80 ବୟସର ବୁଢା ଅର୍ଚ୍ଚନାକୁ ସହ କରୁଛି ଖେଳ, ଧରିଛି ଅର୍ଚ୍ଚନାକୁ।

ବୟସ ସିନା ଆର ପାରିକୁ ଯିବା ଯିବା ହେଇ ଗଲାଣି ହେଲେ ଯମ ନେଇଯିବା ପୂର୍ବରୁ ବି ଅର୍ଚ୍ଚନା ସାଥିରେ ଟିକେ ରୋ-ମାନ୍ସ କରିବାକୁ ବୁଢ଼ାଙ୍କର ପ୍ରବଳ ଇଛା। ଅଣ୍ଟା ସଲଖି ଛିଡା ହେବାକୁ ସିନା ଅଣ୍ଟାରେ ବଳ ନାହିଁ ହାତ ବି ଥରିଲାଣି ହେଲେ ଅର୍ଚ୍ଚନାର ଅଣ୍ଟାକୁ ଏହି ଥର ଥର ହାତରେ ଧରିବାକୁ ପ୍ରବଳ ଇଚ୍ଛା। ବୟସ 80 ନୁହେଁ 80 ପାର କରି 82 ହେବା ହେବା ଉପରେ। କହିବାକୁ ଗଲେ ବୟସର ଅପରାହ୍ନରେ ପହଞ୍ଚି ସାରିଛନ୍ତି ଏହି ବୃଦ୍ଧା ଜଣଙ୍କ।

ଅଣ୍ଟାରେ ବଳ ନଥାଉ କି ହାତ ବି ଯେତେ ଜୋରେ ଥରୁଥାଉ ହେଲେ ଅର୍ଚ୍ଚନାଙ୍କୁ ଟିକେ ଧରି ଦେଲେ ମନ ଭରି ଯିବ। ଟିକେ ଖରାପ ଲାଗିଲାଣି କେମିତି। ଟିକେ ହେଲେ ନିଜ ବୟସ କଥା ମନେ ପଡ଼ିଲାଣି କେମିତି ବୋଲି ଲୋକେ ପଚାରୁଛନ୍ତି। ବୃଦ୍ଧା ବେଶରେ ମଣିଷ କଣ ଏହି ସୁନ୍ଦରୀ ମହିଳା।ଖୋଜେ ଟିକେ ଶାରୀ-ରିକ ସୁଖ ପାଇଁ ଏମିତି ଥରି ଥରି ବି ଖେଳ କରେ।

ଯେଉଁ ବୟସରେ ଲୋକେ ହରି ନାମ ଜପ କରିବା କଥା। ଯେଉଁ ବୟସରେ ଲୋକେ ଭଗବାନଙ୍କୁ ଦିନ ରାତି ସ୍ମରଣ କରିବା କଥା ସେହି 82 ବର୍ଷ ବୟସରେ ବି ବୃଦ୍ଧା ଜଣଙ୍କ ସ୍ମରଣ କରୁଥିଲେ ସୁନ୍ଦରୀ ଅର୍ଚ୍ଚନାଙ୍କୁ। କୁହାଯାଉଛି ଚାଲିବାକୁ ବଳ ପାଉନଥିବା ଉତ୍ତର ଓଡ଼ିଶାର ଜଣେ ପୁରୁଖା ନେତା ପୁରୁଣା ନେତା ଅର୍ଚ୍ଚନାର ଫା-ସରେ ପଡିଛନ୍ତି। ଦର୍ଶକ ବନ୍ଧୁ ଲୋକେ କହୁଛନ୍ତି ଯେତେ ଲୁଚା-ଇବାକୁ ଚେଷ୍ଟା କଲେ ମଧ୍ୟ ସବୁ ଜଳ ଜଳ ହେଇ ଦିଶୁଛି।

ସେପଟେ ଲୋକେ ଆହୁରି କହୁଛନ୍ତି ନା ଲୁ-ଚିଛି ଗୋଡ଼ ଦିଟା ଦିଶୁଛି। ଆଉ ଲୋକେ କହୁଛନ୍ତି ବୁଝିବା ଲୋକେ ବୁଝିଛନ୍ତି ଜାଣିବା ଲୋକେ ଜାଣି ସାରିଛନ୍ତି କି ଏ ନେତା ଜଣଙ୍କ କିଏ। ହେଲେ ନେତା ମନେ ମନେ ଭାବୁଛନ୍ତି ତାଙ୍କର ଏ ବୃଦ୍ଧ କାଳେ ବାଲ୍ୟ ଲୀ-ଳାକୁ କେହି ଜାଣି ପାରନ୍ତି ନାହିଁ।

ହଁ ଆଜ୍ଞା ନେତା ମନ୍ତ୍ରୀ ଧନୀ ବ୍ୟବସାୟୀଙ୍କୁ ଅର୍ଚ୍ଚନା ସିନା ଫ-ସାଇ ଲକ୍ଷ ପତି ହେଉଥିଲେ। ହେଲେ ଏବେ ଲୋକେ ପ୍ରଶ୍ନ କରୁଛନ୍ତି କି ଅର୍ଚ୍ଚନାଙ୍କ ପାଖକୁ ଯାଉଥିଲେ କାହିଁକି ଅର୍ଚ୍ଚନାଙ୍କ ଶରୀର ପ୍ରତି ଏହି ନେତା ମନ୍ତ୍ରୀ ମାନଙ୍କର ଏତେ ଦୁର୍ବ-ଳତା କାହିଁକି। ଅର୍ଚ୍ଚନା ସିନା ମାୟା-ବିନୀ ହେଲେ ଯଦି ତୁମେ ଠିକ ଥିଲ ତେବେ ଅର୍ଚ୍ଚନାର କଥାରେ ଅର୍ଚ୍ଚନାର ଅଫ-ରରେ କାହିଁକି ଓ କିପରି ରାଜି ହେଇ ଯାଉଥିଲ।

ନା ଲୁ-ଚି ଲୁ-ଚି ଖେଳ କରୁଥିଲ ଆଉ କଥା ଯେବେ ସାମ୍ନାକୁ ଆସିଲା ସେତେବେଳେ ପରଦା ପଛରେ ନିଜର ସ୍ୱଚ୍ଛ ଭାବ ମୂର୍ତ୍ତିକୁ ବଜାଇ ରଖି ଲୁ-ଚି ଲୁ-ଚି ଚେହେରା ନଦେଖେଇ ବେଦନା କହୁଛ। ହେଲେ ଦର୍ଶକ ବନ୍ଧୁ ଏ କଥା ଆମେ ଆଦୌ କହୁ ନାହୁଁ ଏ କଥା କହୁଛନ୍ତି ଲୋକେ। ଅର୍ଚ୍ଚନାର କୁଆଡେ ଯେତିକି ଭୁଲ ଅର୍ଚ୍ଚନା ପାଖକୁ ଅର୍ଚ୍ଚନାର ସୌନ୍ଦ-ର୍ଯ୍ୟରେ ବିମୋହିତ ହୋଇ ଯାଉଥିବା ଲୋକଙ୍କର ବି ସେତିକି ଭୁଲ ବୋଲି ଲୋକେ ଆଲୋଚନା କରୁଛନ୍ତି।

ଲୋକେ ଆହୁରି କହୁଛନ୍ତି କି ଏହି ପୁରୁଖା ନେତା ଜଣଙ୍କ ଥର ଥର ହୋଇ ଅର୍ଚ୍ଚନାଙ୍କୁ ସାଥିରେ ନେଇ କୁଆଡେ ପୁରୀ ଯାଇଥିଲେ ଆଉ ସେଠାରେ ତାରକା ହୋଟେଲରେ ରହି ଅର୍ଚ୍ଚନାଙ୍କ ସହ ରୋ-ମାନ୍ସ ମଧ୍ୟ କରୁଥିଲେ ହେଲେ ଅର୍ଚ୍ଚନା ଯେତେବେଳେ ଫଟୋ ଉଠାଇ ଦେଲା ଆଉ ଫଟୋ ଉଠାଇ ଯେତେବେଳେ ପରେ ପଠାଇ ସରପ୍ରାଇଜ ଦେଲା ସେତେବେଳେ ତୁମ ହୋସ ଉଡ଼ିଗଲା।

ତୁମେ ଯାଉଥିଲ କାହିଁକି ଏବେ ନାମ ନେଲ କାହିଁକି। ଆଉ ବ୍ଲା-କମେ-ଲ ର ଶି-କାର ହୋଇଥିବା ଏହି 82 ବର୍ଷର ବୃଦ୍ଧା ଜଣଙ୍କ କୁଆଡେ ଟଙ୍କା ଗଣି ସାରିବା ପରେ ବି ମନ ଟା ଉଚ୍ଛନ୍ନ ହେଲା ଅର୍ଚ୍ଚନା ସହ ପୁଣି ଟିକେ ଖେଳ କରିବାକୁ ଆଉ ତ-ଣ୍ଡ ଗଣି ସାରିବା ପରେ ବି ବୃଦ୍ଧା ଅର୍ଚ୍ଚନା ସହ ପୁଣି ଥରେ ଟିକେ ଖେଳ କରିଦେଲେ। ଧନ୍ୟ କହିବ ତୁମକୁ ଆଉ ଧନ୍ୟ କହିବ ତୁମ ବୃଦ୍ଧା ବୟସରେ ଉଛୁଳା ପ୍ରେମକୁ।

Leave a Reply

Your email address will not be published. Required fields are marked *