ଭାଉଜ ଭାଉଜ କହି ସମ୍ପ-ର୍କରେ ରଖିଲା , ଗର୍ଭ-ପାତ କରାଇଲା ଆଉ ଶେଷରେ ୫୦ ଲକ୍ଷ ଟଙ୍କା ଯୌ-ତୁକ ମଧ୍ୟ ମାଗିଲା :-

ପ୍ରେମରେ ଧୋ-କା ଦେବା ଆଜିକାଲି ଲୋକଙ୍କର ଏକ ଫ୍ୟାସନ ହୋଇ ଗଲାଣି । କେଉଁଠି କିଏ ବିବାହିତା ମହିଳାଙ୍କୁ ପ୍ରେମରେ ଫସେଇ ଟଙ୍କା ଲୁ-ଟୁଛି ତ କିଏ ଗର୍ଭ-ବତୀ କରି ଛାଡ଼ି ପଳାଇ ଯାଉଛି । ତେବେ ବର୍ତ୍ତମାନ ସମୟରେ ଏହିପରି ଏକ ସମ୍ବେଦନଶୀଳ ମାମ-ଲା ଲୋକଲୋଚନକୁ ଆସିଛି ଯେଉଁଠି ଜଣେ ବିବାହିତା ମହିଳାଙ୍କୁ ଫସେଇ ଜଣେ ବ୍ୟକ୍ତି ତାଙ୍କ ସହ କିଛି ଏପରି କାମ କରିଛନ୍ତି ଯାହା ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ସୂଚନା ଅନୁଯାୟୀ ଏହି ଘ-ଟଣା ଉତ୍ତରପ୍ରଦେଶର ବାରଣାସୀରୁ ଆସିଛି । ତେବେ ଘଟ-ଣା ଏହା ଯେ ଚୋଲାପୁର ଅଞ୍ଚଳରେ ରହୁଥିବା ଜଣେ ମହିଳା ସେଠାକାର ଜଣେ ବ୍ୟକ୍ତି ଅମରଜିତଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି । ତାଙ୍କ ଅଭି-ଯୋଗ ଅନୁଯାୟୀ ଅଭି-ଯୁକ୍ତ ତାଙ୍କୁ ପ୍ରେମରେ ଫସେ-ଇବା ମନ୍ଦିରରେ ବିବାହ କରିବା , ଦୁ-ଷ୍କର୍ମ , ପରେ ଗର୍ଭ-ପାତ ଏବଂ ଶେଷରେ ଯୌ-ତୁକ ମାଗିବା ଭଳି ଅଭି-ଯୋଗ ଆଣିଛନ୍ତି । ତେବେ ଘ-ଟଣା ଏହା ଯେ ଯୁବତୀ ଜଣକ ବିବାହ ପରେ ବି ନିଜ ବାପ ଘରେ ରହୁଥିଲେ ।

ସେହି ସମୟରେ ଅମରଜିତ ନାମକ ଜଣେ ଯୁବକ ତାଙ୍କୁ ପ୍ରେମରେ ଫ-ସେଇ ତାଙ୍କୁ ବିବାହ କରିବାକୁ ପ୍ରତି-ଶ୍ରୁତି ଦେଇଥିଲେ । ଶେଷରେ ୨୦୨୧ , ମେ ୧୯ ରେ ଯୁବତୀଙ୍କୁ ବିବାହ ମଧ୍ୟ କରିଥିଲେ । ସେତେବେଳେ ଗାଁ ଛାଡ଼ି ସେ ଯୁବତୀଙ୍କୁ ନେଇ ପାଣ୍ଡେପୁରର ଏକ ଭଡ଼ା ଘରେ ରହିଲେ । ସେଠାରେ ଯୁବତୀଙ୍କୁ ଦୁ-ଷ୍କର୍ମ କରି ଗର୍ଭ-ବତୀ ମଧ୍ୟ କରାଇଲେ । ତେବେ ଏହାର କିଛିଦିନ ପରେ ଜୋର ଜବ-ରଦସ୍ତ ମହିଳାଙ୍କ ଗର୍ଭ-ପାତ କରାଇଥିଲେ । ପୁଣି ଏତିକିରେ ତାଙ୍କ ମନ ମାନି ନଥିଲା ଯେ ମହିଳାଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଯୌ-ତୁକ ଦାବି କରିଥିଲେ ।

ତେବେ ଏତିକି ପରେବି ଅଭି-ଯୁକ୍ତଙ୍କ ସାଙ୍ଗମାନେ ତାଙ୍କୁ ମା-ଡ଼ ମା-ରି ତାଙ୍କ ଠାରୁ ଗହଣା ଲୁ-ଟି ନେଇଥିଲେ । ତେଣୁ ଏଥିରେ ମହିଳା ଜଣକ ଜୁଲାଇ ୧୩ ରେ ଅମରଜିତ ଏବଂ ତାଙ୍କ ସାଙ୍ଗ ଇନ୍ଦ୍ରଜିତ , ଅର୍ଜୁନ , ଶୁବକୁମାର , ଧୀରେନ୍ଦ୍ର , ଦିବ୍ୟା , ଭାଗବାନୀ ଦେବୀ , ମନୋହର , ଭାନୁ ପ୍ରତାପ ଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି । ଏମିତିକି ତାଙ୍କୁ ଯୌ-ତୁକ ପାଇଁ ହଇ-ରାଣ କରୁଥିବା ମଧ୍ୟ କହିଛନ୍ତି । ତେବେ ତାଙ୍କ ଅଭି-ଯୋଗ ଆଧାରରେ ବର୍ତ୍ତମାନ ପୋ-ଲିସ ଏହି ମାମ-ଲା ଉପରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିଛି ।

Leave a Reply

Your email address will not be published. Required fields are marked *