ଓଲିଉଡ଼ରେ କେହିବି ବର୍ଷାଙ୍କୁ ଡାକନ୍ତିନି ହନୀ । କେବଳ ଅନୁଭବ ମୋହାନ୍ତି ହିଁ ଡାକନ୍ତି । ଏମିତି କିଛି କହିଲେ ନିର୍ଦେଶକ ।
ସାରା ଓଡ଼ିଶାର ଲୋକ ବର୍ଷା ଏବଂ ଅନୁଭବଙ୍କ ବିବାଦ ବିଷୟରେ ଜାଣିଥିବେ ଏବଂ ଏହା ମଧ୍ୟ ଜାଣିଥିବେ ଯେ ଉଭୟଙ୍କର ବିବାହ ବିଚ୍ଛେଦ ମଧ୍ୟ ହୋଇ ସାରିଛି । ଯାହାକୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ କିଛି ଫ୍ୟାନ୍ସ ଅନୁଭବଙ୍କ …
Read More