ଥମୁନି ତପସ୍ୱିନୀ ଓ ସୁମିତଙ୍କ ପାରିବାରିକ ବି-ବା-ଦ, ମିଳୁ ନାହିଁ ସମାଧାନର ବାଟ।

ଓଡ଼ିଶାର ବହୁ ଚର୍ଚ୍ଚିତ କେ-ସ ତାପସ୍ବିନୀ ଓ ସୁମିତଙ୍କ ବିଷୟରେ ଭଲ ଭାବରେ ଜାଣିଥିବେ। କଳାକାର ଯେପରି ଘରେ ଘରେ ପରିଚିତ ସେହିଭଳି ସୁମିତ ଏବଂ ତାପସ୍ବିନୀଙ୍କ ପାରିବାରିକ ବି-ବା-ଦ ମଧ୍ୟ ଘରେ ଘରେ ପରିଚିତ। ଜଣେ ଜୀବନ ସାଥୀ କରିବାକୁ ଜିଦ୍ ଧରି ଆଇ-ନଗ-ତ ଲ-ଢେ-ଇ ଜା-ରି ରଖିଥିବା ବେଳେ ଆଉ ଜଣେ କହୁଛି ଆମ ଦୁହିଁ ମନ ଆଉ ମିଶିବନି। ସେ ମୋତେ ବ-ରବା-ଦ କରିଚାଲିଛି। ମୋ ପରିବାରକୁ ରାଜରାସ୍ତାକୁ ଆଣି ପକାଇଛି ନେଇ କୋର୍ଟରେ ଲ-ଢେ-ଇ କରୁଛନ୍ତି। ସୁମିତ ଏବଂ ତାପସ୍ୱିନୀଙ୍କ ପାରିବାରିକ ହାଇଡ୍ରାମା କମିବାର ନାମ ନେଉ ନାହିଁ।

ସ୍ୱାମୀଙ୍କୁ ପାଇବା ପାଇଁ ରାଜ ରାସ୍ତାକୁ ଓହ୍ଲେଇ ଆସିଥିବା ତାପସ୍ବିନୀ ଆଜି ମଧ୍ୟ ଏହି ଲଢେ-ଇରେ ହାର ମାନି ନାହାଁନ୍ତି। ଜିଲ୍ଲା କୋର୍ଟରେ ଆରମ୍ଭ ହୋଇଥିବା ଲ-ଢେ-ଇ ବର୍ତ୍ତମାନ ଏହି ଲଢେଇ ହାଇକୋର୍ଟରେ ପହଞ୍ଚିଛି। ତାପସ୍ବିନୀ ଲ-ଢେ-ଇ କରି ଦେଖେଇ ଦେଇଛନ୍ତି ଯେ କୌଣସି ନାରୀ ଅବହେଳା ନୁହଁନ୍ତି। ଅନ୍ୟ ପୁରୁଷଙ୍କ ଭଳି ନାରୀ ମାନଙ୍କ ମଧ୍ୟ ହାତ ଅଛି, ଗୋଡ଼ ଅଛି ପାଟି ମଧ୍ୟ ଅଛି। ଅନ୍ୟା-ୟ ଘଟିଲେ ସେଥିପାଇଁ କିପରି ସ୍ୱର ଉଠା ଯାଏ ତାହା ତାପସ୍ବିନୀ ଶିକ୍ଷେଇ ଦେଉଛି।

ତେବେ ତାପସ୍ବିନୀ ଓ ସୁମିତ ପୁଣିଥରେ ଦୁହେଁ ଏକାଠି ହେବେ ବୋଲି ଆଶା ରଖିଛନ୍ତି ତାପସ୍ବିନୀ। ମାନ୍ୟବର ହାଇକୋର୍ଟଙ୍କ ନି-ର୍ଦ୍ଦେ-ଶ ଅନୁସାରେ କୋର୍ଟ ସେମାନଙ୍କୁ ଏକାଠି ରହିବାକୁ ନି-ର୍ଦ୍ଦେ-ଶ ଦେଇଥିଲେ। କେବଳ ସେତିକି ନୁହେଁ ଦୁହିଁଙ୍କ ମଧ୍ୟରେ କାଉଁସିଲିଂ ମଧ୍ୟ ହୋଇଥିଲା। ତେବେ ଏପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ସାମଧନର ବାଟ ମିଳୁ ନାହିଁ। କୋର୍ଟରେ ଗୋଟିଏ ପରେ ଗୋଟିଏ ତାରିଖ ଗଡି ଚାଲିଛି।

ତେବେ ଗତ କାଲି ଶୁଣାଣି ଥିଲେ ମଧ୍ୟ ବି-ବା-ଦ ଛିଡି ନଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୭ ତାରିଖରେ ଉଭୟ ପରିବାରକୁ ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବା ପାଇଁ ନି-ର୍ଦ୍ଦେ-ଶ ଦିଆଯାଇଛି। ପରେ ଏ ନେଇ ୮ ତାରିଖରେ ରି-ପୋ-ର୍ଟ ଦାଖଲ ହେବ। ମେ ୯ ତାରିଖରେ ଏହି ମାମ-ଲାର ଶୁଣାଣି କୋର୍ଟରେ ହେବ ବୋଲି ଜଣା ପଡ଼ିଛି।

ସୁମିତଙ୍କ ଆଡଭୋକେଟ କହିବାନୁଯାୟୀ ତାପସ୍ବିନୀ ଜାଣିଶୁଣି କେସକୁ ବଢ଼େଇଛନ୍ତି। ଯେଉଁଠି ଅତି ସହଜରେ ସମାଧାନ ହୋଇ ପାରିଥାନ୍ତା ବର୍ତ୍ତମାନ ତାହା ଜଟିଳ ହୋଇ ପଡିଛି। ବ୍ରହ୍ମପୁର କୋର୍ଟରୁ କେ-ସ ଆସି ହାଇକୋର୍ଟରେ ପହଞ୍ଚିଛି। ତାପସ୍ବିନୀ ରାସ୍ତା ମଝିରେ ଲୋକମାନଙ୍କୁ ସୁମିତଙ୍କ ଘରେ ବି-ରୋ-ଧରେ ଉସୁକେଇ ଥିଲେ ସୁନ ଫୋଟକା ସଦୃଶ କେ-ସକୁ ଆଟମ ବୋମ କରିଦେଇଛନ୍ତି। ହାଟରେ ଇ-ଜ୍ଜ-ତ ଓ ସମ୍ମାନ ବିକ୍ରି କରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *