ ଫ୍ରିଜ ମଗାଇ ତା ଭିତରେ ରଖିଥିଲା । ଆଉ ଶ୍ରଦ୍ଧାର ମୁଣ୍ଡକୁ ଫ୍ରିଜରେ ରଖିଥିଲା ଆଉ ତାପର ଦିନ ରାତି ୨ଟା ରେ ତାକୁ ଏକ ଜଙ୍ଗଲ ଭିତରକୁ ନେଇ ଯାଇଥିଲା ଆଉ ପୋଡ଼ି ଦେଇଥିଲା । ତେବେ ବର୍ତ୍ତମାନ ଅଫତାବକୁ ଗି-ରଫ କରାଯାଇ କୋର୍ଟ ଚା-ଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *