ରାତି ଆସିଲେ ମୋ ପାଇଁ ସତେ ଯେପରି କା-ଳ ଆସୁଛି। ରାତି ହେଲେ ଭ-ୟରେ ମୁଁ ଥରି ଉଠୁଛି ଅନେକ ରାତି ବିତି ଗଲାଣି ଧାରଣାକୁ ହେଲେ ମୁଁ ଶାନ୍ତିରେ ସୋଇ ପାରୁନି ମତେ ଶାନ୍ତିରେ ସୋଇବାକୁ ଦେଉ ନାହାଁନ୍ତି। ମୁଁ ଡ-ରି ଡ-ରି ବଞ୍ଚୁଛି ଆଉ ସେମାନେ ମତେ ଡ-ରାଉଛନ୍ତି। ମୁଁ ପ୍ରତ୍ୟକ ମୁହୂର୍ତ୍ତରେ ନିର୍ଯା-ତିତ । ରାତି ହେଲେ ଜୀବନକୁ ଭ-ୟ ଦିନ ହେଲେ ମୋତେ ହଇ-ରାଣ କରିବାକୁ କଲବଲ କରୁଛନ୍ତି।
ମୁଁ ଶୌ-ଚ ପାଇଁ ଯିବା ବେଳେ ନାତ ମା-ରି ମୋ ଜିନିଷ ଫି-ଙ୍ଗିଦେଉଛନ୍ତି। କେତେବେଳେ ଚାଲି ଯାଉ ଯାଉ ମୋ ଗୋଡ଼କୁ ଦଳି ଦେଉଛନ୍ତି। ମାଂ-ସ ଖାଇ କଣ୍ଟା ଉପରୁ ଫି-ଙ୍ଗୁଛନ୍ତି ମୁଁ ମଣିଷ ଆଜ୍ଞା ମୁଁ କାହାର କି ଅପ-ରାଧ କରିଛି ମୁଁ ତ ବାସ ଏମିତି ହିଁ ଶାନ୍ତିରେ ବସିରହି କାନି ପାତି ମୋ ପୁଅ ପାଇଁ ନ୍ୟା-ୟ ଭିକ୍ଷା କରୁଛି।
ରାକ୍ଷୀ ପୂର୍ଣ୍ଣିମା ଦିନ କିଛି ଗୁ-ଣ୍ଡା ଆସି ମତେ ଦୁଇ ଅକ୍ଷର ଭାଷାରେ ଗା-ଳି ଗୁ-ଲଜ କରି ଗଲେ। ଆଉ ମୁଁ ଅସହାୟଙ୍କ ପରି ଶୁଣିଲି। କାରଣ ମତେ ନ୍ୟା-ୟ ଦରକାର। ଏତେ ସବୁ କରିବା ପଛରେ ସେମାନଙ୍କର ଗୋଟିଏ ଉଦ୍ୟଶ କିପରି ମୁଁ ଧାରଣାରୁ ଓହରି ଯିବି।
ମାତ୍ର ସେମାନେ କିନ୍ତୁ ଜାଣି ନାହାଁନ୍ତି ମୁଁ କେବେ ହେଲେ ଏମିତି ଖାଲି ହାତରେ ଧାରଣାରୁ ଓହରି ଯିବି ନାହିଁ କାରଣ ମୁଁ ନ୍ୟା-ୟ ଚାହେଁ। ମୋ ସହ ହୋଇଥିବା ଅନ୍ୟା-ୟ ପାଇଁ ମତେ ନ୍ୟା-ୟ ଦରକାର। କଣ ଭୁଲ ଥିଲା ମୋ ଏକା ? ଭୁଲ ତ ଆମେ ଦୁହେଁ ମିଶି କରିଥିଲେ ଏବେ ଏକା ମୁଁ କାହିଁକି କ-ଷ୍ଟ ପାଇବି ।
ଧାର-ଣାରୁ ତଡି ଦେବାକୁ ସେମାନେ ଅନେକ ଉପାୟ ଆପଣାଉଛନ୍ତି। ଯେପରି ମତେ ଧ-ମକ ଦେଉଛନ୍ତି ମୋ ମା ପ୍ରମିଳା ତ୍ରିପାଠୀଙ୍କୁ ଧାରଣା ସ୍ଥଳରୁ ଓହରି ଯିବାକୁ ପଇସା ଯାଜୁଛନ୍ତି ଆଉ ତାଙ୍କ କଥାରେ ରାଜି ନହେଲେ ମୋ ମାର ବ୍ଳାଉଜ ମଧ୍ୟ ଚିରି ପକାଉଛନ୍ତି। ସେମାନଙ୍କର ଗୋଟିଏ ଉଦ୍ୟଶ କିପରି ଏମିତି କ-ଷ୍ଟ ଦେଲେ ଏଠାରୁ ମୁଁ ଚାଲିଯିବି ମୋ ଚାଲିଯିବେ ଆଉ ସେ ତାଙ୍କ ପୁଅକୁ ଅନ୍ୟ ଜାଗାରେ ବିବାହ କରି ଖୁସିରେ ସୁଖର ସଂସାର କରିବେ। ହେଲେ ସେମିତି ନାଇଁ ସେମିତି ହେବାକୁ ଦେବିନି। ମୁଁ କାଠ କଣ୍ଢେଇ ନୁହେଁ ମୋ ସହ ଖେଳିକି ମୋତେ ଛାଡ଼ି ଦେବ।
ଧାରଣାକୁ ଅନେକ ଦିନ ବିତିଗଲାଣି ଦିନେଶର ଘର ଆଗରେ ଧାରଣାରେ ବସିଥିବା ବେଳେ ଯେଉଁ ସବୁ କ-ଷ୍ଟ ନିର୍ଯା-ତନା ଦୀପିକା ସହୁଛନ୍ତି ତାଙ୍କୁ ଦୁଃ-ଖର ସହ ବଖାଣି ଛନ୍ତି କିପରି ତାଙ୍କୁ ଧାରଣାରୁ ଉଠିଯିବା ପାଇଁ ଆପ୍ରା-ଣ ଚେଷ୍ଟା କରୁଛି। ହେଲେ ଦୀପିକା ଧାରଣାରୁ ଉଠିବେ ନାହିଁ ବୋଲି ସିଧାସଳଖ କହିଛନ୍ତି।