ଦୁଇ ପିଲା ଥାଉ ଥାଉ ମାଆ ଆଉ ଜଣଙ୍କ ସହିତ ହେଲା ଫେ-ରାର , ସ୍ଵାମୀ ଫୋନ୍ କରି ସ୍ତ୍ରୀକୁ କହୁଛନ୍ତି ତୁ ତୋ ନିଜ ଇଚ୍ଛାରେ ଚାଲିଗଲୁ

ପ୍ରେମ ପାଇଁ ସବୁକିଛି । ପ୍ରେମ ପାଇଁ ନିଜ ଜନ୍ମ କରିଥିବା ଛୁଆଙ୍କୁ ବି ଭୁଲିଗଲା ମାଆ । ଆଉ ପର ପୁରୁଷ ସହିତ ଖୁସି ଖୁସିରେ ଚମ୍ପଟ ମା-ରି ଦେଲା । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ। କେବଳ ଏତିକି ନୁହେଁ , ସେ ସିନା ଚାଲିଗଲା ସାଥିରେ ନେଇ ଗଲା ଗାଆଁର ମହିଳା ମାନଙ୍କର ସଞ୍ଚିତ ଧନ । ଆଉ ନିଜ ପ୍ରେମିକ ସହିତ ଛୁ ହୋଇଗଲା । ଦିନକୁ ଦିନ ଦୁନିଆଁରେ ପର-କୀୟା ପ୍ରୀତି ବଢ଼ିବାରେ ଲାଗିଛି। ଠିକ୍ ସେହିପରି ଏହି ଘଟଣା । ସ୍ଵାମୀ ଥାଉ ଥାଉ ଅନ୍ୟ ପୁରୁଷ ପ୍ରତି ସ୍ତ୍ରୀ ଆକର୍ଷିତ ହେଲା ଆଉ ପିଲାଙ୍କୁ ଛାଡି ଚାଲିଗଲା

ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଥା-ନା ଅନ୍ତର୍ଗତ ଅନନ୍ତପୁର ଅଞ୍ଚଳର ପୁରୁଷୋତ୍ତମପୁର ଗ୍ରାମରେ । ତେବେ ଏହି ଗ୍ରାମର ଉମାକାନ୍ତ ମଲ୍ଲିକଙ୍କ ସ୍ତ୍ରୀ ହେଉଛନ୍ତି ରଶ୍ମିତା । ଉମାକାନ୍ତ ଏବଂ ରଶ୍ମିତାଙ୍କ ଦୁଇ ପୁଅକୁ ନେଇ ପରିବାର ହସ ଖୁସିରେ ଆଗକୁ ବଢି ଚାଲିଥିଲା ।

ତେବେ ଠିକ୍ ଏହି ମଧ୍ୟରେ ବିଶ୍ୱଜିତ୍ ନାମକ ଏକ ଝଡ ତାଙ୍କ ଗାଁ ମଧ୍ୟକୁ ଆସିଥିଲା , ଯାହା ସ୍ଵାମୀ ସ୍ତ୍ରୀର ସମ୍ପ-ର୍କରେ ଫାଟ ସୃଷ୍ଟି କରି ଦେଇଥିଲା । ସୂଚନା ଅନୁଯାୟୀ , ଏକଦା ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ଆସିଥିଲେ ବିଶ୍ୱଜିତ୍ । ଆଉ ଗ୍ରାମର ମହିଳା ମାନଙ୍କୁ କାମ କରିବାରେ ସାହାଯ୍ୟ କରିବେ ବୋଲି କହିଥିଲେ ।

ଆଉ ଏହାପରେ ଏକ ଗ୍ରୁପ ବନାଇ ଦେଇଥିଲେ ବିଶ୍ୱଜିତ୍ । ଯେଉଁଥିରେ ଗାଆଁର ଏକାଧିକ ମହିଳା ଥିଲେ । ଆଉ ସମସ୍ତ ମହିଳା ମାନଙ୍କର ବିଶ୍ବାସ ରହିଥିଲା ବିଶ୍ୱଜିତଙ୍କ ଉପରେ । ସେ ସବୁ କାମରେ ମହିଳା ମାନଙ୍କୁ ସାହାଯ୍ୟ କରୁଥିଲେ । ଆଉ ସେମାନଙ୍କ ଠାରୁ ୨୦ ଲକ୍ଷ ଟଙ୍କା ନେଇଥିଲେ । କିନ୍ତୁ ଏ ସବୁ ମଧ୍ୟରେ ବିଶ୍ୱଜିତଙ୍କର ନଜର ପଡ଼ିଥିଲା ଉମାକାନ୍ତଙ୍କ ସ୍ତ୍ରୀ ରଶ୍ମିତାଙ୍କ ଉପରେ । ଦେଖିବାକୁ ସେ ଥିଲେ ଅତ୍ୟନ୍ତ ସୁନ୍ଦର , ପୁରା ଗୋଟିଏ ଚାଉଳରେ ଗଢା । ଆଉ ଧିରେ ଧିରେ ତାଙ୍କ ଆଡ଼କୁ ଢଳି ଯାଇଥିଲେ । ତାଙ୍କୁ ନିଜ ପ୍ରେମ ଜା-ଲରେ ଫ-ସାଇ ଦେଇଥିଲେ ବିଶ୍ୱଜିତ୍ ଆଉ ଏହାପରେ ରଶ୍ମିତା ମଧ୍ୟ ପୁରାପୁରି ଫସି ଯାଇଥିଲେ ।

ତେବେ ଗାଆଁର ଲୋକ ମାନଙ୍କୁ ଦୁହିଁଙ୍କର ନିକଟତରତା ମଧ୍ୟ ଦେଖା ଯାଇଥିଲା । ଆଉ ସେମାନେ ସ-ନ୍ଦେହ କରିଥିଲେ କି ଦୁହିଁଙ୍କ ମଧ୍ୟରେ କିଛି ନା କିଛି ଅଛି । ଆଉ ରଶ୍ମିତାଙ୍କ ସ୍ଵାମୀ ଉମାକାନ୍ତଙ୍କୁ ମଧ୍ୟ କହିଥିଲେ । କିନ୍ତୁ ଯେତେବେଳେ ଉମାକାନ୍ତ ରଶ୍ମିତାଙ୍କୁ ଏ ବାବଦରେ ପଚାରୁଥିଲେ

ସେତେବେଳେ ରଶ୍ମିତା ରାଣ ନିୟମ ପକାଇ ସେମାନଙ୍କ ମଧ୍ୟରେ ସେମିତି କିଛି ନାହିଁ ବୋଲି କହି ଦେଉଥିଲେ । ତେବେ ଗତକାଲି ରଶ୍ମିତା ସ୍ଵାମୀଙ୍କ ନିରୀହ ପଣର ଫାଇଦା ଉଠାଇ ସମସ୍ତ ମହିଳା ମାନଙ୍କ ୨୦ ଲକ୍ଷ ଟଙ୍କା ନେଇ ଯାଇ ବିଶ୍ୱଜିତଙ୍କ ସହିତ ଚ-ମ୍ପଟ ମା-ରିଥିଲେ । ତେବେ ସ୍ଵାମୀ ଖୋଜାଖୋଜି କରିବା ପରେ ସବୁ ସତ ଜଣା ପଡିଥିଲା । ତେବେ ବର୍ତ୍ତମାନ ଉମାକାନ୍ତ ସୋର ଥା-ନାର ଦ୍ଵାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *