ଅନୁଭବଙ୍କ ଦୁଃଖ ସମୟରେ ତାଙ୍କ ପାଖକୁ ଦିଲ୍ଲୀରୁ ଧାଇଁ ଆସିଛନ୍ତି ଜାଗୃତି । ଯାହାଙ୍କୁ ଦେଖି ଖୁବ ଖୁସି ହେଲେ ଅନୁଭବ ।
ବର୍ତ୍ତମାନ ସମୟ ଅନୁଭବଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ । କାରଣ ଅନୁଭବ ନିଜ ବାପାଙ୍କୁ ହରାଇଛନ୍ତି । ତଥାପି ନିଜ ହୃଦୟରେ ଦୁଃଖକୁ ସେ ବାହାରେ ଏତେ ଦେଖାଇ ନାହାଁନ୍ତି । ତେବେ କହିରଖିବୁ ଯେ ଅନୁଭବଙ୍କ ବାପାଙ୍କ ଏକାଦଶାହ …
Read More