ଆମ ଦେଶର ରାଜଧାନୀ ଦିଲ୍ଲୀ। ପ୍ରାୟ ଦୁଇ କୋଟିରୁ ଅଧିକ ଲୋକ ଦିଲ୍ଲୀରେ ରୁହନ୍ତି। ଏହି ଦୁଇ କୋଟି ଲୋକଙ୍କୁ ସୁର-କ୍ଷା ଦେବା ପାଇଁ ଦିଲ୍ଲୀରେ ପ୍ରାୟ ୯୦,୦୦୦ ପୋ-ଲିସ କର୍ମଚାରୀ ଅଛନ୍ତି। ଦିଲ୍ଲୀର ଏମିତି କୋଉ କୋଣ ନାହିଁ ଯେଉଁଠି ପୋ-ଲିସ୍ କର୍ମଚାରୀ ନଥିବେ। କିନ୍ତୁ ଦିଲ୍ଲୀର ଜଣେ ବ୍ୟକ୍ତି ଯିଏ ୯୦ ହଜାର ପୋ-ଲିସ୍ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ନିର୍ଭ-ୟରେ ଦିଲ୍ଲୀର ଚାରିଆଡେ ବୁଲାବୁଲି ମୃ-ତ ଦେହର ଖଣ୍ଡଗୁଡ଼ିକୁ ୧୮ ଦିନ ହେଲା ଚାରିଆଡ଼େ ପକାଉଥିଲା କିନ୍ତୁ କେହି କିଛି ଜାଣି ପାରୁ ନଥିଲେ।
ଘର ଦିଲ୍ଲୀରେ ନ ହେଇ ମଧ୍ୟ ମୁମ୍ବାଇରୁ ଦିଲ୍ଲୀକୁ ଆସି ଜଣେ ଯୁବକ ଗୋଟେ ଝିଅର ହ-ତ୍ୟା କରିଦେଲେ। ତା’ପରେ ୧୮ ଦିନ ପର୍ଯ୍ୟନ୍ତ ଶରୀରର ଅଙ୍ଗଗୁଡ଼ିକୁ ଜରିରେ ବାନ୍ଧି ଦିଲ୍ଲୀ ସହରରେ ବୁଲିବୁଲି ଜଙ୍ଗଲ ଜାଗା ଦେଖି ପକାଇ ଦେଉଥିଲେ। ଏତେ ସବୁ କାମ କଲା ପରେ ମଧ୍ୟ ସେ ନ ଡରି ନିର୍ଭ-ୟରେ ଦିଲ୍ଲୀରେ ରହୁଥିଲେ।
ମହାରାଷ୍ଟ୍ରରେ ନିଜ ମା ଏବଂ ଭାଇଙ୍କୁ ଛାଡି ୨୭ ବର୍ଷୀୟ ଶ୍ରଦ୍ଧା ବିକାଶ ଚାକିରି କରିବା ପାଇଁ ମୁମ୍ବାଇ ଆସିଥିଲେ। ଶ୍ରଦ୍ଧାଙ୍କ ପିତା ବିକାଶ ମଦନ ୱାଲକର ମହାରାଷ୍ଟ୍ରର ପାଲଗରରେ ଏକ ଇଲେକ୍ଟ୍ରୋନିକ୍ ଦୋକାନରେ କାମ କରନ୍ତି। ମଦନ ୨୦୧୬ ଠାରୁ ଘରକୁ ଯାଇନାହାନ୍ତି ସେ ନିଜ ପରିବାରଠାରୁ ଅଲଗା ରୁହନ୍ତି। ଶ୍ରଦ୍ଧାଙ୍କ ପରିବାରରେ ଶ୍ରଦ୍ଧାଙ୍କ ବ୍ୟତୀତ ତାଙ୍କ ମା ସୁମନ ଏବଂ ତାଙ୍କ ୨୩ ବର୍ଷୀୟ ଭାଇ ମଧ୍ୟ ଅଛନ୍ତି। ଶ୍ରଦ୍ଧାଙ୍କୁ ମାଲାଡର ଏକ ବହୁରାଷ୍ଟ୍ରୀୟ କମ୍ପାନୀର କଲ୍ ସେଣ୍ଟରରେ ଚାକିରି ମିଳିଥିଲା।
ସେହି କଲ୍ ସେଣ୍ଟରରେ ଶ୍ରଦ୍ଧାଙ୍କ ସହିତ ୩୦ ବର୍ଷୀୟ ଆଫତାବ୍ ଆମିନ ମଧ୍ୟ କାମ କରୁଥିଲେ। ଶ୍ରଦ୍ଧା ଆଫତାବ୍ ଙ୍କୁ ପ୍ରଥମେ ଏହି କଲ୍ ସେଣ୍ଟରରେ ଦେଖିଲେ। ପ୍ରାୟ ୮-୯ ମାସର ଦେଖା ଦେଖି ପରେ ଉଭୟ ପ୍ରେମରେ ପଡିଗଲେ। ୨୦୧୯ରେ ସେମାନେ ଏକାଠି ରହିବା ପାଇଁ ନିଷ୍ପତ୍ତି ନେଲେ। ତା’ପରେ ଦୁହେଁ ମାଲାଡରେ ଗୋଟେ ଘର ଭଡା ନେଇ ସାଙ୍ଗ ହେଇ ରହିଲେ।
କିଛି ଦିନ ସାଙ୍ଗ ହେଇ ରହିଲା ପରେ ସେ ଆଫତାବଙ୍କୁ ଭଲ ପାଉଛନ୍ତି ବୋଲି ଶ୍ରଦ୍ଧା ତାଙ୍କ ମାତାଙ୍କୁ ସବୁ କଥା କହିଦେଲେ। କିଛି ଗଲା ପରେ ଶ୍ରଦ୍ଧାଙ୍କ ମା ଶ୍ରଦ୍ଧାଙ୍କ ବିଷୟରେ ତାଙ୍କ ବାପାଙ୍କୁ କହିଲେ । ଉଭୟ ଆଫତାବଙ୍କ ସହ ମିଳାମିଶା କରିବାକୁ ମନାକଲେ। ଶ୍ରଦ୍ଧାଙ୍କ ବାପାମାଆ ଶ୍ରଦ୍ଧାଙ୍କୁ ବହୁତ୍ ବୁଝାଇଲେ କିନ୍ତୁ ସେ ଆଫତାବଙ୍କୁ ବାହାହେବା ପାଇଁ ଜିଦ୍ କରିଥିଲେ।
ବାପାମାଆ ବାହା ଘର ପାଇଁ ମନାକଲା ପରେ ଶ୍ରଦ୍ଧା ରା-ଗିଯାଇ ଘର ଛାଡ଼ି ଚାଲିଗଲେ। ସେ ଆଉ କେବେ ତାଙ୍କ ପରିବାର ସଦସ୍ୟଙ୍କ ବିଷୟରେ ଖବର ରଖନ୍ତିନି କିନ୍ତୁ ଶ୍ରଦ୍ଧାଙ୍କ ବାପାମାଆ ସବୁବେଳେ ଶ୍ରଦ୍ଧାଙ୍କ ବିଷୟରେ ତାଙ୍କ ସାଙ୍ଗମାନଙ୍କୁ କଲ୍ କରି ପଚାରନ୍ତି। ଏମିତି କିଛି ଦିନ ଗଲା ପରେ ୨୩ ଜାନୁୟାରୀ ୨୦୨୦ ରେ ଶ୍ରଦ୍ଧାଙ୍କ ମା ସୁମନଙ୍କ ଦେ-ହାନ୍ତ ହେଇଗଲା।
ମୃ-ତ୍ୟୁ ପୂର୍ବରୁ ସୁମନ ଶ୍ରଦ୍ଧାଙ୍କ ସହ ଫୋନରେ କଥା ହୋଇଥିଲେ। ମା’ଙ୍କ ମୃ-ତ୍ୟୁ ଖବର ଶୁଣି ସେ ପାଲଘରକୁ ଆସିଲେ କିନ୍ତୁ ସମସ୍ତ ରୀତିନୀତି ପରେ ସେ ପୁଣି ଆଫତାବଙ୍କ ପାଖକୁ ଫେରି ଗଲେ। ଆଫତାବଙ୍କ ସବୁବେଳେ ଝ-ଗଡା କରୁଛନ୍ତି ଏବଂ ମା-ରୁଛନ୍ତି ବୋଲି ସେ ମାଙ୍କୁ କହିଥିଲେ କିନ୍ତୁ ତାପରେ ଆଫତାବ୍ ତାଙ୍କୁ କ୍ଷମା ମାଗିଛି ବୋଲି ମଧ୍ୟ ସେ ଫୋନ୍ ରେ କହିଥିଲେ।
ଗୋଟେ ଭଲ ଚାକିରି ପାଇବା ପାଇଁ ୮ ମେ ୨୦୨୨ ରେ ଶ୍ରଦ୍ଧା ଏବଂ ଆଫତାବ ମୁମ୍ବାଇ ଛାଡି ଦିଲ୍ଲୀ ପଳେଇ ଆସିଲେ। ଦିଲ୍ଲୀ ଆସିବା ପରେ ଦୁହେଁ ପ୍ରଥମ ରାତି ପାହରଗଞ୍ଜର ଏକ ହୋଟେଲରେ ବିତାଇଲେ। ତା’ପରେ ସେ ଛତ୍ରପୁର ଗୋଟେ ସାଙ୍ଗ ଘରେ ରହୁଥିଲେ।
କିଛି ଦିନ ପରେ ସେମାନେ ଛତ୍ରପୁରର ଡି-୯୩/୧ରେ ନିଜ ପାଇ ଗୋଟେ ଭଲ ଘର ଭଡ଼ା ନେଲେ। ଦିଲ୍ଲୀ ଆସିବା ପରେ ଶ୍ରଦ୍ଧା ଚାକିରୀ ଖୋଜିବା ଆରମ୍ଭ କରିଥିବାବେଳେ ଆଫତାବ ଏକ କଲ ସେଣ୍ଟରରେ ଚାକିରି କରୁଥିଲେ। ଶ୍ରଦ୍ଧାଙ୍କ ବାପା ଏବଂ ଭାଇ ଶ୍ରଦ୍ଧାଙ୍କ ସାଙ୍ଗମାନଙ୍କ ମାଧ୍ୟମରେ ଜାଣି ବାକୁ ପାଇଲେ ଦୁଇଜଣ ଏବେ ଦିଲ୍ଲୀରେ ଅଛନ୍ତି ଏବଂ ଛତ୍ରପୁରରେ ରହୁଛନ୍ତି।
ସେପ୍ଟେମ୍ବର ୧୪ ରେ ଶ୍ରଦ୍ଧାଙ୍କ ଭାଇ ଶ୍ରୀଜୟଙ୍କୁ ଶ୍ରଦ୍ଧାଙ୍କ ଜଣେ ସାଙ୍ଗ ଲକ୍ଷ୍ମଣ କହିଲେ ଗାତ ଦୁଇ ମାସ ହେଲା ଶ୍ରଦ୍ଧାଙ୍କ ଫୋନ୍ ବନ୍ଦ ଅଛି। ସେ ଆପଣଙ୍କୁ କଲ୍ କରିଛନ୍ତି କି? ଏହା ଶୁଣି ଶ୍ରଦ୍ଧାଙ୍କ ପିତା ଲକ୍ଷ୍ମଣଙ୍କୁ ଡାକି ତାଙ୍କ ଝିଅ ବିଷୟରେ ପଚାରିଲେ। ଲକ୍ଷ୍ମଣ କହିଲେ ସେ ଦିଇ ତିନିଦିନରେ ଥରେ ଶ୍ରଦ୍ଧାଙ୍କ ସହ କଥା ହୁଅନ୍ତି କିନ୍ତୁ ଗତ ଦୁଇ ମାସ ହେଲା ତାଙ୍କ ଫୋନ୍ ଲାଗୁନି ଏବଂ ସେ ବି ମତେ କଲ୍ କରି ନାହାନ୍ତି।
ଏହା ଶୁଣି ଶ୍ରଦ୍ଧାଙ୍କ ବାପା ଶ୍ରଦ୍ଧାଙ୍କ ଅନ୍ୟ ବନ୍ଧୁମାନଙ୍କୁ ଫୋନ କଲେ। କିନ୍ତୁ କେହି କିଛି ଜାଣି ନଥିଲେ। ଏହା ଶୁଣି ଶ୍ରଦ୍ଧାଙ୍କ ବାପା ଡ-ରିଗଲେ। ପ୍ରଥମେ ସେ ପାଲଘରର ମାଣିକପୁର ପୋ-ଲିସ ଷ୍ଟେସ-ନରେ ଶ୍ରଦ୍ଧାଙ୍କ ନି-ଖୋଜ ରି-ପୋର୍ଟ ଲେଖିଲେ, କିନ୍ତୁ ଯେହେତୁ ଦିଲ୍ଲୀର ଛତ୍ରପୁରରୁ ଶ୍ରଦ୍ଧା ନି-ଖୋଜ ହୋଇଥିଲେ ତେଣୁ ମହାରାଷ୍ଟ୍ର ପୋଲିସ ଏହି ରିପୋ-ର୍ଟକୁ ଦିଲ୍ଲୀର ମେହେରୁଲି ପୋ-ଲିସ ଷ୍ଟେସ-ନକୁ ପଠାଇଦେଲେ।
ନଭେମ୍ବର ୯ ରେ, ମେହେରୁଲି ପୋ-ଲିସ ଶ୍ରଦ୍ଧାଙ୍କ ପିତା ବିକାଶ ୱାକରଙ୍କ କହିବା ଅନୁସାରେ ଏକ ନି-ଖୋଜ ରି-ପୋର୍ଟ ଲେଖିଲେ। ଶ୍ରଦ୍ଧାଙ୍କ ବାପା ଶ୍ରଦ୍ଧା ଏବଂ ଆଫତାବଙ୍କ ବିଷୟରେ ପୋ-ଲିସ୍ କୁ ସବୁ କଥା କହିଲେ। ତା’ପରେ ପୋ-ଲିସ୍ ତ-ଦନ୍ତ ଆରମ୍ଭ କଲା
ଆଫତାବଙ୍କ ଫୋନ୍ ରୁ ଜଣା ପଡିଲା ସେ ମେ ମାସରୁ ଦିଲ୍ଲୀରେ ଅଛନ୍ତି କିନ୍ତୁ ମେ ୧୯ ତାରିଖରୁ ଶ୍ରଦ୍ଧାଙ୍କ ମୋବାଇଲ୍ ଅଫ୍ ଅଛି। ତା’ପରେ ପୋଲିସ ଟିମ୍ ଆଫତାବଙ୍କୁ ପଚ-ରାଉ-ଚରା କରିବା ଆରମ୍ଭ କଲା। ଆରମ୍ଭରେ ଆଫତାବ ପୋଲି-ସକୁ ଗୋଟେ ମନଗଢା କାହାଣୀ ସୁନେଇଲେ। ସେ କହିଲେ ମେ ୧୯ ରେ ଶ୍ରଦ୍ଧାଙ୍କ ସହ ତାଙ୍କର ଝ-ଗଡା ହୋଇଥିଲା। ଝଗ-ଡା ପରେ ଶ୍ରଦ୍ଧା ଘର ଛାଡ଼ି କୁଆଡେ ପଳେଇଲେ।
ତା’ପରେ ପୋଲି-ସ ଛତ୍ରପୁରରେ ଶ୍ରଦ୍ଧଙ୍କୁ ବହୁତ୍ ଖୋ-ଜା ଖୋ-ଜି କଲେ କିନ୍ତୁ ଯେତେବେଳେ ସେ ମିଳିଲେନି ପୋ-ଲିସ୍ ଆଫତବ୍ ଙ୍କୁ ସ-ନ୍ଦେହ କଲା। ପଚ-ରାଉ-ଚରା ସମୟରେ ଆଫତାବ୍ ନିଜ କଥାକୁ ବାରମ୍ବାର ବଦଳାଉ ଥିଲା। ସେଥିପାଇଁ ପୋ-ଲିସ୍ ଙ୍କୁ ଲାଗିଲା ସେ କିଛି କଥା -। ସେଥିପାଇଁ ପୋ-ଲିସ୍ ଆଫତାବ୍ ଙ୍କୁ ବା-ଡେଇ ପଚାରିବାରୁ ସେ ସବୁ ସତ କଥା କହଲେ।
ସେ ଦିନ ଥିଲା ୧୮ ମେ ଯେତେବେଳେ ଆଫତାବ ଏବଂ ଶ୍ରଦ୍ଧାଙ୍କ ଭିତରେ ଝ-ଗଡା ଆରମ୍ଭ ହେଲା। ଝଗଡା ହେବାର କାରଣ ଥିଲା ଶ୍ରଦ୍ଧା ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଆଫତାବ ବିବାହ ପାଇଁ ଚାହୁଁ ନଥିଲେ। କିନ୍ତୁ ସେଦିନ ରାତିରେ ଝ-ଗଡା ଅଟେ ବଢ଼ିଗଲା ଯେ ଆଫତାବ ରାଗରେ ଶ୍ରଦ୍ଧାଙ୍କ ବେକ ଚି-ପି ମା-ରିଦେଲେ।
ତାପର ଦିନ ଆଫତାବ ପାଖ ବଜାର ରୁ ଗୋଟେ ବଡ଼ ପ୍ରିଜ୍ କିଣିଲେ। ଫ୍ରିଜ୍ କୁ ଘରକୁ ଆଣି ଶ୍ରଦ୍ଧା ଙ୍କ ସେ ମୃ-ତ ଶରୀରକୁ ଛୋଟ ଖଣ୍ଡରେ କା-ଟି ଫ୍ରିଜ୍ ଭିତରେ ରଖି ଦିଅନ୍ତି। ୨୪ ଘଣ୍ଟା ପରେ ଯେତେବେଳେ ମଲା ଶରୀର ଗନ୍ଧ ହେଲା ସେତେବେଳେ ସେ ଶ-ବକୁ ଖ-ଣ୍ଡ ଖ-ଣ୍ଡ କରି କା-ଟି ଦେଇ ସେଥିରେ ସୁଗ-ନ୍ଧିତ ଦ୍ରବ୍ୟ ମା-ରିଦେଉଥିଲେ। ସବୁଦିନ ଖଣ୍ଡେ ଖଣ୍ଡେ ଶ-ବ ନେଇ ସେ ଜଙ୍ଗଲରେ ପକେଇ ଦେଉଥିଲେ।
ଶ୍ରଦ୍ଧାଙ୍କ ସାଙ୍ଗମାନେ କହିଛନ୍ତି ଯେ ଥରେ ଶ୍ରଦ୍ଧା ତାଙ୍କୁ ମେସେଜ୍ କରି କହିଥିଲେ ଏବଂ କହିଥିଲେ ମୋତେ ନେଇଯାଅ ନହେଲେ ଆଫତାବ ମୋତେ ମା-ରିଦେବ, ତା’ପରେ ସାଙ୍ଗମାନେ ତାଙ୍କୁ ମୁମ୍ବାଇ ଫେରି ଆସିବାକୁ କହିଥିଲେ କିନ୍ତୁ ଶ୍ରଦ୍ଧା ତାଙ୍କ କଥା ଶୁଣିନଥିଲେ।