ମୁଁ ଗାଧେଇ ଯାଇଥିବା ବେଳେ ମୋ ଦିଅର କଲେ ଏମିତି କାମ…..

ଆଜିକୁ ପୁରାପୁରି ୩୭ ଦିନ ହୋଇଗଲାଣି । ତଥାପି ଦୀପିକା ହାର ମାନି ନାହାଁନ୍ତି । ନ୍ୟା-ୟ ପାଇଁ ଲ-ଢି ଚାଲିଚନ୍ତି ଦୀପିକା । ଶାଶୁ ଘର ପିଣ୍ଡା ଛାଡ଼ୁ ନାହାଁନ୍ତି ଦୀପିକା । ଧାରଣା ରେ ବସିଛନ୍ତି ବ୍ରହ୍ମପୁରର ସେହି ସାହସୀ ଝିଅ ଦୀପିକା । ଆଜି ବି ନ୍ୟା-ୟ ଅପେକ୍ଷାରେ ସେ । ଦେଖାଯାଉ କେବେ ତାଙ୍କୁ ମିଳୁଛି ନ୍ୟା-ୟ । ତେବେ ଏହା ମଧ୍ୟରେ ଏକ ସଙ୍ଗୀନ ଅଭି-ଯୋଗ ଆଣିଛନ୍ତି ଦୀପିକା ।

ଶଶୁର ଘର ଲୋକ ତାଙ୍କୁ ଗ୍ରହଣ କରିବାକୁ ରାଜି ନାହାଁନ୍ତି । ସେମାନେ ସେଥିପାଇଁ ଅନେକ ବାହାନା ଦେଖାଉଛନ୍ତି । ଆଉ ଏପରି ହରକତ୍ କରୁଛନ୍ତି ଯାହା ଦୀପିକାଙ୍କୁ ବହୁତ୍ କ-ଷ୍ଟ ଦେଉଛି । ଦୀପିକାଙ୍କର ଅନୁପସ୍ଥିତି ରେ ସେମାନେ ଅନେକ ଖରାପ କାମ କରୁଛନ୍ତି । କିନ୍ତୁ ଦୀପିକା ଥିବା ସମୟରେ ସେମାନଙ୍କର ଏପରି କାମ କରିବାକୁ ସାହସ ନାହିଁ ।

ଶାଶୁ ଘର ଲୋକ ତାଙ୍କୁ ହଇ-ରାଣ କରୁଛନ୍ତି ବୋଲି ଦୀପିକା କହିଛନ୍ତି । ଦୀପିକା କହିଛନ୍ତି କି , ଗତକାଲି ସେ ଟଏ-ଲେଟ ଯାଇଥିବା ସମୟରେ ତାଙ୍କ ଶଶୁର ଆଉ ଦିଅର ଆସି ତାଙ୍କ ଜିନିଷ ଫୋ-ପାଡ଼ି ଦେଇଥିଲେ । ଆଉ ଚାରିଆଡ଼େ ସର୍ଫ ପାଣି ଫୋପାଡ଼ି ଦେଇଥିଲେ । ବର୍ତ୍ତମାନ ଦୀପିକା ସେହି ଘର ଆଗରେ ରୋଷେଇ କରି ଖାଉଥିବା କାରଣ ରୁ ତାଙ୍କର ସବୁ ଜିନିଷ ସେଠାରେ ରହିଛି । ଖାଇବା ପିଇବା ସବୁ ସେଠାରେ ଅଛି ।

ତଥାପି ଶଶୁର ଆଉ ଦିଅର କିଛି କୁଣ୍ଠାବୋଧ ନ କରି ଏପରି କା-ଣ୍ଡ କରିଛନ୍ତି । ତାଙ୍କ ଅନୁପସ୍ଥିତି ଦେଖି ସେମାନେ ଏପରି କାମ କରିଛନ୍ତି। ତାଙ୍କ ଖାଇବା ଜିନିଷ ବ-ର୍ବା-ଦ୍ କରି ଦେଇଛନ୍ତି । ଆଉ ଚାରିଆଡ଼େ ଜିନିଷ ଫୋ-ପାଡ଼ି ଦେଇଛନ୍ତି । ତେବେ ଶାଶୁ ଘର ଲୋକଙ୍କ ବାବ-ଦରେ ଦୀପିକାଙ୍କର ଏହା ପ୍ରଥମ ଅଭି-ଯୋଗ ନୁହେଁ । ଆଗରୁ ଅନେକ କାର-ନାମା ବିଷୟରେ ଦୀପିକା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *