ଶିକ୍ଷୟତ୍ରୀଙ୍କୁ ମଝି ରାସ୍ତାରୁ ଉଠେଇ ନେଇ ତାଙ୍କ ମଥାରେ ସିନ୍ଦୂର ଦେଇଦେଲେ।

ଗତ ୧୬ ତାରିଖ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କିଡିଙ୍ଗର ଜଣେ ଶିକ୍ଷୟତ୍ରୀ ସବୁଦିନ ପରି ସେ ଦିନ ମଧ୍ୟ ପିଲାଙ୍କୁ ପଢେଇବା ପାଇଁ ସ୍କୁଲ ଗଲେ। କିନ୍ତୁ ଆଉ ଘରକୁ ଫେରିଲେନି। ରାତି ବହୁତ୍ ହେଇଯାଇଥିଲା ଝିଅ ଘରକୁ ନ ଫେରିବାର ଦେଖି ଶିକ୍ଷୟତ୍ରୀଙ୍କ ପାରିବାର ଲୋକେ ଭବାନୀପାଟଣା ଟାଉନ୍ ଥା-ନାରେ ଅଭି-ଯୋଗ ଗଲେ।

ଘରଲୋକଙ୍କ ଅଭି-ଯୋଗ ପରେ ପୋ-ଲିସ୍ ସ୍କୁଲ ପାଖରେ ଏବଂ ଆଖ ପାଖ ସବୁ ଆଡେ ପଚରା ଉଚରା କରି ଜାଣିବାକୁ ପାଇଲେ ଶିକ୍ଷୟତ୍ରୀଙ୍କୁ ଲୋକମାନେ ମୁନିବୁଡ଼ା ଅଞ୍ଚଳରେ ରହୁଥିବା ପ୍ରତାପ ଅତ୍ରିକାଙ୍କ ଦେଖିଥିଲେ। ତା’ପରେ ପୋ-ଲିସ୍ ପ୍ରତାପଙ୍କୁ ଥାନାକୁ ଡ଼ାକି ପଚରା ଉଚରା କଲା। ପ୍ରତାପ ପୋଲି-ସଙ୍କୁ କହିଲେ ସେ ଶିକ୍ଷୟତ୍ରୀଙ୍କୁ ବାହା ହେଇଛନ୍ତି ଏବଂ ସେମାନେ ସାଙ୍ଗ ହେଇ ରହୁଛନ୍ତି।

କିନ୍ତୁ କିଛି ଦିନ ଯିବା ପରେ ଶିକ୍ଷୟତ୍ରୀ ଜଣଙ୍କ ପୋ-ଲିସ୍ ଷ୍ଟେସନ୍ ଆସି ପ୍ରତାପଙ୍କ ବିରୋ-ଧରେ ଅଭି-ଯୋଗ ଲେଖି କହିଲେ ମୁଁ ୧୬ ତାରିଖ ଦିନ ସ୍କୁଲ୍ ଯିବା ବେଳେ ପ୍ରତାପ ମତେ ବାଟରେ ଅଟକାଇ ଜୋର ଜବ-ରଦସ୍ତି କି-ସ୍ କଲା ଏବଂ ମୋ ମଥାରେ ସିନ୍ଦୂର ଲଗେଇ ଦେଇ ସବୁର ଭିଡ଼ିଓ କଲା ଏବଂ ମତେ କହିଲା ଯଦି ମତେ ବାହା ନ ହେବୁ ତେବେ ଏ ଭିଡ଼ିଓ ସମସ୍ତଙ୍କୁ ଦେଖେଇ ଦେବି ତତେ ଆଉ ତୋ ପାରିବାର ଲୋକଙ୍କୁ ଜୀବନରୁ ମା-ରିଦେବି।

ସେଥିପାଇଁ ମୋର ଇଚ୍ଛା ନ ଥାଇ ମଧ୍ୟ ମା-ରିବା ଭ-ୟରେ ମୁଁ ତାକୁ ବାହା ହେଇଗଲି। ଶିକ୍ଷୟତ୍ରୀଙ୍କ କଥା ଶୁଣିଲା ପରେ ପୋ-ଲିସ୍ ପ୍ରତାପଙ୍କ ବିରୋ-ଧରେ ମା-ମଲା ରୁଜୁ କରି ପ୍ରତାପଙ୍କୁ ଗି-ରଫ କରି ଜେ-ଲକୁ ପଠାଇଛି।

Leave a Reply

Your email address will not be published. Required fields are marked *