ପର ପୁରୁଷ ସହ ସ-ମ୍ପର୍କ ଥିବା ସ-ନ୍ଦେହ କରି ସ୍ତ୍ରୀ କୁ ହ-ତ୍ୟା କଲା ସ୍ୱାମୀ

ହୁଏତ ବର୍ତ୍ତମାନ ସମୟରେ ସମାଜରେ ଏମିତି ଅନେକ ଘ-ଟଣା ହେଉଛି ଯେ ସ୍ୱାମୀ ଥାଉ ଥାଉ କିମ୍ବା ସ୍ତ୍ରୀ ଥାଉ ଥାଉ ଲୋକେ ପର ସ୍ତ୍ରୀ ଏବଂ ପର ପୁରୁଷ ସହିତ ସ-ମ୍ପର୍କ ରଖୁଛନ୍ତି । ଏମିତି ଅନେକ ଘଟ-ଣା ଶୁଣିବାକୁ ମଧ୍ୟ ମିଳୁଛି । ମାତ୍ର ସବୁ ଲୋକ ଯେ ସେମିତି ଚରିତ୍ରର ହୋଇଥିବେ ତାହା କହିବା ଭୁଲ ଅଟେ । ଆଉ ମନୁଷ୍ୟର ସ-ନ୍ଦେହ ମଧ୍ୟ ଅନେକ ସମୟରେ ତାର ଶତ୍ରୁ ସାଜିଥାଏ ଯାହା ଅନେକ ବଡ଼ ଭୁଲର କାରଣ ହୋଇଯାଏ । ଯେଉଁ ଭୁଲକୁ ସୁଧାରିବି ହୁଏ ନାହିଁ । ଆଉ ବର୍ତ୍ତମାନ ସମୟରେ ସବୁଠି ଚର୍ଚ୍ଚାରେ ରହିଥିବା ଘଟ-ଣା ବିଷୟରେ ଶୁଣିଲେ ଆପଣ ମଧ୍ୟ ଚିନ୍ତା କରିବାକୁ ବାଧ୍ୟ ହେବେ ଯେ ସ-ନ୍ଦେହ କାରଣରୁ ଗୋଟିଏ ସୁଖର ସଂସାର ମଧ୍ୟ ଆଖି ପିଛୁଳାକେ ନ-ଷ୍ଟ ହୋଇଯାଇ ପାରେ ।

ତେବେ ବର୍ତ୍ତମାନ ସମୟରେ ଏପରି ଏକ ଘ-ଟଣା ଘଟିଛି ଯେଉଁଠି ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ଅନ୍ୟ ପୁରୁଷ ସହିତ ସ-ମ୍ପର୍କ ଥିବା ସନ୍ଦେହ କରି ତାକୁ ଜୀବନରୁ ମା-ରି ଦେଇଛି । ଆଉ ହ-ତ୍ୟା ପରେ ଝିଅର ବାପା ନିଜ ଜ୍ୱାଇଁ ନାମରେ ସ-ଙ୍ଗୀନ ଅଭି-ଯୋଗ ଆଣିଛନ୍ତି । ତେବେ ସୂଚନା ଅନୁଯାୟୀ ଏହି ଘ-ଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥା-ନା ଅନ୍ତର୍ଗତ ମୋହନପୁର ଗ୍ରାମର ଅଟେ । ଯେଉଁଠି ସୁଦର୍ଶନ ମଳିକଙ୍କ ଝିଅ ରିଙ୍ଗିତା ପଡ଼ୋଶୀ ଶ୍ରୀରାମଙ୍କୁ ୨୦୧୪ ମସିହାରେ ପ୍ରେମ ବିବାହ କରିଥିଲେ ।ସେମାନଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ଅଛି ।

ତେବେ ବିବାହର କିଛି ବର୍ଷ ପରେ ହିଁ ସ୍ୱାମୀ ନିଜ ସ୍ତ୍ରୀ ରିଙ୍ଗିତା ଉପରେ ନିର୍ଯା-ତନା ଦେବା ଆରମ୍ଭ କରି ଦେଇଥିଲା । ଗାଁ ସାହି ପଡ଼ିଶା ମଧ୍ୟ ସବୁ ଏ ସମ୍ବନ୍ଧରେ ଜାଣିଥିଲେ । ଯିଏ ଯେତେ ଅଟକାଇଲେ ବି ସ୍ୱାମୀ ବୁଝି ନଥିଲେ । ତେବେ ଗତକାଲି ରିଙ୍ଗିତାଙ୍କ ହ-ତ୍ୟା ପରେ ତାଙ୍କ ବାପା ନିଜ ଜ୍ୱାଇଁ ନାମରେ ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଛନ୍ତି । ତାଙ୍କ ଅନୁଯାୟୀ ତାଙ୍କ ଜ୍ୱାଇଁ ତାଙ୍କ ଝିଅ ଉପରେ ସବୁବେଳେ ସ-ନ୍ଦେହ କରୁଥିଲେ ।

ପର ପୁରୁଷ ସହ ସ-ମ୍ବନ୍ଧ ଥିବା ସନ୍ଦେହ କରି ତାଙ୍କ ଜ୍ୱାଇଁ ତାଙ୍କ ଝିଅର ହ-ତ୍ୟା କରିଥିବା ସେ କହିଛନ୍ତି । ତେଣୁ ସେ ଦୋ-ଷୀକୁ ଉଚିତ ଦ-ଣ୍ଡ ଦେବାକୁ ଦାବି କରିଛନ୍ତି । ତେବେ ଏହା ସତ୍ତ୍ୱେ ପଡ଼ୋଶୀ ଲୋକେ ମଧ୍ୟ ଅଭି-ଯୁକ୍ତଙ୍କ ବିରୋ-ଧରେ କହିଛନ୍ତି । ରିଙ୍ଗିତାଙ୍କ ମୃ-ତ୍ୟୁ ଦିନ ହିଁ ତାଙ୍କୁ ତାଙ୍କ ସ୍ୱାମୀ ନୃ-ଶଂସ ଭାବରେ ମା-ରି ମା-ରି ଦରମଲା କରିଥିବା କଥା କହିଛନ୍ତି । ତେବେ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ଶ-ବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ମାମ-ଲାର ତ-ଦନ୍ତ ଆରମ୍ଭ କରିଛି । ଏପଟେ ଘଟ-ଣା ପରେ ଅଭି-ଯୁକ୍ତ ଉକ୍ତ ସ୍ଥାନରୁ ଫେ-ରାର ହୋଇ ଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *