ଖୋଲିଲା ସ୍ୱାମୀ ଘର ଆଗରେ ବସି ନ୍ୟା-ୟ ମାଗୁଥିବା ସୁଭଶ୍ରୀଙ୍କ ର-ହସ୍ୟ , ଏମିତି କରୁଥିଲେ ପିଲା ନ-ଷ୍ଟ :-

ଗତ କିଛିଦିନ ତଳେ ପୁରୀରୁ ଆସିଥିବା ଏକ ଖବର ଯେଉଁଠି ଜଣେ ମହିଳା ନିଜ ପୁଅକୁ ଧରି ସ୍ୱାମୀ ଘର ସାମ୍ନାରେ ନ୍ୟା-ୟ ପାଇଁ ଧାରଣାରେ ବସିଥିଲେ । ତେବେ ସେହି ସମୟରେ ଚର୍ଚ୍ଚାରେ ରହିଥିବା ଏହି ଘ-ଟଣା ଉପରୁ ଧୀରେ ଧୀରେ ପରଦା ହଟିବାରେ ଲାଗିଛି । ସୁଭଶ୍ରୀଙ୍କ ନାମରେ ଅନେକ ସତ ସାମ୍ନାକୁ ଆସିଛି । ଯାହା ଜାଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଘ-ଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ଏହା ସମସ୍ତେ ଜାଣିଥିବେ ଯେ ପୁରୀ ଜିଲ୍ଲା ଚନ୍ଦନପୁର ଥା-ନା ଅନ୍ତର୍ଗତ ବିଜୟରାମଚନ୍ଦ୍ରପୁର ଜିରାଖଣ୍ଡି ଅଞ୍ଚଳରେ ଶୁଭଲକ୍ଷ୍ମୀ ପ୍ରଧାନ ନିଜ ପୁଅକୁ ଧରି ଶାଶୁ ଘର ଦ୍ୱାରରେ ଧାରଣାରେ ବସିଥିଲେ । ମାତ୍ର ବର୍ତ୍ତମାନ ସମୟରେ ସୁଭଶ୍ରୀଙ୍କ ପିଲା ନ-ଷ୍ଟ କରିବା ସମୟର କିଛି ହସ୍ପିଟାଲ ଭିଡ଼ିଓ ବେଶ ଭାଇରଲ ହେବାରେ ଲାଗିଛି । ଆଉ ଏହାରି ମଧ୍ୟରେ ସୁଭଶ୍ରୀଙ୍କ ଦ୍ୱିତୀୟ ସ୍ୱାମୀଙ୍କ ସମ୍ବନ୍ଧରେ ଖବର ଶୁଣିବାକୁ ମିଳିଛି । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ ଅଟେ ।

ରାସ୍ତାରେ ଲିଫ୍ଟ ମାଗି ଟ୍ୟାକ୍ସି ଡ୍ରାଇଭରକୁ ପ୍ରେମ ଜା-ଲରେ ପକାଇଥିବା ମହିଳା ଜଣକ ହେଉଛନ୍ତି ଏହି ସୁଭଶ୍ରୀ । ଅଭି-ଯୋଗ କରିଥିବା ବ୍ୟକ୍ତି ହେଉଛନ୍ତି ସୁଶାନ୍ତ ବେହେରା ଯିଏକି ସୁଭଶ୍ରୀଙ୍କ ଦ୍ୱିତୀୟ ସ୍ୱାମୀ ଅଟନ୍ତି । ଆଶ୍ଚର୍ଯ୍ୟ କଥା ଏହା ଯେ ସୁଭଶ୍ରୀଙ୍କର ପ୍ରଥମ ସ୍ୱାମୀ ଥିବା ସତ୍ତ୍ୱେବି ସେ ଦ୍ୱିତୀୟ ବିବାହ କରିଛନ୍ତି । ସୁଶାନ୍ତଙ୍କୁ ବର୍ତ୍ତମାନ ବୟସ ୩୨ ବର୍ଷ । ୨୦୧୯ ମସିହାରେ ଉଭୟେ ବାଟମଙ୍ଗଳା ମନ୍ଦିରରେ ଶୁଭଶ୍ରୀଙ୍କ ମା’ଙ୍କ ଉପସ୍ଥିତିରେ ବିବାହ କରି ପୁରୀ ସୁଦର୍ଶନନଗର ଏବଂ ଅନ୍ୟା-ନ୍ୟ ସ୍ଥାନରେ ଭଡ଼ା ଘରେ ରହୁଥିବା ସୁଶାନ୍ତ ନିଜେ କହିଛନ୍ତି ।

ମାତ୍ର ଏପଟେ ଶୁଭଶ୍ରୀ ପୁରୀ ବାଙ୍କୀ ମହାନ ତଳ ନୂଆସାହିର ପ୍ରହଲ୍ଲାଦ ପ୍ରଧାନଙ୍କୁ ବିବାହ କରିଥିଲେ । ମାତ୍ର ୫ ବର୍ଷ ଧରି ସୁଶାନ୍ତଙ୍କ ସହ ରହି ତାଙ୍କର ସବୁକିଛି ଲୁ-ଟି ନେଇ ଶେଷରେ ଫେ-ରାର ହୋଇ ଯାଇଥିଲେ । ଏହି ସମୟରେ ସେ ଅନେକଥର ଗ-ର୍ଭପା-ତ କରାଉ ଥିବା ସୁଶାନ୍ତ କହିଛନ୍ତି । ତାଙ୍କୁ ପଚାରିଲେ ତାଙ୍କର ପିଲା ଦରକାର ନଥିବା ସେ କହିଥିଲେ । ମାତ୍ର ବର୍ତ୍ତମାନ ଏହି ଘ-ଟଣା ପରେ ସୁଶାନ୍ତଙ୍କୁ ଜଣା ପଡ଼ିଛି ଯେ ସୁଭଶ୍ରୀ ପ୍ରଥମରୁ ହିଁ ବିବାହିତା ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି ।

ତେଣୁ ପ୍ରଥମେ ପୁରୀ ସିବିଚ ଥା-ନା ଏବଂ ପରେ ପୁରୀ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ ନକରାଯିବାରୁ ପୁରୀ ଏସଡ଼ିଜେଏମ କୋର୍ଟରେ ଏକ ମା-ମ-ଲା କରିଛନ୍ତି ଶୁଭଶ୍ରୀ । ସୁଶାନ୍ତଙ୍କୁ ହ-ତ୍ୟା ଧ-ମକ ଦେଉଥିବାରୁ ସେ ଆ-ତ୍ମଗୋ-ପନ କରୁଛନ୍ତି ଏବଂ ନ୍ୟା-ୟକୁ ଅପେକ୍ଷା କରୁଛନ୍ତି ।

Leave a Reply

Your email address will not be published. Required fields are marked *