ମାଆକୁ ଟାଣି ନେଲା କୁମ୍ଭୀର , ଏପଟେ ମାଆକୁ ଝୁରି ଝୁରି ଆଖିରୁ ଲୁ-ହ ଝରାଉଛନ୍ତି କୁନି ପିଲା

କିଏ ଜାଣିଥିଲା ହଠାତ୍ ଏତେ ବଡ଼ ଅଘ-ଟଣ ଘଟିଯିବ । ହଠାତ୍ ଜୀବନରେ ଏତେ ବଡ ଝଡ ମା-ଡ଼ି ଆସିବ ଆଉ ସବୁକିଛି ଶେଷ ହୋଇଯିବ । କିଏ ଜାଣିଥିଲା ନଦୀ କୂଳ ହିଁ ଜୀବନର ଶେଷ ଯାତ୍ରା ହେବ । ତେବେ କୁହାଯାଏ ନା ମଣିଷ ଯାହା ଭାବି ନଥାଏ , ତାହା ହିଁ ହୋଇଥାଏ । ଶେଷରେ ତାହା ହୋଇଥିଲା ଏହି ମାଆଙ୍କ ସହିତ ଯିଏ ନିଜ ଘର କାମ ପାଇଁ ନଦୀ କୂଳକୁ ଯାଇଥିଲା । କିନ୍ତୁ ସେଠାରେ ହିଁ ଲିଭି ଯାଇଥିଲା ତାର ଜୀବନ ଦୀପ । ତେବେ ଏହି ଘ-ଟଣା ଚାରିଆଡ଼େ ଚହଳ ପକାଇ ଦେଇଛି ।

ଏହି ଘଟ-ଣା ବିଷୟରେ ଶୁଣିବା ପରେ ବାସ୍ତବରେ ସମସ୍ତଙ୍କ ଦେହ ଶୀତେଇ ଯାଉଛି ।ଆଖି ଆଗରେ ଜଣେ ମଣିଷକୁ ଝୁଣି ଝୁଣୀ ଜଣେ ମଣିଷକୁ କୁମ୍ଭୀର ଖାଇ ଦେଉଛି କିନ୍ତୁ ସମସ୍ତେ ଖାଲି ପାଟି କରିବା ଛଡା ଆଉ କିଛି ଉପାୟ ନାହିଁ । ସମସ୍ତେ ପାଟି କରି କାନ୍ଦି-ବାରେ ଲାଗିଛନ୍ତି କିନ୍ତୁ ସେହି ମଣିଷ ଖିଆ କୁମ୍ଭୀର କଣ ନିଜର ଶି-କାରକୁ ଛାଡି ଦେବ । ତେବେ ହଁ ଆଜ୍ଞା ଆମେ କହୁଛୁ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ପାଲଟପୁର ଅଞ୍ଚଳରେ ଘଟି ଯାଇଥିବା ଏହି ଦୁଃ-ଖଦ ଘ-ଟଣା ବିଷୟରେ ।

ସୂଚନା ଅନୁଯାୟୀ , ଜ୍ୟୋସ୍ନା ରାଣୀ ଜେନା ନାମକ ଜଣେ ମହିଳା ନଦୀ କୂଳରେ ଲୁଗା ସଫା କରୁଥିବା ବେଳେ ହଠାତ୍ ଘଟି ଯାଇଥିଲା ଅଘ-ଟଣ । କୁଆଡୁ ମାଡ଼ି ଆସିଥିଲା ମଣିଷଖିଆ କୁମ୍ଭୀର । ମଣିଷ ଦେଖି ପାଟିରୁ ଝରି ଥିଲା ତାର ଲାଳ। ଆଜି ମଣିଷ ମାଂସ ଟିକିଏ ଖାଇ ଦେଇ ପେଟ ଭର୍ତି କରିଦେବ ବୋଲି ଭାବି ଥିଲା ଆଉ ଶେଷରେ ସେହି କାମ ହିଁ କରିଦେଲା । ଟିକିଏ ଭାବିଲା ନାହିଁ ମାଆର ମମତା କଥା । ଘରେ ତାର ଦୁଇ କୁନି ପିଲା ଅନାଇ ବସିଛନ୍ତି । ଘରକୁ ଗଲେ ସେ ପିଲା ମାନଙ୍କୁ ଖାଇବାକୁ ଦେଇଥାନ୍ତା । ପିଲା ମାନଙ୍କ ସବୁ ଅଳି ଅଝଟ ବୁଝିଥାନ୍ତା । କିନ୍ତୁ ସବୁ ଅଧାରେ ରହିଗଲା ।

ଯେତେବେଳେ ଜ୍ୟୋସ୍ନା ଲୁଗା ସଫା କରିବା ପାଇଁ ପାଣି ଭିତରକୁ ପଶି ଯାଇଥିଲେ ସେତେବେଳେ କୁମ୍ଭୀର ତାଙ୍କୁ ପାଣି ଭିତରକୁ ନେଇ କଚାଡି କଚାଡି ମା-ରିଥିଲା । ତେବେ ସେପଟେ ଦୁଇ ପିଲାଙ୍କୁ ସ୍କୁଲରୁ ପ୍ରଧାନଶିକ୍ଷକ ପଠାଇ ଦେଇଥିଲେ । କହିଥିଲେ ଯାଅ ତୁମ ମାଆଙ୍କୁ କୁମ୍ଭୀର ଖାଇ ଦେଇଛି । ତେବେ ଘରକୁ ଆସି ଛୋଟ ପିଲା ମାନେ ବାସ୍ କା-ନ୍ଦିବାକୁ ଲାଗିଥିଲେ । ଆଉ ଆଜି ବି ନିଜ ମାଆଙ୍କୁ ଝୁରି ହେଉଛନ୍ତି ପିଲା । ଏତେ ଛୋଟ ବୟସରୁ ମାଆଙ୍କୁ ତାଙ୍କର କୁମ୍ଭୀର ନେଇ ଯିବ ବୋଲି କିଏ ବା ଜାଣିଥିଲା । ଏବେ ମାଆକୁ ମନେ ପକାଇ କୁନି ପିଲାଙ୍କ ଆଖିରୁ ଶୁଖୁ ନାହିଁ ଲୁହ ।

Leave a Reply

Your email address will not be published. Required fields are marked *