ବିଧାୟକ ଗୋଡ଼ ଧରିଲେ କ୍ଷମା ଦେବେ ପ୍ରେମିକା ।

ତିର୍ତ୍ତଲ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମକାଙ୍କୁ ନେଇ ବି-ବାଦ ଥମିବାର ନା ଧରୁ ନାହିଁ । ପ୍ରେମିକା ସୋମାଲିକା ବିଜୟ ସଙ୍କରଙ୍କ ନାମରେ ଗୋଟିଏ ପରେ ଗୋଟିଏ ଅଭି-ଯୋଗ ଆଣୁଥିବା ବେଳେ ଧୀରେ ଧୀରେ ସେମାନଙ୍କ ବିବାଦ ଉଗ୍ର ରୂପ ଧାରଣ କରୁଛି । ଆଉ ଏହାରି ଭିତରେ ପ୍ରେମିକା ସୋମାଲିକାଙ୍କ ଏକ ଅଡିଓ ରେ-କର୍ଡ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପ୍ରେମିକା କହୁଛନ୍ତି ମୋ ଗୋଡ଼ ଧରିଲେ ମୁଁ ଛାଡି ଦେବି । ସେ ଯଦି ଆସି ମୋ ଗୋଡ଼ ଧରିବେ ତେବେ ମୁଁ କ୍ଷମା କରିଦେବି । କାରଣ ସେ ମୋ ସହ ଯାହା କରିଛନ୍ତି ସେଥିପାଇଁ ସେ ଯଦି ଆସି ମୋ ଗୋଡ଼ ଧରନ୍ତି ତାହାଲେ ମୁଁ କ୍ଷମା କରିଦେବି ।

ଆଉ ହଁ ଯେ ପର୍ଯ୍ୟନ୍ତ ବିଧାୟକ ବିଜୟ ଶଙ୍କର ଦାସ ମୋ ଗୋଡ଼ ଧରି ଭୁଲ ମାଗି ନାହାଁନ୍ତି ସେ ପର୍ଯ୍ୟନ୍ତ ମୁଁ ତାଙ୍କୁ ଛାଡ଼ିବି ନାହିଁ । କାରଣ ସେ ମତେ ବହୁତ କଷ୍ଟ ଦେଇଛନ୍ତି । ସେ ମତେ ଧୋ-କା ଦେଇଛନ୍ତି । ପ୍ରେମର ପରିଭାଷା ପଢେଇ ସାରି ଗୋଟେ ନାରୀର ସବୁକିଛି ଲୁ-ଟି ସାରି ସେ ମତେ ଧୋ-କା ଦେଇଛନ୍ତି । ମୁଁ ତାଙ୍କ ପାଇଁ କେତେ ଦିନ ହେଲାଣି ଭିତରେ ଭିତରେ ବହୁତ ଜଳି ସାରିଲିଣି ହେଲେ ଆଉ ନୁହେ ଏଥର ଆଉ ଆଦୌ ନୁହେଁ ମୁଁ ତାଙ୍କୁ ଏଥର ଜମା ଛାଡିବିନି । ସେ ଜଣାନ୍ତୁ ଜଣଙ୍କୁ ଧୋ-କା ଦେଲେ ତା ପରେ କିପରି ଫଳ ଭୋଗିବାକୁ ପଡେ ।

ବିଜୟ ଶଙ୍କର କୁ ସମର୍ଥନ କରି ସମାଧାନ ପାଇଁ ମତେ ତୁମେ ଯିଏ ବି କଲ କରିଥାଅ ନା କାହିଁକି । ମନ ଦେଇ ଶୁଣି ରଖ ଆଉ ତାକୁ ମଧ୍ୟ ଯାଇ କହିଦେବ କି ମୁଁ ଗୋଟେ ମଣିଷ ଆଉ ସେ ମୋ ବିଶ୍ୱାସ ଭାଙ୍ଗିଛି । ମୋ ଭରଷା ତୁଟିଛି ଆଉ ମୋ ବିଶ୍ୱାସ ଭରଷା ସହ ସେ ଖେଳିଛି । ତେଣୁ ମୁଁ ତାକୁ ଆଦୌ ଛାଡ଼ିବି ନାହିଁ । ତାକୁ ଖାଲି ଏତିକି କହିଦେବ । ଯେଉଁ ଦିନ ସେ ନିଜେ ଆସି ମୋ ଗୋଡ଼ ଧରିବ ସେହି ଦିନ ମୁଁ ତାକୁ କ୍ଷମା କରିଦେବି । ହେଲେ ତାକୁ କ୍ଷମା କରିବାକୁ ହେଲେ କେବଳ ଗୋଟିଏ ରାସ୍ତା ଅଛି ଆଉ ତାହା ହେଲା ସେ ଆସି ମୋ ଗୋଡ଼ ଧରି ଭୁଲ ମାଗିବ ।

ସେ ଆଗ ମୋ ଗୋଡ଼ ଧରି ଭୁଲ ମାଗୁ ତା ପରେ ମୁଁ ତାକୁ କ୍ଷମା କରିଦେବି । ବନ୍ଧୁଗଣ ପ୍ରେମିକା ସୋମାଲିକା ଓ ବିଜୟ ସଙ୍କରଙ୍କ ବିବାଦ ଧୀରେ ଧୀରେ ଜଟିଳ ହେଉଥିବା ବେଳେ ସୋମାଳିକାଙ୍କୁ କେହି ଜଣେ ବ୍ୟକ୍ତି କଲ କରି ସମାଧାନ ଚାହୁଁଛ ବୋଲି ପ୍ରଶ୍ନ କରିଥିଲେ ଆଉ ଏହା ପରେ। ରା-ଗିକି ନି-ଆଁ ହୋଇ ଯାଇଥିଲେ ପ୍ରେମିକା ସୋମାଲିକା କହିଥିଲେ ମୁଁ ଯଦି ଆପଣଙ୍କ ଝିଅ ହୋଇ ଥାନ୍ତି ଆପଣ କଣ ମତେ ସମାଧାନର କଥା କହିଥାନ୍ତେ ।

ତେବେ ଏହା ପରେ ସୋମାଲିକାଙ୍କୁ କଲ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ କି ମୁଁ ଆପଣଙ୍କୁ ପଚାରୁଛି ଆପଣ ସମାଧାନ ଚାହୁଁଛନ୍ତି କି ହେଲେ ଯେତେବେଳେ ପ୍ରେମିକା ବାରମ୍ବାର କହିଥିଲେ ଯଦି ବିଧାୟକ ବିଜୟ ଶଙ୍କର ଆସି ମୋ ଗୋଡ଼ ଧରି ଭୁଲ ମାଗନ୍ତି ତେବେ ମୁଁ ମୋ ନିଷ୍ପତ୍ତି ଆପଣଙ୍କୁ ଜଣାଇବି ।

ଏହା ପରେ ବ୍ୟକ୍ତି ଜଣଙ୍କ ବୁଝିକି କହିବେ ବୋଲି କହିଥିଲେ । ହେଲେ ଯାହା ଶୁଣିବାକୁ ମିଳୁଛି କି ଯାହା ଚାରି ଆଡ଼େ ବର୍ତ୍ତମାନ ଚର୍ଚ୍ଚା ହେଉଛି କି ସୋମାଲିକାଙ୍କୁ ବର୍ତ୍ତମାନ ସମାଧାନର କଥା କୁହାଯାଉଛି । ବିଜୟ ସଙ୍କର ଙ୍କ ତରଫରୁ କେହି ବ୍ୟକ୍ତି ଫୋନ କଲ ମାଧ୍ୟମରେ ସମାଲିକାଙ୍କୁ ବୁଝାଇ ତାଙ୍କୁ କହୁଛନ୍ତି କେଶ ଉଠାଇ ନେବାକୁ ମାମ-ଲାକୁ ପ୍ରତ୍ୟା-ହାର କରି ଦେବାକୁ ।

ହେଲେ ଯେତେବେଳେ ସୋମାଳିକା ଗୋଟିଏ ଜିଦରେ ଅଟଳ ରହିଲେ ସେତେବେଳେ ସୋମାଲିକା କହିଥିଲେ ମୁଁ ଚାହୁଁଛି ସେ ଆସି ମୋ ଗୋଡ଼ ଧରି ଭୁଲ ମାଗୁ ତା ପରେ ମୁଁ ଚିନ୍ତା କରିବି ମୁଁ ସମାଧାନ କରିବି କି ନାହିଁ । ହେଲେ ଏତେ ସବୁ ଭିତରେ ପ୍ରେମିକା ସୋମାଲିକା ଧୀରେ ଧୀରେ ରା-ଗିକି ନି-ଆଁ ହେଉଥିବା ବେଳେ ବିଜୟ ଶଙ୍କର ଚାହିଁଲେଣି ସମାଧାନ । ତେବେ ସେ ଯାହା ବି କିଛି ହେଉ ପ୍ରେମିକା ସୋମାଲିକା ଆଉ ବିଜୟ ଶଙ୍କର ଦାସଙ୍କ ମାମ-ଲା କେବେ ସମାଧାନ ହେବ ନା ଏହି ଘ-ଟଣା ଧୀରେ ଧୀରେ ଆହୁରି ଉଗ୍ର ରୂପ ନେବ ତା ଉପରେ ରହିଛି ସାରା ଓଡିଶା ବାସୀଙ୍କ ନଜର ।

Leave a Reply

Your email address will not be published. Required fields are marked *