ପୁଅ ମାନେ ମେଡିକାଲ ଯାଇ ଚେକ୍ କରାଇ ନିଅନ୍ତୁ , ହି-ଷ୍ଟ୍ରିଆ ହୋଇଛି କି ନାହିଁ , ଗଣମାଧ୍ୟମ ଆଗରେ ଏପରି କହିଲେ ସୌଭାଗୀନୀ

ଆଜିକାର ସମାଜରେ ଝିଅ ମାନେ ଅତ୍ୟନ୍ତ ନିର୍ଯ୍ୟା-ତିତ ହେଉଛନ୍ତି । ତେବେ ସେମାନେ କେବଳ ଗୋଟିଏ ଉପାୟରେ ନୁହେଁ , ଭିନ୍ନ ଭିନ୍ନ ଉପାୟ ମାଧ୍ୟମରେ ସେମାନଙ୍କୁ କଷ୍ଟ ସହିବାକୁ ପଡୁଛି । ପୁଅ ମାନେ ସେମାନଙ୍କ ଉପରେ ଅତ୍ୟା-ଚାର କରିବା ପାଇଁ ପଛାଉ ନାହାଁନ୍ତି । ତେବେ ଏହି ଅତ୍ୟା-ଚାର ଦୁ-ଷ୍କର୍ମ ଆକାରରେ ହେଉ କିମ୍ବା ନିଜର ଗୁ-ପ୍ତାଙ୍ଗ ପ୍ରଦର୍ଶନ କରି ହେଉ । ଦୁନିଆଁରେ ଏପରି ଅନେକ ପୁଅ ମନେ ଅଛନ୍ତି , ଯେଉଁମାନେ ନିଜ ଅଙ୍ଗ ପ୍ରଦର୍ଶନ କରିବାକୁ ଭଲ ପାଇଥାନ୍ତି । ଆଉ ପୁରା ରାସ୍ତା ଉପରେ ସେମାନେ ଅଙ୍ଗ ଦେଖାଇ ଥାଆନ୍ତି ।

ତେବେ ସେହି ପୁରୁଷ ମାନଙ୍କୁ ହି-ଷ୍ଟ୍ରିଆ କୁହା ଯାଇଥାଏ । ସେମାନେ ଅନ୍ୟ ଝିଅ ମାନଙ୍କୁ ନିଜର ଗୁ-ପ୍ତାଙ୍ଗ ଦେଖାଇ ଶାନ୍ତି ପାଇଥାନ୍ତି । ତେବେ ଏ ବାବଦରେ ଭଏସ ଆର୍ଟିଷ୍ଟ ସୌଭାଗୀନୀ ଗଣମାଧ୍ୟମ ଆଗରେ ନିଜର ମତ ରଖିଛନ୍ତି । ତେବେ ତାଙ୍କ କହିବା କଥା ଏହା ଯେ , ଏପରି କରିବା ଅତ୍ୟନ୍ତ ଲ-ଜ୍ଜାକ-ର ଅଟେ । ଝିଅ ମାନଙ୍କୁ ଦେଖିବା ପରେ ନିଜ ଅଙ୍ଗ ଦେଖାଇବାକୁ କିପରି ବା ସେହି ପୁରୁଷ ମାନଙ୍କୁ ଭଲ ଲାଗିଥାଏ । ନିଜର ବ୍ୟକ୍ତିଗତ ଜିନିଷ ବୋଲି କଣ ସେମାନଙ୍କର କିଛି ନାହିଁ । ତେଣୁ ନିଜ ଜିନିଷକୁ ନିଜ ଦାୟିତ୍ୱରେ ରଖିବାକୁ ସେ କହିଛନ୍ତି ।

ଏହା ବ୍ୟତୀତ ସେ କହିଛନ୍ତି କି , ଶୀତ ଦିନରେ ପ୍ରାୟତଃ ଏହି ରୋଗ ପୁରୁଷ ମାନଙ୍କୁ ହୋଇଥାଏ । ତେଣୁ ସେମାନେ ନିଜ ଅଙ୍ଗ ଦେଖାଇବାକୁ ଅଧିକ ପସନ୍ଦ କରନ୍ତି । ଯାହା ଦ୍ଵାରା ମହିଳା ମାନେ ନିଜକୁ ସୁର-କ୍ଷିତ ମନେ କରନ୍ତି ନାହିଁ । ଆଉ ସେମାନଙ୍କୁ ଏପରି ରାସ୍ତା ଘାଟରେ ଏକୁଟିଆ ଯିବାକୁ ଭଲ ଲାଗେ ନାହିଁ । ତେଣୁ ଏପରି ରୋଗରେ ନିରାକରଣ କରିବା ନିହାତି ଜରୁରୀ ଅଟେ । ଯେତେ ଶୀଘ୍ର ପାରିବ ସେତେ ଶୀଘ୍ର ଏପରି ରୋଗରେ ଚିକିତ୍ସା କରାଇ ନେବା ଉଚିତ୍ । ଯାହା ଦ୍ଵାରା ମାଆ ଭଉଣୀ ମାନେ ସୁର-କ୍ଷିତ ଭାବରେ ରାସ୍ତା ଘାଟରେ ଚାଲି ପାରିବେ ।

ଅନ୍ୟ ପକ୍ଷରେ ନିଜ କଲେଜ ଦିନର କଥାକୁ ମନେ ପକାଇ ସେ କହିଛନ୍ତି କି , ତାଙ୍କ କଲେଜ ସମୟରେ ମଧ୍ୟ ଏପରି କିଛି ଲୋକ ଥିଲେ , ଯେଉଁ ମାନେ ନିଜ ଅଙ୍ଗ ପ୍ରତ୍ୟଙ୍ଗ ଝିଅ ମାନଙ୍କୁ ଦେଖାଇ ଶାନ୍ତି ଅନୁଭବ କରୁଥିଲେ । ତେଣୁ ଏପରି ଲୋକ ମାନଙ୍କୁ ସେ ଅନୁରୋଧ କରି କହିଛନ୍ତି କି , ମେଡିକାଲ ଯାଇ ନିଜକୁ ଚେକ୍ କରାଇ ନିଅନ୍ତୁ । ଆଉ ଜାଣନ୍ତୁ ଆପଣଙ୍କର ହି-ଷ୍ଟ୍ରିଆ ହୋଇଛି କି ନାହିଁ । ତେଣୁ ଯଥାଶୀଘ୍ର ଏହାର ନିରାକରଣ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ଆଉ ଏପରି ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *