ମାଡ଼ି ଆସୁଛି ଭ-ୟଙ୍କର ବି-ପଦ , ମହାପ୍ରଭୁଙ୍କ ଠାରୁ ଆସିଲା ସଂ-କେତ , ସତ ହେବ କି ମାଳିକା ବଚନ

ଏ ପୃଥିବୀ ଶେଷ ହେବାକୁ ଯାଉଛି । କୁହାଯାଏ ମାଳିକା ବଚନରେ ଯାହା ବି ଲେଖା ହୋଇଥାଏ , ତାହା ସତ ହୋଇଥାଏ । ତେବେ ସେ କଥା କିଏ ବା ଜାଣିଛି , କେତେବେଳେ କଣ ଘ-ଟିବ ଆଉ ଆମେ କେତେବେଳେ ଏ ପୃଥିବୀରୁ ବି-ଦାୟ ନେବା । ତେବେ ବେଳେ ବେଳେ ଆମକୁ ଏପରି କିଛି ସଂକେତ ମିଳିଥାଏ , ଯାହାକୁ ଦେଖିବା ପରେ ଲାଗିଥାଏ ସବୁକିଛି ସତ ହୋଇଯିବ ଆଉ ଏ ପୃଥିବୀ ଧ୍ଵଂ-ସ ହୋଇଯିବ ।

ସମସ୍ତେ ନିଜ ନିଜ କାର୍ଯ୍ୟ କାଳ ସାରି ଏ ପୃଥିବୀରୁ ବି-ଦାୟ ନେଇଯିବେ । ତେବେ ମାଳିକା ବଚନରେ ବର୍ଣ୍ଣନା କରାଯାଇଥିବା ସବୁ କଥା ଆଜି ପର୍ଯ୍ୟନ୍ତ ସତ ହୋଇଛି ବୋଲି କୁହାଯାଏ । ତେବେ ବର୍ତ୍ତମାନ ମଧ୍ୟ ଏପରି କିଛି ସଂକେତ ମିଳୁଛି , ଯାହାକୁ ଦେଖିବା ପରେ ଲାଗୁଛି ବାସ୍ତବରେ ସବୁକିଛି ଶେଷ ହୋଇଯିବ । ମାଡ଼ି ଆସିବ ମହା ବି-ପଦ । ଆଉ କେହି ରହିବେ ନାହିଁ ଏହି ଭୂମିରେ । ସବୁ ଶେଷ ହୋଇଯିବ । ତେବେ ବର୍ତ୍ତମାନ ଆମ ଜଗତର ନାଥ ଜଗନ୍ନାଥଙ୍କ ଠାରୁ ଏପରି କିଛି ସଂକେତ ଆସିଛି ।

ଯାହା ଫଳରେ ଲାଗୁଛି କି , ମାଡ଼ି ଆସିବ ବି-ପଦ । ତେବେ କିଛିଦିନ ପୂର୍ବରୁ ମହାପ୍ରଭୁଙ୍କ ବାଇଶି ପାହାଚରେ ପାଣି ଭର୍ତି ହୋଇ ଯାଇଥିଲା । ଆଉ ପାଣିର ସୁଅ ଚାରିଆଡ଼େ ମାଡ଼ି ଯାଇଥିଲା । ଏହାକୁ ଦେଖି ଶ୍ରୀକ୍ଷେତ୍ର ବାସୀ ହୋଇ ଯାଇଥିଲେ ଭ-ୟଭୀ-ତ । କଣ କରିବେ ଭାବି ପାରିନଥିଲେ । ଆଉ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମା-ରିଥିଲା , ସତ ହେବ କି ମାଳିକା ବଚନ । ସବୁ ହୋଇଯିବ କି ଧ୍ଵଂ-ସ ।

ତେବେ ବର୍ତ୍ତମାନ ସମୟରେ ଯାହା ସଂକେତ ମିଳିଛି , ତାହାକୁ ଜାଣିବା ପରେ ଆପଣଙ୍କ ଲୋମ ବି ଟାଙ୍କୁରୀ ଉଠିବ । ତେବେ କଥାଟି ହେଲା କି , ଶ୍ରୀ ମନ୍ଦିରର ନୀଳ ଚକ୍ର ଉପରେ ଶହ ଶହ ସଂଖ୍ୟାରେ ଚିଲ ଉଡ଼ିବାରେ ଲାଗିଥିଲେ । ଆଉ ଯାହାକି ଅଶୁଭ ସଂକେତ ଅଟେ । ଏପରି ହଠାତ୍ କୁଆଡେ ଶହ ଶହ ଚିଲ ଆସି ଯାଇଥିଲେ , ତାହା ଜଣା ପଡି ନଥିଲା । ତେବେ ଯାହା ବି ହେଉ ନା କାହିଁକି ଏହା ଅଶୁଭ ବୋଲି ଚର୍ଚା ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *