ନିଜ ସନ୍ତାନକୁ ମା-ରିଦେଲା ପିଶା-ଚିନି ମାଆ , ଭୁଲି ଗଲା ମାଆର ମମତା

ମାଆ ଶବ୍ଦର କୌଣସି ବର୍ଣ୍ଣନା କରି ହୁଏନାହିଁ । ମାଆ ଏପରି ଏକ ଶବ୍ଦ ଯାହା ବିଷୟରେ କିଛି କହିବା ଅସମ୍ଭବ । କାରଣ ମାଆ ଅତୁଳନୀୟ ଆଉ ଅବର୍ଣନିୟ । ମାଆ ନିଜ ସନ୍ତାନ ପାଇଁ ନିଜ ଜୀବନ ଦେଇ ପାରେ ଆଉ ନେଇ ବି ପାରେ । ତେବେ ଆପଣ କେବେ ଶୁଣିଛନ୍ତି କି , ଜଣେ ମାଆ ନିଜ ସନ୍ତାନର ଜୀବନ ନେଇଯାଇଛି ।

ତେବେ ଏପରି ଏକ ଖବର ସାମ୍ନାକୁ ଆସିବା ପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି । ମାଆଟିଏ ନେଇଯାଇଛି ନିଜ ପିଲାର ଜୀବନ ଆଉ ସବୁଦିନ ପାଇଁ ତାକୁ ଶେଷ କରି ଦେଇଛି। ତେବେ ଏପରି ଏକ ଖବର ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ବେଗୁନିଆପାଟନା ଗାଆଁରୁ । ସୂଚନା ଅନୁଯାୟୀ , ଏହି ଗାଆଁର ସଞ୍ଜୁ ନାୟକ ନାମକ ଜଣେ ମହିଳା ଏହି କା-ଣ୍ଡ କରିଛନ୍ତି ।

ସଞ୍ଜୁଙ୍କର ସ୍ଵାମୀ ଅନେକ ବର୍ଷ ପୂର୍ବରୁ ମ-ରି ଯାଇଛନ୍ତି ଆଉ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛନ୍ତି । ତେବେ ସଞ୍ଜୁ ନିଜ ଦେହର ଭୋକ ମେଣ୍ଟା-ଇବା ପାଇଁ ସେହି ଗାଆଁର ଜଣେ ଯୁବକଙ୍କ ସହ ସ-ମ୍ପର୍କ ରଖିଥିଲେ । ଆଉ ଗାଆଁ ଲୋକଙ୍କ ନଜର ରୁ ଦୂରେଇ ରହିବା ପାଇଁ ସେ ଗାଆଁରୁ ଦୂରେଇ ଯାଇଥିଲେ । ତେବେ ତାଙ୍କର କିଛି ଦିନ ତଳେ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା ।

ଆଉ ସଞ୍ଜୁ ସେହି ଶିଶୁ କନ୍ୟାର ମୁଁହ ଚିରି ହ-ତ୍ୟା କରି ଦେଇଛନ୍ତି । ତେବେ ଏହି ଘ-ଟଣା ବିଷୟରେ ସମସ୍ତେ ଜାଣିବାକୁ ପାଇଥିଲେ । କିନ୍ତୁ ସେତେବଳେ ସଞ୍ଜୁଙ୍କର ଅତ୍ୟନ୍ତ ର-କ୍ତପା-ତ ହେବାରୁ ସେ ଡାକ୍ତରଖାନାରେ ରହିଥିଲେ । ବର୍ତ୍ତମାନ ସୁସ୍ଥ ହେବା ପରେ ପୋ-ଲିସ ତାଙ୍କୁ ଗି-ରଫ କରିଛି ଆଉ ଶିଶୁର ପୋ-ଷ୍ଟମୋ-ର୍ଟମ ରିପୋ-ର୍ଟରୁ ଜାଣିବାକୁ ମିଳିଛି କି ତାକୁ ହ-ତ୍ୟା କରାଯାଇଛି ।

Leave a Reply

Your email address will not be published. Required fields are marked *