ଇଡି ଜେରା କରୁଥିବା ସମୟରେ ମୁହଁ ଖୋଲିଲେ ନାହିଁ ଅର୍ଚ୍ଚନା , ପୁଅର ଜୀବନ ପ୍ରତି ବିପଦ ଥିବା କାରଣରୁ ଚୁପ୍ ରହିଲେ କି ? ଉଠୁଛି ପ୍ରଶ୍ନ

ନିଜ କଲା କର୍ମର ଫଳ ପାଉଛନ୍ତି ଲେଡୀ ବ୍ଲା-କମେ-ଲର ଅର୍ଚ୍ଚନା ନାଗ । ତେବେ କେବଳ ସେ ନୁହେଁ ତାଙ୍କ ସହିତ ଜଡିତ ରହିଥିବା ତାଙ୍କ ସ୍ଵାମୀ ମଧ୍ୟ ଜେ-ଲର ଚାରି କାନ୍ଥ ମଧ୍ୟରେ ରହିଛନ୍ତି । ଅନ୍ୟ ମାନଙ୍କୁ ନିଜ ପ୍ରେମ ଜା-ଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁ-ଟୁଥିବା ଖଳନାୟିକାଙ୍କୁ ଏକ ମାସରୁ ଅଧିକ ସମୟ ବିତି ଗଲାନି , ପୋ-ଲିସ ଗି-ରଫ କରି ନେଇଛି । ତେବେ ଖାଲି ଏତିକି ନୁହେଁ , ବରଂ ବଡ ବଡିଆ ମାନଙ୍କୁ ନିଜ ବିଛଣାର ସାଥି କରୁଥିଲେ ଅର୍ଚ୍ଚନା ଆଉ ସେମାନଙ୍କୁ କରି ଚାଲିଥିଲେ ବ୍ଲା-କମେ-ଲ ।

ଆଉ ଅନେକ ଟଙ୍କା କମାଇ ଚାଲିଥିଲେ । ରାତାରାତି ସେ ପାଲଟି ଯାଇଥିଲେ କୋଟିପତି । ତାଙ୍କ ପାଖରେ ଅନେକ ଦାମିକା ସାମଗ୍ରି ରହିଥିଲା । ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଥିଲେ ଅର୍ଚ୍ଚନା ଆଉ ତାଙ୍କ ସ୍ଵାମୀ ଜଗବନ୍ଧୁ । ଘରେ ରହିଥିଲା ଅନେକ ଦାମୀ ଜିନିଷ ସହିତ ଦାମୀ ଦାମୀ କାର । କିନ୍ତୁ ବର୍ତ୍ତମାନ ଅର୍ଚ୍ଚନାଙ୍କ ସବୁ କାରନାମା ଧରା ପଡ଼ିବ ପରେ ପୋ-ଲିସ ତାଙ୍କୁ ଗି-ରଫ କରି ନେଇଛି । ଆଉ ଏଥିରେ ଇଡି ପୋଲି-ସକୁ ସହାୟକ କରୁଛି । ଅର୍ଚ୍ଚନାଙ୍କୁ ରିମା-ଣ୍ଡରେ ନେଇ ଇଡି ପଚରାଉଚରା କରୁଛି ।

ତେବେ ଗତକାଲି ଅର୍ଚ୍ଚନା ନାଗଙ୍କୁ ଇଡି କାର୍ଯ୍ୟାଳୟକୁ ନିଆ ଯାଇଥିଲା । ଆଉ ସେଠାରେ ଗଣମାଧ୍ୟମ ଆଗରେ ଅର୍ଚ୍ଚନା କହିଥିଲେ କି , ତାଙ୍କୁ ମାତ୍ର ୩୦ ମିନିଟ ସମୟ ଦିଆଯାଉ ସେ ସବୁ ସତ କଥା କହିଦେବେ ଆଉ ସମସ୍ତଙ୍କ ମୁଁହ ଖୋଲି ଦେବେ । କିନ୍ତୁ ଇଡି ପଚାରୁଥିବା ସମୟରେ ପୁରାପୁରି ନୀରବ ହୋଇ ଯାଇଥିଲେ ଅର୍ଚ୍ଚନା । ଆଖିରୁ କେବଳ ତାଙ୍କର ଧାର ଧାର ଲୁହ ବୋହି ଯାଇଥିଲା । ଆଉ ଚାରିଆଡ଼େ ନିସ୍ତବ୍ଧ ହୋଇ ଯାଇଥିଲା । ତେବେ ଏହି ନିରବତା ପଛର ମୁଖ୍ୟ କାରଣ ଅର୍ଚ୍ଚନାଙ୍କ ପାଞ୍ଚ ବର୍ଷର ଛୋଟିଆ ପୁଅ ବୋଲି କୁହାଯାଉଛି ।

ଗତକାଲି ଇଡି କାର୍ଯ୍ୟାଳୟକୁ ଅର୍ଚ୍ଚନାଙ୍କ ପୁଅ ଆସିଥିଲେ । ତାକୁ ଦେଖି ଅର୍ଚ୍ଚନା କାନ୍ଦି ପକାଇ ଥିଲେ । ଆଉ ମାଆ ପୁଅଙ୍କର କିଛି ସମୟ କଥାବାର୍ତ୍ତା ଚାଲିଥିଲା । ତେଣୁ ଅନୁମାନ କରାଯାଉଛି କି , ପୁଅର ଜୀବନ ସୁର-କ୍ଷିତ ରହୁ ବୋଲି ଅର୍ଚ୍ଚନା ଚୁପ୍ ରହିଥିଲେ । କାହିଁକି ନା ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ଦୁନିଆଁ କହିଲେ ତାଙ୍କର ସେହି ପାଞ୍ଚ ବର୍ଷର ପୁଅ । ତେଣୁ ତାର ଯଦି କିଛି ବି ହୋଇଯାଏ , ତେବେ ଅର୍ଚ୍ଚନା ଆଉ ଜଗବନ୍ଧୁ ବଞ୍ଚି ପାରିବେ ନାହିଁ । ତେଣୁ ପୁଅର ଜୀବନ ପାଇଁ ସ୍ଵାମୀ ସ୍ତ୍ରୀ କିଛି ବି କରିପାରିବେ । ଏଭଳି ପରିସ୍ଥିତିରେ ଇଡି ଜେ-ରା ସମୟରେ ପୁରା ଚୁପ୍ ରହିଥିଲେ ଅର୍ଚ୍ଚନା ।

Leave a Reply

Your email address will not be published. Required fields are marked *