ଲେଡି ବ୍ଲା-କମେ-ଲର ଅର୍ଚ୍ଚନାକୁ ନେଇ ନା କମୁଛି ଚର୍ଚ୍ଚା ନା ହିଁ କମୁଛି ବି-ବାଦ। ସମୟ ଯେତିକି ବଢୁଛି ଚର୍ଚ୍ଚା ଆଉ ଆଲୋଚନା ସେତିକି ବୃଦ୍ଧି ପାଉଛି। ତେବେ ଏହାରି ଭିତରେ ପୁଣି ଅର୍ଚ୍ଚନା ନାଗଙ୍କୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର। ଆଉ ସେହି ଖବର ଟି ହୁଏତ ଆପଣଙ୍କୁ ଚକିତ ମଧ୍ୟ କରି ପାରେ। ହଁ ବନ୍ଧୁଗଣ ଅର୍ଚ୍ଚନାର ଅଣ୍ଡା ଖୋଲି ଦେଇଛି ଅର୍ଚ୍ଚନା ନାଗର ଅଧା ଗୁମର ଆପଣ ମାନେ ଭାବୁଥିବେ କି ଅର୍ଚ୍ଚନାର ଅଣ୍ଡା କେଉଁ ଗୁମର ଖୋ-ଲିଲା। ଅର୍ଚ୍ଚନାର ଅଣ୍ଡା ମାନେ ଅର୍ଚ୍ଚନାର ଏଣ୍ଡ୍ରଭୋର ଇଡି ମଞ୍ଚେଶ୍ଵର ନିକଟରୁ ଜବତ କରିଥିଲା ଯାହାର ମୂଲ୍ୟ 33 ଲକ୍ଷ ଟଙ୍କା ବୋଲି କୁହାଯାଉଥିଲା। ତେବେ ବନ୍ଧୁଗଣ ଆଳୁ ଖୋଲୁ ଖୋଲୁ ମହାଦେବ ବାହାରିବା ପରି। ଅର୍ଚ୍ଚନାର ଏଣ୍ଡ୍ରଭୋରକୁ ଯେତେବେଳେ ଇଡି ଜବତ କରିଥିଲା ସେତେବେଳେ ଏଣ୍ଡ୍ରଭୋର ରୁ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା।
ଯେତେବେଳେ ଇଡି ଏଣ୍ଡ୍ରଭୋର ଜ-ବତ କରି ତାକୁ ଯାଞ୍ଚ କରିଥିଲା ସେତେବେଳେ ସୁନ୍ଦରୀ ଅର୍ଚ୍ଚନାର ଏଣ୍ଡ୍ରଭୋର ରୁ ଏକ ନମ୍ବର ପ୍ଲେଟ ମିଳିଥିଲା ଆଉ ଯାହା କୁହାଯାଉଛି କି ସେହି ନମ୍ବର ପ୍ଲେଟ ସେହି ଗାଡିରୁ ଖୋଲି ସେହି ଗାଡ଼ିରେ ହିଁ ରଖା ଯାଇଥିଲା। ହେଲେ କେବଳ ଏତିକି ନୁହେଁ ସେହି ନମ୍ବର ପ୍ଲେଟ ସହିତ ମିଳିଥିଲା ଏକ ଚିଠି। ତେବେ ବର୍ତ୍ତମାନ ସେହି ଚିଠିକୁ ନେଇ ଏବେ ଚାରି ଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି। ସେହି ଚିଠିରେ କଣ ଅଛି ଅର୍ଚ୍ଚନାକୁ ସେହି ଚିଠି କିଏ ଦେଇଥିଲେ। ଇଂରାଜୀ ରେ ଲେଖା ଥିବା ଚିଠି କାହାର। ଏହି ସବୁ କଥା ବର୍ତ୍ତମାନ ସାମ୍ନାକୁ ଆସିଛି।
ତେବେ ଅର୍ଚ୍ଚନା ନାଗ ମାମ-ଲାରେ ଖଗାକୁ ଗି-ରଫ କରାଯିବା ପରେ ଏବେ ପୁଣି ପାଂଚଦିନିଆ ରିମା-ଣ୍ଡରେ ନିଆଯାଇଛି। ଆଉ ଯାହା କୁହାଯାଉଛି କି ଇଡି ଖଗାକୁ ଆହୁରି ପ୍ରଶ୍ନ ପଚାରି ଆହୁରି ଅନେକ ସତ ସାମ୍ନାକୁ ଆଣିବ। ତେବେ ଏବେ ଖଗା ଆଉ ଚିଠିକୁ ନେଇ ପୁଣି ଏକ ନୂଆ ମୋଡ଼ ସାମ୍ନାକୁ ଆସିବ ବୋଲି ଆଲୋଚନା ହେଉଛି।
ସେପଟେ କଥା କେବଳ ଏତିକିରେ ସୀମିତ ହୋଇ ରହି ନାହିଁ। ଖଗା ଗି-ରଫ ହେବା ପରେ ଅର୍ଚ୍ଚନା ଜଗବନ୍ଧୁ ଓ ସେମାନଙ୍କ ସହ ସମ୍ପ-ର୍କରେ ଥିବା ସବୁ ବଡ ବଡିଆ ବାବୁ ମାନେ ଡରି କି ଛାନିଆ ହୋଇ ଯାଇଛନ୍ତି। ସମସ୍ତଙ୍କର କୁଆଡେ ଗୋଟିଏ କଥା ଖଗେଶ୍ୱର ମାନେ ଖଗା ହିଁ ଜାଣିଥିଲା ଲୁ-ଚି ଥିବା ଅନେକ ସତ। ଆଉ ଏବେ କୁଆଡେ ସେହି ସତ ପୁଣି ଥରେ ସାମ୍ନାକୁ ଆସିବ। ତେବେ ଗୋଟେ ପଟେ ଅର୍ଚ୍ଚନା ଜଗବନ୍ଧୁ ଜେ-ଲ ଭିତରେ ଥିବା ବେଳେ ଇଡି ସ୍କାନରକୁ ଆସିଥିଲା ଖଗା। ଆଉ ଖଗା ଏବେ ଗି-ରଫ ହୋଇଥିବା ବେଳେ ଇଡି ଖଗକୁ ଗି-ରଫ ପୂର୍ବରୁ ଅନେକ ପ୍ରଶ୍ନ ପଚାରି ଥିଲା ଆଉ ଏବେ ପୁଣି ଇଡି ଯେତେବେଳେ ଖଗାକୁ ପାଞ୍ଚ ଦିନିଆ ରିମା-ଣ୍ଡରେ ନେଇଛି ସେତେବେଳେ ଆଉ କେତେ ଯେ ସତ ବାହାର କରିବ ତାହାର ହିସାବ ନାହି।
ଯେଉଁ କଳା ସମାର୍ଯ୍ୟ ବର୍ଷ ବର୍ଷ ଧରି ଅର୍ଚ୍ଚନା ଜଗବନ୍ଧୁ ଓ ଖଗେଶ୍ୱର ଗଢିଥିଲେ ତାହା ଏବେ ଶେଷ ହେବାକୁ ବସିଛି। ଆଉ ଏବେ ଇଡି ଏମିତି ତନା ଘନା କରୁଛି ଯେ ନା ଇଡି ତଦନ୍ତରେ ନିଶ୍ବାସ ନେଉଛି ନା କାହାକୁ ନିଶ୍ବାସ ମା-ରିବାକୁ ସମୟ ଦେଉଛି। ତେବେ ଏବେ ସମସ୍ତଙ୍କ ନଜର ଅର୍ଚ୍ଚନା ଘ-ଟଣା ଉପରେ ଥିବା ବେଳେ କୁହା ଯାଉଛି କି ଅର୍ଚ୍ଚନା ଜଗବନ୍ଧୁ ଆଉ ତାଙ୍କ ସହିତ ଥିବା ନେତା ମନ୍ତ୍ରୀ ମାନଙ୍କର ମୁଖା ଖୋଲିବ।
ଯେଉଁ ସତକୁ ଲୁଚା-ଇବାକୁ ସମସ୍ତେ ଚେଷ୍ଟା କରୁଛନ୍ତି ସେହି ସତ ସାମ୍ନାକୁ ଆସିବ ବୋଲି ଲୋକେ ଆଲୋଚନା କରୁଛନ୍ତି। ତେବେ ଏହାରି ଭିତରେ ଅର୍ଚ୍ଚନା ଆଉ ଜଗବନ୍ଧୁ ଗି-ରଫ ହେବାକୁ ଅନେକ ଦିନ ବିତି ଗଲାଣି। ଆଉ ଆଜି ରବିବାର ଥିବା ବେଳେ ଅର୍ଚ୍ଚନା ଆଉ ଜଗବନ୍ଧୁ ଜେ-ଲ ଭିତରେ କିଛି ସମୟ ପାଇଁ ଦୁହେଁ ଦୁହିଁଙ୍କୁ ଦେଖା କରିଥିବେ ଆଉ ଅର୍ଚ୍ଚନା ପୂର୍ବ ପରି ଆଜି ଜଗବନ୍ଧୁଙ୍କୁ ଦେଖି କା-ନ୍ଦୁଥିବ ବୋଲି ଲୋକେ ଆଲୋଚନା ମଧ୍ୟ କରୁଛନ୍ତି।