ନଦୀ ପଠାରୁ ଉ-ଦ୍ଧାର ହେଲା ନବଜାତ ଶିଶୁ , ଜାଣନ୍ତୁ ସମ୍ପୂର୍ଣ୍ଣ ଘ-ଟଣା

ଦୁନିଆଁକୁ ଭଲ କରି ନ ଦେଖୁଣୁ ପିଲାଟିଏ ପାଇଲା ଏପରି ଶାସ୍ତି । କୁଆଁ କୁଆଁ ହୋଇ କା-ନ୍ଦିଲା କିନ୍ତୁ ପାଖରେ ନଥିଲା ତାର ମାଆ । ଯେଉଁ ମାଆ ତାଙ୍କୁ ନଅ ମାସ ଗ-ର୍ଭରେ ରଖିଲା , ସେ ତାକୁ ଆଜି ପର କରି ଦେଇ ଚାଲିଗଲା । ଆଉ ନଦୀ କୂଳରେ ଛାଡି ଦେଇ ପଳାଇଲା । ଆଉ ଏପଟେ ପିଲାଟିର କା-ନ୍ଦ ଶୁଣି ଲୋକ ଦୌଡ଼ି ଆସିଲେ ।

ତେବେ ଏପରି ଘ-ଟଣା ଦେଖିବାକୁ ମିଳିଛି ଚୌଦ୍ଵାର ନୂଆପାଟନା ମଧୁସୁଦନ ସେତୁ ନଦୀ ପଠାରେ । ନଦୀ ପଠାରେ ଏକ ନବଜାତ ଶିଶୁ ପୁତ୍ରକୁ କେହି ଜଣେ ଛାଡି ଚାଲି ଯାଇଥିଲା । ଆଉ ସେପଟ ଦେଇ ଯିବା ଆସିବା କରୁଥିବା ଲୋକମାନେ ଶିଶୁଟିର କା-ନ୍ଦ ଶୁଣିବାକୁ ପାଇଥିଲେ । ଏହା ପରେ ସେମାନେ କ-ଷ୍ଟ ସହି ପାରିନଥିଲେ । ପିଲାଟିକୁ ଉ-ଦ୍ଧାର କରିବାପାଇଁ ଚେଷ୍ଟା କରିଥିଲେ ।

ଏହାପରେ ସେମାନେ ପୋଲି-ସକୁ ପିଲାଟି ବିଷୟରେ ଖବର ଦେଇ ଦେଇଥିଲେ । ଆଉ ନିଜେ ଦଉଡ଼ି ସାହାଯ୍ୟରେ ପୋଲ ତଳକୁ ଓହ୍ଲାଇବା ପାଇଁ ଚେଷ୍ଟା କରିଥିଲେ । ତେବେ କିଛି ଲୋକଙ୍କ ସହାୟତାରେ ପିଲାଟିକୁ ଗୁରୁ-ତର ଅବସ୍ଥାରେ ନଦୀ ପଠା ରୁ ଉ-ଦ୍ଧାର କରା ଯାଇଥିଲା । ତେବେ ପୋଲିସ ଆସି ଘ-ଟଣା ସ୍ଥ-ଳରେ ପହଞ୍ଚି ଥିଲା ।

ତେବେ ପୋ-ଲିସ ବର୍ତ୍ତମାନ ପିଲାଟିର ପରିଚୟ ଖୋ-ଜିବା ପାଇଁ ଚେଷ୍ଟା ଚଳାଇଛି । କିଏ ସେହି ଅମଣିଷ ଯିଏ ଏହି ନବଜାତକୁ ଛାଡି ଦେଇ ପଳାଇଲା । ଏହାପରେ ପୋ-ଲସି ଶିଶୁଟିକୁ କଟକ ଶିଶୁଭବନ ସ୍ଥାନାନ୍ତର କରିଦେଇଛି । ତେବେ ଲୋକମାନେ ଅନୁମାନ କରୁଛନ୍ତି କି , କୌଣସି ଅବିବାହିତା ଏପରି କା-ଣ୍ଡ ଘଟା-ଇଛି ।

Leave a Reply

Your email address will not be published. Required fields are marked *