୧୦୨ ଯବାନଙ୍କୁ ମା-ରି ସାରିଲାଣି ଗୋଟିଏ ମାଓବାଦୀ । ସବୁ ସେନା ପାଇଁ ପାଲଟିଛି ବିପଦ ।

୧୦୨ ଯବାନଙ୍କୁ ମା-ରିଲାଣି ଗୋଟିଏ ମାଓ-ବାଦୀ । ଯେଉଁ କାରଣରୁ ସେନା ମାନଙ୍କ ପାଇଁ ବି-ପଦ ପାଲଟିଛି । ଅନ୍ଧାର ଜଙ୍ଗଲ ଭିତରେ ଆସି ର-କ୍ତର ହୋଲିଖେଳି ଚାଲିଯାଉଛି । ସେହି ଗୋଟିଏ ମାଓବାଦୀକୁ ଧରିବାରେ ସେନା ମାନେ ବିଫଳ ହେଉଛନ୍ତି । କେବଳ ମାଓନେତାକୁ ଧରିବାକୁ ସେମାନେ ଚେଷ୍ଟା ଚଳାଇଛନ୍ତି ଆଉ ଏଥିପାଇଁ ୪୦ ଲକ୍ଷ୍ୟର ଇନାମ ରହିଛି ।

ଜଙ୍ଗଲ ଭିତରେ ପୋ-ଲିସ ଆଉ ସେନା ମାନଙ୍କର କାଳ ପାଲଟିଛି ସେହି ମାଓବାଦୀ । ପଦେ ପଦେ ସେନାମାନଙ୍କ ପାଇଁ ବି-ପଦ ଜଗି ରହିଛି । ଯେଉଁ କାରଣରୁ ଅନେକ ଯବାନଙ୍କ ଜୀବନ ମଧ୍ୟ ଯାଇଛି । ସେହି ମାଓବାଦୀ ଘଞ୍ଚ ଜଙ୍ଗଲର ଫାଇଦା ଉଠେଇ ରଚି ଚାଲିଛି ତାର ଚାଲ ଏବଂ ରଚୁଛି ବଡ଼ ଷ-ଡ଼ଯ-ନ୍ତ୍ର

ହେଲେ ଏପର୍ଯ୍ୟନ୍ତ ତାକୁ ପୋ-ଲିସ ଧରି ପାରୁ ନାହାଁନ୍ତି । ବିରପ୍ପାନ ଭଳି ନାକରେ ପାଣି ପିଆଇ ସାରିଲାଣି । ଜଣେ କି ଦୁଇ ଜଣ ନୁହେଁ ବରଂ ୧୦୨ ଜଣ ଯବାନଙ୍କ ଜୀବନ ନେଇ ସାରିଲାଣି ସେହି ମାଓବାଦୀ । ଆଜ୍ଞା ହଁ ! ଜଙ୍ଗଲକୁ ସାଥିକରି ଜୀବନ ନେଲାଣି ଏହି ମାଓବାଦୀ । ବିଜାପୁର ଆତଙ୍କ ଏହି ମାଓନେତା ହିଡିମା ।

ପୁଣୀ ଥରେ ଗତ ମଙ୍ଗଳବାର ରାତିରେ ମାଲକାନଗିରି ଏବଂ ଛତିଶଗଡ଼ ରାଜ୍ୟରେ ମିର୍ଜାପୁର ଜିଲ୍ଲାରେ ହେଇଥିବା ମାଓ ଆକ୍ର-ମଣରେ ତିନି ଜଣଙ୍କ ସିଆରପିଏଫଙ୍କ ଜୀବନ ଯାଇଛି । ସମୟ ଅପରାହ୍ଣ ୩ ଟାରେ ମାଓବାଦୀ ହିଡିମା ୪୦୦ ଶହ ମାଓକୁ ନେଇ ଆକ୍ର-ମଣ କରିଥିଲେ ।

ତିନିଜଣଙ୍କର ଜୀବନ ଯାଇଥିବା ବେଳେ ୧୫ ଜଣ ଗୁରୁ-ତର ଭାବରେ ଆ-ହତ ହେଇଛନ୍ତି ବୋଲି ସୂଚନା ଦେଇଛନ୍ତି ଏସିପି । ପୂର୍ବରୁ ମାଓବାଦୀ ମାନଙ୍କ ଆକ୍ର-ମଣ କାରଣରୁ ୨୩ ଜଣ ସହିଦ ହେଇଥିଲେ । ସେହିଭଳି ୨୦୨୩ ମସିହାରେ ହିଡିମା ଆକ୍ର-ମଣ କରି ୭୬ ଜଣଙ୍କ ଜୀବନ ନେଇଥିଲା । ତେବେ ଆପଣମାନେ ଯେଉଁ ଘ-ଟଣା ଶୁଣୁଛନ୍ତି ଯେ ବିଜାପୁରରେ ମାଓ ଆକ୍ର-ମଣ ପରେ ଏସିପି ଘ-ଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛନ୍ତି । ଆଉ ଏହି ଘ-ଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *