ସେପଟେ ବର ଯାତ୍ରୀ ପାଇଁ ବାହାରି ଗଲା ସ୍ଵାମୀ , ଏପଟେ ଜୀବନ ହାରି ଦେଲା ସ୍ତ୍ରୀ

କିଏ ଜାଣିଥିଲା ଏପରି ହେବ । ହଠାତ ସବୁକିଛି ଓଲଟା ପାଲଟା ହୋଇଗଲା । ସବୁକିଛି ଅନ୍ଧାର ହୋଇ ଗଲା ଭଳି ଲାଗିଲା । କାହିଁକି ନା ଗୋଟିଏ ଠିକ୍ ଥିବା ମଣିଷ ହଠାତ୍ ଏପରି କାଣ୍ଡ କରିବ ବୋଲି କାହାକୁ ଜଣା ନଥିଲା । ଘରେ ସବୁକିଛି ଠିକ୍ ଠାକ୍ ରହିଥିଲା ଆଉ ସ୍ତ୍ରୀ ନିଜ ସ୍ବାମୀଙ୍କୁ କହିଥିଲା କି , ତୁମେ ଫେରି ଆସିଲା ଆମେ ଏକାଠି ଖାଇବା କିନ୍ତୁ ସ୍ଵାମୀ ତ ଘରକୁ ଫେରିଥିଲା କିନ୍ତୁ ଘରକୁ ଫେରି ନଥିଲା ସ୍ତ୍ରୀ । କାହିଁକି ନା ସ୍ଵାମୀ ଘରକୁ ଫେରିଲା ବେଳକୁ ଆଉ ସ୍ତ୍ରୀ ନଥିଲା ଘରେ । ସବୁଦିନ ପାଇଁ ତାଙ୍କୁ ଛାଡି ଦେଇ ଆରପାରିକୁ ଚାଲି ଯାଇଥିଲା । ତେବେ ଏପରି ଏକ ଘ-ଟଣା ଯାହା ବର୍ତ୍ତମାନ ସମୟରେ ଲୋକ ଲୋଚନରେ ଆଲୋଚନା ହେଉଛି । ଆମେ କହୁଛୁ ଏପରି ଏକ ଘ-ଟଣା ବିଷୟରେ ଯାହା ବର୍ତ୍ତମାନ ସମୟରେ ଘଟି ଯାଇଛି ।

ସୂଚନା ଅନୁଯାୟୀ , ଏପରି ଏକ ଦୁଃ-ଖଦ ଘ-ଟଣା ଘଟିଛି ବରଗଡ ଜିଲ୍ଲା ସୋହେଲେ ମାଝିପଡ଼ା ଠାରେ । ଅନେକ ବର୍ଷ ଧରି ଏହି ଅଞ୍ଚଳରେ ଏକ ବିହାରୀ ପରିବାର ରହି ଆସୁଥିଲେ । ତେବେ ପରିବାରରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା । ପରିବାରରେ ସମସ୍ତେ ଖୁସିରେ ମିଳି ମିଶି ରହୁଥିଲେ । କିନ୍ତୁ ହଠାତ୍ କେବେ ତାଙ୍କ ଜୀବନରେ ଏପରି ଦୁଃ-ଖ ଆସିବ କାହାକୁ ସେ କଥା ଜଣା ନଥିଲା।

ତେବେ ଘରର ଏକମାତ୍ର ଭେଣ୍ଡିଆ ପୁଅ ପଙ୍କଜ । ଏକ ଗୁପଚୁପ ବେପାର କରି ନିଜ ପରିବାରକୁ ପୋଷିବାରେ ଲାଗିଥିଲେ ।ତେବେ ସେ ଯାହା ହେଉ ପଛକେ ଯେମିତି ସେମିତି କରି ପରିବାର ଚଳି ଯାଉଥିଲା । ଆଉ ପରିବାରରେ ସମସ୍ତେ ଏକାଠି ଖୁସିରେ ରହି ଯାଉଥିଲେ । ଆଉ ପୁଅର ଖୁସିରେ ଖୁସି ହେଉଥିଲେ ।

ଏପରିକି ପୁଅର ଇଚ୍ଛା ଅନୁଯାୟୀ ପୁଅକୁ ବିବାହ ମଧ୍ୟ କରାଇ ଦେଇଥିଲେ । କାହିଁକି ନା ପୁଅ ଯେଉଁଠି ଇଚ୍ଛା କରିଥିଲା ସେଇଠି ହିଁ ତାଙ୍କ ଇଚ୍ଛା ରଖିବା ପାଇଁ ବାପା ମାଆ ସାଥ ଦେଇଥିଲେ । ତେବେ ହଠାତ୍ ପରିବାରରେ ମାଡ଼ି ଆସିଥିଲା ଝଡ । କାହିଁକି ନା ଗତକାଲି ପଙ୍କଜ ନିଜ ସାଙ୍ଗର ବାହାଘର ଭୋଜିରେ ଗୁପଚୁପ ବେପାର କରିବା ପାଇଁ ଚାଲି ଯାଇଥିଲେ ।

ଆଉ ଏପଟେ ସ୍ତ୍ରୀ ତାଙ୍କୁ କହିଥିଲା କି , ଜଲଦି ଫେରି ଆସିବା ପାଇଁ । କାହିଁକି ନା ଆସିଲେ ସେମାନେ ଏକାଠି ମିଶି କରି ଖାଇବେ । ତେବେ ଘରେ ନିଜ ସ୍ତ୍ରୀ ଆଉ ବାପା ମାଆଙ୍କୁ ଛାଡି ଦେଇ ପଙ୍କଜ ଯାଇଥିଲେ ଗୁପଚୁପ ବିକ୍ରି କରିବା ପାଇଁ । କିନ୍ତୁ ଏପରି ଘ-ଟଣା ଘଟିବ ବୋଲି କାହାକୁ ଜଣା ନଥିଲା ।

ତେବେ ସେପଟେ ବାହାଘର ଭୋଜିରେ ଉପଭୋଗ କରିଥିବା ସମୟରେ ହଠାତ୍ ପଙ୍କଜଙ୍କ ପାଖକୁ ଘରୁ ଫୋନ୍ ଯାଇଥିଲା କି , ତାଙ୍କ ସ୍ତ୍ରୀ ଆଉ ଏ ଦୁନିଆଁରେ ନାହାନ୍ତି । ଯାହା ପରେ ସେ ବ୍ୟସ୍ତ ହୋଇ ଘରକୁ ଫେରି ଆସିଥିଲେ । ଆଉ ଦେଖିଲା ବେଳକୁ ଆଉ ଦୁନିଆଁରେ ନଥିଲେ ତାଙ୍କ ସ୍ତ୍ରୀ । ତେବେ ଏହାପରେ ସେମାନେ ଥା-ନାରେ ଅଭି-ଯୋଗ ଦେଇଥିଲେ ଆଉ ଘଟ-ଣା ସ୍ଥଳରେ ଆସି ପୋ-ଲିସ ପହଞ୍ଚି ଯାଇଥିଲା ।

ଘଟ-ଣା ସ୍ଥଳରେ ପୋ-ଲିସ ପହଞ୍ଚି ତ-ଦନ୍ତ ଆରମ୍ଭ କରିଥିଲା । ତେବେ ବର୍ତ୍ତମାନ ପଙ୍କଜଙ୍କ କହିବା ଅନୁସାରେ ସବୁକିଛି ତାଙ୍କ ଭିତରେ ଠିକ୍ ଥିଲା ଆଉ ଏପରିକି ତାଙ୍କ ମଧ୍ୟରେ କଳି ଝ-ଗଡା ମଧ୍ୟ ନଥିଲା । କିନ୍ତୁ କଣ ଏମିତି ହୋଇଗଲା ଯେ , ତାଙ୍କ ସ୍ତ୍ରୀ ଏପରି ପଦକ୍ଷେପ ନେଇ ଗଲେ । ସେ ଏ କଥା ଜାଣି ପାରୁ ନାହାନ୍ତି ।

Leave a Reply

Your email address will not be published. Required fields are marked *