ଦୀପିକା ଖୋଲାସା କଲେ ଏହି କଥା , ଶାଶୁ ଆଗରୁ ତାଙ୍କ ସହ ଭିଡିଓ କଲରେ ହୋଇଥିଲେ କଥା

ନୂଆ ନୂଆ କଥା ପ୍ରତିଦିନ ସାମ୍ନାକୁ ଆସିବାରେ ଲାଗିଛି । ନିଜ ଶାଶୁ ଘର ବାବ-ଦରେ ଅନେକ କଥା କହୁଛନ୍ତି ଦୀପିକା । ଆଉ କହିବାରେ ଲାଗିଛନ୍ତି ସମସ୍ତଙ୍କ ଗୁଣ । ଅନ୍ୟ ପକ୍ଷରେ ପ୍ରତିଦିନ କ-ଷ୍ଟ ପାଉଛନ୍ତି ଦୀପିକା । ଏତେ ବର୍ଷାରେ ଘର ଆଗରେ ବସି ରହିଛନ୍ତି ଦୀପିକା । ତାଙ୍କ ଉପରେ ପାଣି ପଡ଼ିବା ସହିତ ତାଙ୍କ ପନିପରିବା ନ-ଷ୍ଟ ହୋଇଗଲାଣି ।

ତଥାପି ଅନ୍ୟ କୌଣସି ଉପାୟ ନାହିଁ ବୋଲି ଦୀପିକା କହିଛନ୍ତି । ହାର୍ ମାନିବେ ନାହିଁ କି ଡ-ରିବେ ନାହିଁ ବୋଲି ଦୀପିକା ସବୁବେଳେ କହି ଆସୁଛନ୍ତି । ଆଉ ଏତେ ସମସ୍ୟା ଥାଇ ମଧ୍ୟ ସେ ଆଗକୁ ବଢ଼ିବାକୁ ପ୍ରତିଜ୍ଞା କରିଛନ୍ତି । ଯେତେ ଯାହା ହୋଇ ଯାଉ ପଛକେ ସେ ନ୍ୟା-ୟ ପାଇ ରହିବେ ବୋଲି କହିଛନ୍ତି । ତେବେ ଏସବୁ ମଧ୍ୟରେ ବଡ ଖୋଲାସା କରିଛନ୍ତି ।

ସେ ନିଜ ଶାଶୁଙ୍କ ବିଷୟରେ ଏପରି କିଛି କଥା କହିଛନ୍ତି । ସେ କହିଛନ୍ତି କି , ସେ ଆଗରୁ ନିଜ ଶାଶୁଙ୍କ ସହିତ ଭିଡିଓ କଲ୍ ରେ କଥା କହିଛନ୍ତି । ଆଗରୁ ଶାଶୁ ସବୁ କଥା ଜାଣିଥିଲେ । ଥରେ ଦିନେଶଙ୍କୁ ସେ ଗୋଟିଏ କୁକୁର ଦେଇଥିଲେ ଆଉ ସେହି କୁକୁରର କିପରି ଯତ୍ନ ନିଆଯିବ ଆଉ ତାକୁ କଣ ଖାଇବାକୁ ଦିଆଯିବ ବୋଲି ସେ କଥା ବୁଝିବା ପାଇଁ ଶାଶୁ ତାଙ୍କ ସହିତ କଥା ହୋଇଥିଲେ ।

ବର୍ତ୍ତମାନର ପରିସ୍ଥିତି ପାଇଁ ମଧ୍ୟ ଦୀପିକା ନିଜ ଶାଶୁ ଦାୟୀ କରିଛନ୍ତି । ସେ କହିଛନ୍ତି କି , ଯଦି ଶାଶୁ ସବୁ କଥା ବୁଝାବୁଝି କରିଥାନ୍ତେ , ତେବେ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା । ଶାଶୁ ତାଙ୍କୁ ଆଜି ଗ୍ରହଣ କଲେ ନାହିଁ ଆଉ ସବୁ କଥା ଜାଣି ବି ଅଜଣା ଭଳି ବ୍ୟବହାର କଲେ । ତାଙ୍କ ପାଇଁ ସ-ମ୍ପର୍କ ଏପରି ହେଲା । ଆଉ ଏବେ ଅନ୍ୟ ଏକ ଝିଅ ସହିତ ବିବାହ କରିବା ପାଇଁ ରାଜି ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *