ଜେଲକୁ ଯିବି ଡରିବିନି । ଡାକ୍ତରଙ୍କୁ ପି-ଟିଥିଲେ ବୋଲି ମହିଳାଙ୍କୁ ଗି-ରଫ କଲା ପୋ-ଲିସ । ଆଉ ଗି-ରଫ ହେବା ବେଳେ ଏମିତି କିଛି କହିଲେ ମହିଳା ।

ନିଜ ଝିଅର ସ-ନ୍ଦେହ ଜନକ ମୃ-ତ୍ୟୁ ପରେ ଜଣେ ମା’ ଦିଆଯାଇଥିବା ପୋଷ୍ଟମ-ର୍ଟମ ରିପୋ-ର୍ଟକୁ ଭୁଲ ଦର୍ଶାଇ କହିଥିଲେ ଯେ ଡାକ୍ତର ଜାଣିଶୁଣି ଭୁଲ ରି-ପୋର୍ଟ ଦେଇଛନ୍ତି ଏବଂ ତାଙ୍କୁ ଠିକ ରି-ପୋର୍ଟ ଜାଣିଶୁଣି ଦିଆଯାଉନି । ଯେଉଁ କାରଣରୁ ମହିଳା ଜଣକ ଲଗାତାର ଭାବରେ ହସ୍ପିଟାଲ ଭିତରେ ଉକ୍ତ ଡାକ୍ତରଙ୍କୁ ଚପଲରେ ମା-ଡ଼ ମାରି-ବାରେ ଲାଗିଥିଲେ ।

ଆଉ ଆଜି ଏଭଳି ଭାବରେ ପୋ-ଲିସ ତାଙ୍କୁ ଗି-ରଫ କରି ନେଉଛି । ଡାକ୍ତରଙ୍କୁ ମା-ଡ଼ ମା-ରିବା ଘଟ-ଣାରେ ମୃ-ତ ଜେଏନଭି ଛାତ୍ରୀ ସୌଦାମିନୀଙ୍କ ମା’ ଗି-ରଫ ହୋଇଛନ୍ତି । ଗତ ଦୁଇଦିନ ତଳେ ବ୍ୟବ-ଚ୍ଛେଦ ରିପୋ-ର୍ଟରେ ତ୍ରୁଟି ଦର୍ଶାଇ ବ୍ୟବ-ଚ୍ଛେଦ କରିଥିବା ଡାକ୍ତର ଉପରେ ଅସାଧାରଣ ବ୍ୟବହାର କରିଥିଲେ ।

ଏହାକୁ ନେଇ ଡାକ୍ତର ରଶ୍ମିକାନ୍ତ ମିଶ୍ର ପାରଳାଖେମୁଣ୍ଡି ଆଦର୍ଶ ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଛନ୍ତି । ଆଉ ଏହି ଅଭି-ଯୋଗରେ ପୋ-ଲିସ ସମସ୍ତ ତଥ୍ୟକୁ ତର୍ଜମା କରି ଆଜି ସକାଳୁ ଜେଏନଭି ଛାତ୍ରୀ ସୌଦାମିନୀଙ୍କ ମା’ ସୁଖ୍ୟାତି ଗମାଙ୍ଗଙ୍କୁ ଗି-ରଫ କରି କଡ଼ା ସୁର-କ୍ଷା ଭିତରେ ପାରଳାଖେମୁଣ୍ଡି ଥା-ନା କୋର୍ଟ ଚା-ଲାଣ କରିଛି ।

କାର୍ଯ୍ୟରତ ଥିବା ଡାକ୍ତରଙ୍କୁ ଚପଲରେ ଏଭଳି ମା-ଡ଼ ମା-ରିବା ଘଟ-ଣାରେ ତାଙ୍କୁ ଗି-ରଫ କରାଯାଇଛି । ପାରଳାଖେମୁଣ୍ଡି ଥା-ନାରେ ୩୦/୨୪ ରେ ଏକ ମାମ-ଲା ରୁ-ଜ୍ଜୁ ହୋଇଛି । ପୋ-ଲିସ ଆଇପିସି ଧାରା ୩୪୧ , ୩୩୨ , ୨୯୪ , ୩୫୫ , ୪୨୭ ଏବଂ ୫୦୬ ଲଗାଇଛି । ଭାଇରଲ ହୋଇଥିବା ଭିଜୁଆଲକୁ ଆଧାର କରି ପୋ-ଲିସ ଏହି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିଛି ।

ଏଥିସହିତ ଜିଲ୍ଲାପାଳ ଅଫିସ ଏବଂ ନବୋଦ୍ବୟ ବିଦ୍ୟାଳୟରେ ଘେରାଉ କରିଥିବା ଆଉ ଦୁଇଟି ମାମ-ଲାରେ ମଧ୍ୟ ଯୋଡ଼ା ଯାଇଥିବା ଆଦର୍ଶ ଥା-ନା ଅଧିକାରୀ ସୂଚନା ଦେଇଛନ୍ତି । ଥା-ନା ଅଧିକାରୀ ପ୍ରଶାନ୍ତ ଭୂପତି ମଧ୍ୟ ଏହାକୁ ନେଇ କହିଛନ୍ତି । କହିରଖିବୁ ଯେ ଗତ ବର୍ଷ ଫେବୃଆରୀରେ ଜେଏନଭି ଛାତ୍ରୀ ପରିସରରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ସୌଦାମିନୀଙ୍କର ସ-ନ୍ଦେହ ଜନକ ଭାବରେ ମୃ-ତ୍ୟୁ ହୋଇଥିଲା ।

ସେତେବେଳେ ପୋ-ଲିସ ପକ୍ଷରୁ ହ-ତ୍ୟା ଏବଂ ପ୍ରମାଣ ନଷ୍ଟ ଭଳି ମାମ-ଲା ରୁଜ୍ଜୁ କରି ତ-ଦନ୍ତ କରାଯାଇଥିଲା । କିନ୍ତୁ ପୋଲି-ସର ତଦ-ନ୍ତରେ ପରିବାର ଲୋକେ ସମ୍ପୃକ୍ତ ନଥିଲେ । ସେପଟେ ସିବିଆଇ ତ-ଦନ୍ତ ପାଇଁ ମୃ-ତ ଛାତ୍ରୀଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *