୧୦ ଦିନ ଭିତରେ ତିନି ତିନୋଟି ଶ-ବ ସ-ତ୍କାର କଲେ ଦିଲ୍ଲୀପଙ୍କ ସୁଲଭ ପରିବାର । ଛାତି ଫଟାଇ କାନ୍ଦୁଛି ମା’ ।

ଦିଲ୍ଲୀପ ଘର ଦ୍ୱାରରୁ ଉଠିଲା ତିନି ତିନୋଟି ଶ-ବ । ଡିଏନଏ ରି-ପୋର୍ଟ ଆସିବା ପରେ ବର୍ତ୍ତମାନ ଦିଲ୍ଲୀପଙ୍କ ଶ-ବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଆଉ ଏହାପରେ ପୁରା ପରିବାର କା-ନ୍ଦ ବୋବାଳିରେ ଫାଟି ପଡ଼ିଥିଲା । ଆଉ ସେହି ଦୃ-ଶ୍ୟ ଦେଖିଲେ ଆପଣ ବି ନିଜ ଲୁ-ହକୁ ସମ୍ଭାଳି ପାରିବେ ନାହିଁ । ପରିବାର ଲୋକଙ୍କୁ ତାଙ୍କ ଶ-ବ ହସ୍ତାନ୍ତର କରିବା ପରେ ପରିବାରରେ ପୁଣିଥରେ ଦୁଃ-ଖର ଛା-ୟା ଖେଳି ଯାଇଥିଲା । ପୂର୍ବରୁ ଥରେ ଦିଲ୍ଲୀପଙ୍କ ଦ୍ୱାରରେ ଜ୍ୟୋତି ରଞ୍ଜନଙ୍କ ସୁଲଭ ପାଇଁ କୋକେଇ ବନ୍ଧା ହୋଇଥିଲା । ପୁଣି ସେହି ଦ୍ୱାରରେ ଦିଲ୍ଲୀପଙ୍କ ସ୍ତ୍ରୀ ସୋନାଙ୍କ ପାଇଁ କୋକେଇ ବନ୍ଧା ହୋଇଥିଲା ।

୧୦ ଦିନ ଭିତରେ ତିନି ତିନୋଟି କୋକେଇ ଗୋଟିଏ ଦ୍ୱାର ମୁହଁରୁ ଉଠିଲା । ଏହି ତିନି ତିନୋଟି ପରିବାର ଉଜୁଡ଼ିବା ପାଇଁ କିଏ ଦାୟୀ । ଏଭଳି ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ଉଠିଛି । ହାଇଟେକ ମେଡ଼ିକାଲ ବିସ୍ଫୋରଣରେ ତିନି ଜଣଙ୍କର ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ତିନି ନମ୍ବର କିଏ ବୋଲି ବିବାଦ ଦେଖା ଦେଇଥିଲା ।

ଆଉ ଡିଏନଏ ରିପୋ-ର୍ଟରୁ ଜଣା ପଡ଼ିଛି ଯେ ତୃତୀୟ ବ୍ୟକ୍ତି ଜଣକ ହିଁ ଦିଲ୍ଲୀପ ସାମନ୍ତରାୟ ଅଟନ୍ତି ବୋଲି । ଦିଲ୍ଲୀପଙ୍କ ପରିବାର ଲୋକେ ପୂର୍ବରୁ ଜ୍ୟୋତି ରଞ୍ଜନଙ୍କ ଶ-ବକୁ ଦିଲ୍ଲୀପଙ୍କର ଭାବି ଶ-ବ ସ-ତ୍କାର କରିଥିଲେ । ସ୍ୱାମୀଙ୍କ ମୃ-ତ୍ୟୁ ହୋଇଥିବା ଜାଣି ଯାହାଙ୍କ ସ୍ତ୍ରୀ ଜୀବନ ଦେଇଥିଲେ ତାଙ୍କ ସ୍ୱାମୀ ଜୀବିତ ଥିଲେ ।

ଆଉ ସେପଟେ ଯେଉଁ ମହିଳା ଜଣକ ନିଜ ସ୍ୱାମୀ ବଞ୍ଚିଥିବା କହି ଏକ ଛୋଟ ଆଶାଟିଏ ମନରେ ରଖିଥିଲେ ସେ କିନ୍ତୁ ବାସ୍ତବରେ ନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଦିଲ୍ଲୀପ ବି ଚାଲି ଯାଇଥିଲେ । ଯାହାଙ୍କ ଅନ୍ତିମ ସ-ତ୍କାର କାଲି କରାଯାଇଛି । ଘର ଦ୍ୱାରରୁ ତିନି ତିନୋଟି ମୃ-ତ ଦେହ ଉଠିଲା । ଏପଟେ ଦିଲ୍ଲୀପଙ୍କ ମା’ କା-ନ୍ଦି କା-ନ୍ଦି ନୟାନ୍ତ । ଗାଁ ସାରା ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

କିନ୍ତୁ ଜ୍ୟୋତି ରଞ୍ଜନଙ୍କ ପରିବାରର ଦୁର୍ଭାଗ୍ୟ ଏତେ ଯେ ସେମାନେ ନିଜ ପୁଅର ଅନ୍ତିମ ସ-ତ୍କାର କରିବାକୁ ମଧ୍ୟ ପାଇ ନାହାଁନ୍ତି । ସ୍ତ୍ରୀ ଟିଏ ନିଜ ସ୍ୱାମୀକୁ , ସାଙ୍ଗ ଟିଏ ନିଜ ସାଙ୍ଗକୁ ଏବଂ ବାପା ମା’ ନିଜ ପୁଅକୁ ଶେଷ ଥର ପାଇଁ ମଧ୍ୟ ଦେଖି ପାରି ନାହାଁନ୍ତି । ଯେଉଁ କାରଣରୁ ଜ୍ୟୋତି ରଞ୍ଜନଙ୍କ ଘର ଲୋକେ ସେପଟେ ଖୁବ କଷ୍ଟରେ ଅଛନ୍ତି ।

Leave a Reply

Your email address will not be published. Required fields are marked *