କିଶୋର ଭାଇନା ମଟନ ଦୋକାନ ବିଏମସି ବୁଲଡୋଜର ଲଗାଇ ଭାଙ୍ଗିଦେଲା।

କିଶୋର ଭାଇନାଙ୍କ ହାତ ତିଆରି ମଟନ ତରକାରୀ ଖାଇବାକୁ ସମସ୍ତଙ୍କର ଜମେ ପ୍ରବଳ ଭିଡ। ହେଲେ ବର୍ତ୍ତମାନ ମଟନ ପ୍ରେମୀଙ୍କୁ ଲାଗିଛି ଶକ୍ତ ଧକ୍କା। ମାଟିରେ ମିଶିଛି ସମସ୍ତଙ୍କ ପ୍ରିୟ କିଶୋର ଭାଇନାଙ୍କ ହୋଟେଲ। ବିଏମସିର ସିଲ ପରେ ବି ଖୋଲିଥିଲା …

Read More