ଅଲଗା ହେଲେ ସାତ ଜନ୍ମର ସାଥି , ପ୍ରେମ ବିବାହର ଦୁଇ ମାସ ପରେ ଜୀବନ ହାରିଲେ ସ୍ଵାମୀ ସ୍ତ୍ରୀ

କୁହାଯାଏ ପ୍ରେମ ସାତ ଜନମ ଧରି ଆପଣଙ୍କ ସାଥ ଦେଇଥାଏ । ସେ କେଉଁ ପରିସ୍ଥିତିରେ ବି ଆପଣଙ୍କୁ ଏକୁଟିଆ ଛାଡେ ନାହିଁ କି , ସେ କେଉଁ ପରିସ୍ଥିତିରେ ବି ଆପଣଙ୍କୁ ଏକୁଟିଆ ଅନୁଭବ ହେବାକୁ ଦିଏନାହିଁ । ସବୁ ପରିସ୍ଥିତି ଆଉ ସବୁ ଜାଗାରେ ସେ ଆପଣଙ୍କ ଛାଇ ହୋଇ ଛିଡା ହୋଇଥାଏ । କିନ୍ତୁ ଏହି ପ୍ରେମ କେତେବେଳେ କାହା ପାଇଁ ସାଜିଥାଏ କା-ଳ । ଆଉ ନେଇ ଯାଇଥାଏ ଜୀବନ ।

ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସଦର ଥା-ନା ଅନ୍ତର୍ଗତ ଚଷାଖଣ୍ଡ ପଞ୍ଚାୟତର ମଧୁରାପୁର ଗାଆଁରେ । ଗାଆଁରେ ଖେଳି ଯାଇଛି ଶୋ-କର ଛା-ୟା । ମାତ୍ର ଦୁଇ ମାସ ଧରି ବିବାହ ହୋଇ ଥିବା ଦୁଇ ଜଣ ସ୍ଵାମୀ ସ୍ତ୍ରୀ କରିଛନ୍ତି ଆ-ତ୍ମହ-ତ୍ୟା । ଆହୁରିପୁଣି ସେମାନଙ୍କର ହୋଇଥିଲା ପ୍ରେମ ବିବାହ । ତେବେ ଏପରି କଣ ହୋଇଗଲା ଯେ , ଦୁଇ ଜଣ ଆ-ତ୍ମହ-ତ୍ୟା କରିବାକୁ ନିଷ୍ପତ୍ତି ନେଲେ ।

ତେବେ ସୂଚନା ଅନୁଯାୟୀ , ଏହି ଗାଁର ହରିଶଙ୍କର ଜେନା ଭଦ୍ରକ ଜିଲ୍ଲାର ଦେବୀ ରାଣୀଙ୍କୁ ପ୍ରେମ ବିବାହ କରିଥିଲେ ।ପ୍ରଥମେ ଦୁହିଁଙ୍କ ମଧ୍ୟରେ ଫେସବୁକ ରେ ପ୍ରେମ ସମ୍ପ-ର୍କ ଗଢି ଉଠିଥିଲା । ଆଉ ତାପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଗତ ରଥଯାତ୍ରା ଦିନ ଦେବୀ ରାଣୀ ଘର ଛାଡି ପ୍ରେମୀକଙ୍କ ପାଖକୁ ପଳାଇ ଆସିଥିଲେ । ଆଉ ତାପରେ ପରିବାର ଲୋକ ବିବାହ ମଧ୍ୟ କରାଇ ଦେଇଥିଲେ ।

ତେବେ ପ୍ରେମ ପକ୍ଷୀ ସବୁଦିନ ପାଇଁ ଏକାଠି ହୋଇ ଅତ୍ୟନ୍ତ ଖୁସି ହୋଇ ଯାଇଥିଲେ । କିନ୍ତୁ ଏହାପରେ ଆରମ୍ଭ ହୋଇଥିଲା ପ୍ରକୃତ ସ-ଙ୍କଟ । କିଛି ଦିନ ପରେ ଘରେ ଆ-ର୍ଥିକ ସ-ଙ୍କଟ ଦେଖା ଦେଇଥିଲା । ଯାହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଝ-ଗଡା ଆରମ୍ଭ ହୋଇ ଯାଇଥିଲା । ଆଉ ତାପରେ ଦୁହେଁ ଅଲଗା ମଧ୍ୟ ରୋଷେଇ କରି ଖାଉଥିଲେ । ତେବେ ଦୁଃ-ଖର କଥା ଏହା କି , ଘରେ କାଲି କେହି ନଥିବା ସମୟରେ ଦୁହେଁ ଆ-ତ୍ମହ-ତ୍ୟା କରି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *